CRIME - Biranchi Das Murder Case: Apex Court Grants Bail to Odisha Gangster Raja Acharya | MBC TV
Gangster Raja Acharya, convicted in the sensational murder of judo coach Biranchi Das was today granted bail by the Supreme Court. The gangster who is lodged in the Jharpada Special Jail here for nine years since May 28, 2008, after being accused of judo coach’s murder is expected to be out on bail within a week. Supreme Court lawyer Shiva Shankar Mishra, Raja’s counsel has stated that the latter was granted bail by the apex court today. According to Mishra, judo coach Biranchi Das was murdered on April 13, 2008. Police had lodged a murder case at the Badagada police station in this connection. In the same year, Badagada police arrested Raja Acharya from Goa on May 28. Later in 2011, the Bhubaneswar District and Sessions Court convicted Raja in the case and sentenced him to life imprisonment. However, Raja had petitioned the High Court challenging the lower court’s verdict. Since the matter did not come up for hearing in the High Court in the last eight years, Raja had appealed in the Supreme Court which granted him bail today. For latest odia news, Odisha political news, Odisha entertainment news SUBSCRIBE to MBC TV Here: https://goo.gl/5WRw7I Follow MBC TV on Social Media: Facebook: / mbcodisha Twitter: / mbctvodisha Instagram: / mbctv_odisha For More News and Videos Visit Here: www.mbctv.co.in ଜୁଡୋ କୋଚ୍ ବିରଞ୍ଜି ଦାସ୍ ହତ୍ୟା ଘଟଣାରେ ରାଜା ଆଚାର୍ଯ୍ୟଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମ କୋର୍ଟ . ପ୍ରାୟ ୯ ବର୍ଷ ପରେ ରାଜା ଆଚାର୍ଯ୍ୟ ଜେଲରୁ ବାହାରିବା ନେଇ ଏବେ ସ୍ପଷ୍ଟ ହୋଇଛି . ବିରଞ୍ଚି ହତ୍ୟା ପରେ ରାଜାଙ୍କୁ ୨୦୧୨ ମସିହାରେ ମୁଖ୍ୟ ଅଭିଯୁକ୍ତ ଭାବେ ଓଡିଶା ହାଇକୋର୍ଟ ଦଣ୍ଡାଦେଶ ଦେଇଥିଲେ . ହେଲେ ସୁପ୍ରିମକୋର୍ଟରୁ ରାଜଙ୍କୁ ଜାମିନ ମିଳିବା ପରେ ଏବେ ସାକ୍ଷୀଙ୍କ ମଧ୍ୟରେ ଭୟ ବଢିଯାଇଛି . ଠିକ୍ ପାଖାପାଖି ୯ ବର୍ଷ . ଜୁଡୋ କୋଚ୍ ବିରଞ୍ଚି ହତ୍ୟାର ମୁଖ୍ୟ ଅଭିଯୁକ୍ତ ରାଜା ଆଚାର୍ଯ୍ୟଙ୍କୁ ମିଳିଲା ଜାମିନ. ୨୦୧୬ ମସିହାରେ ଜାମିନ ପାଇଁ ସୁପ୍ରିମକୋଟର ଦ୍ୱାରସ୍ଥ ହୋଇଥିଲେ ରାଜା ଆଚାର୍ଯ୍ୟ . ତେବେ ଆଉ କିଛି ଦିନ ପରେ ରାଜା ଆଚାର୍ଯ୍ୟ ଝାରପଡା ଜେଲରୁ ବାହାରିବେ . ରାଜାଙ୍କର ଜାମିନ ଖବର ଶୁଣି ବିରଞ୍ଚି ଦାସଙ୍କ ସ୍ତ୍ରୀ ଗୀତାଞ୍ଜଳୀ ଦାସ ଏବଂ ଜୁଡୋ ଆସୋସିଏସନରେ ଚିନ୍ତା ବଢିଯାଇଛି . ବିରଞ୍ଚିଙ୍କୁ ଜିରୋ ଡିସଣ୍ଟାଟରେ ତିନି ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଥିଲେ ରାଜା ଆଚାର୍ଯ୍ୟ . ଜଣେ ଜୁଡୋ କୋଚକୁ ହତ୍ୟା ପରେ ସାରା ରାଜ୍ୟରେ ଆତଙ୍କିତ ଖେଲିଯାଇଥିଲା . ବିରଞ୍ଚିଙ୍କ ମୃତ୍ୟୁ ପରେ ଏକୁଟିଆ ହୋଇଯାଇଥିବା ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ଦାସ ରାଜାଙ୍କ ଜାମିନ ଶୁଣି ଏପର୍ଯ୍ୟନ୍ତ ବିଶ୍ୱାସ କରିପାରୁନାହାନ୍ତି . ବିରଞ୍ଚିଙ୍କ ହତ୍ୟାର ମୁଖ୍ୟ ସାକ୍ଷୀ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ଦାସ ଏବଂ ଜୁଡୋ ଆସୋସିଏସନର ପ୍ରଶିକ୍ଷଣ ନେଉଥିବା ଛାତ୍ରଙ୍କ ମଧ୍ୟରେ ଏବେ ଭୟ ବଢିଯାଇଛି . ୨୦୦୮ ମେ ୨୮ ତାରିଖରେ ଗୋଆରୁ ଗିରଫ ହୋଇଥିଲେ ରାଜା ଆଚାର୍ଯ୍ୟ . ଏବେ ଆଉ କିଛି ଦିନ ପରେ ଝାରପଡା ଜେଲରୁ ବାହାରିବେ ରାଜା . ୨୦୧୧ ମସିହାରେ ରାଜାଙ୍କୁ ଦୋଷୀ ସାବସ୍ତ କରିଥିଲେ ଓଡିଶା ହାଇକୋର୍ଟ . ଏହାପରେ ରାଜା ଆଚାର୍ଯ୍ୟ ଜାମିନ ପାଇଁ ଆବେଦନ କରିଥିଲେ ହେଲେ ତାଙ୍କର ଜାମିନ ଖାରଜ କରିଥିଲେ ହାଇକୋର୍ଟ .

Raja Acharya Out On Parole

Crime Patrol Dial 100 - क्राइम पेट्रोल - Malad Murder Case - Ep 514 - 21st June, 2017

🔴 LIVE : ବିଚାର ମଞ୍ଚ | ଗଜପତିଙ୍କ ଅନୁରୋଧକୁ ବି ନା - ଇସ୍କନର ଏତେ ସାହସ ?

#maharashtra Crime | Crime Patrol | Crime Show | Full Episode | Nayi Kahaniya | #trending Case

Bhala Paigali Tate | Full Video| Tu Mo Love Story-2 |Siddhanta Mahapatra,Anu Choudhury |Tarang Music

OTV Podcast | Ep-11 | Super Cop Pramod Rath | ପ୍ରମୋଦ ରଥ | Encounter Specialist | OTV Digital | OTV

Bhubaneswar Police Busts Foreign Liquor in Car During Strict Vehicle Checking Drive

ଦିନେ ତାଙ୍କ ପାଇଁ ଭିଡ଼ ଜମୁଥିଲା, ଆଜି ଭିଡ଼ ଭିତରେ ହଜି ଯାଇଛନ୍ତି... | EP- 55 | Podcast With Budhia Singh

Bhubaneswar Police Crack Down on Illegal Ganja Cigarette Trade; Woman Arrested During Raid

Raja Acharya bail

I Made A Tandoor From Improvised Materials And Fried Beef Steaks On The Bone!

Once Again Gangster Raja Acharya Arrested For Extortion Bid In Bhubaneswar || KalingaTV

Marathon Boy

Pandian's Venezuela Visit : Service Mission or Political Spin?||Editorial Show(EP-784)||ODISHA PULSE

Self-styled Godman dupes Rs 62 lakh from woman in Cuttack, here's what victim says

Three Gangsters of Kendrapara

ଝିଲିକଙ୍କ ବଡ଼ ବୟାନ | Jhilik Bhattacharya Interview | News Desk Interview | Manas Das News 18

FULL FILM -Tapoi | ତଅପୋଇ | Odia Full Movie | Hd 4k movie | Odia Old Movie |ଅଲିଅଳି ତଅପୋଇର ଦୁଃଖ କାହାଣୀ

Gangster Raja Acharya Released From Jail After 10-Yrs

