TUME EKA MO SAHARA FULL VIDEO//ତୁମେ ଏକା ମୋ ସାହାରା//NEW SHASANK SEKHAR FULL VIDEO
TUME EKA MO SAHARA FULL VIDEO/ତୁମେ ଏକା ମୋ ସାହାରା/NEW SHASANK SEKHAR FULL VIDEO ସର୍ବ ପ୍ରଥମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅତି ମହାନ ନାମରେ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର 🙏Praise the lord l ପ୍ରଭୁଙ୍କ ମହାନ ନାମ ଗୌରବ ହେଉ l ଏକ ଅତି ସୁନ୍ଦର ଗୀତJYOTIRMAYA OFFICIAL MUSIC PRESENTS Channel ତରଫରୁ ପୁଣି ଥରେ ଗୋଟେ ଗୀତ ପ୍ରସ୍ତୁତ ନିମନ୍ତେ ପ୍ରଭୁ ସାହାଯ୍ୟ କଲେ l ଭାଇ Salem Lima ଦ୍ଵାରା ରଚିତ "ତୁମେ ଏକା ମୋ ସାହାରା"ନେଇଆସିଛୁ l ଏହି ଗୀତକୁ ବହୁତ ସୁନ୍ଦର ଭାବରେ କଣ୍ଠଦାନ କରିଛନ୍ତି ଓଡ଼ିଶାର ସୁପ୍ରସିଦ୍ଧ ଗାୟକ SHASANK SEKHAR l ଗୀତଟି ଅତି ସୁନ୍ଦର ହୋଇଛି l ଗୀତଟିକୁ ଶୁଣନ୍ତୁ ଏବଂ ପୂର୍ବ ଗୀତ ପରୀ ଭଲପାଇବା Like, Share,Comments and Subscribe, କରିବାକୁ ଭୁଲନ୍ତୁ ନାହିଁ l ଏହି ଗୀତ ମାଧ୍ୟମରେ ସଦାପ୍ରଭୁଙ୍କର ପ୍ରଶଂସା ଓ ଗୌରବ ହେଉ l ଏହି ଗୀତ ଦ୍ଵାରା ଆପଣ ମାନଙ୍କ ହୃଦୟରେ ପ୍ରଭୁ କାର୍ଯ୍ୟ କରନ୍ତୁ ଏବଂ ତାହାଙ୍କ ମାର୍ଗରେ ଚାଲିବା ନିମନ୍ତେ ଏକ ନୂଆ ଆଶା ଓ ବିଶ୍ବାସରେ ବଢିବା ନିମନ୍ତେ ନିତାନ୍ତ ଆଶୀର୍ବାଦ କରନ୍ତୁ l 💽Title- ତୁମେ ଏକା ମୋ ସାହାରା 🎙️Singer - SHASANK SEKHAR 📝Lyrics & Music -Salem Lima 🎹Music Arrangment -Bapi Shamal 🖥️Recording -PRATIVA STUDIO CUTTACK 🎬Producer -Manata Pradhan 🎥Camera - Ajit Pradhan 🖼️Thambnail -Parsuram Sagaria Cantact Number -9439567643 LYRICS ସାହାରା...... ମୋ ସାହାରା...... ତୁମେ ଏକା ମୋ.. ସାହାରା ଅସାର ଏ ଦୁନିଆରେ, ତୁମେ ଏକା ମୋ ସାହାରା ପାପ ଭରା ଜଗତରେ, ତୁମେ ଏକା ମୋ ସାଥିପରା-୨ ଏ ଜଗତେ ଯୀଶୁ ମୋର, କେହି ନାହିଁ ମୋ ନିଜପରା -୨ ସାହାରା......ମୋ ସାହାରା.......... ତୁମେ ଏକା ମୋ... ସାହାରା -୨ ( 1 ) ଆକୁଳେ ଯେବେ ବୁଲିଲୀ ମୁଁ ଯେ, ପାଇବାକୁ ମୁଁ ସାହାରା ପାଇଲିନୀ ମୁଁ ଜଗତେ ଯୀଶୁ, କାହାଠାରେ ଆଶ୍ରା ପରା ତୁମେ ଏକା ମୋ ସାହା ଭରଷା, ମୋହର ଜୀବନ ସାରା ଏଣୁ ଡାକୁଛି ତୁମକୁ ପ୍ରଭୁ, ପାଇବାକୁ ତୁମ ଆଶ୍ରା (ଏ ଜଗତେ ଯୀଶୁ ମୋର କେହି ନାହିଁ ତୁମ ବିନା ପରା -୨) ସାହାରା....... ମୋ ସାହାରା....... ତୁମେ ଏକା ମୋ... ସାହାରା -୨ ( 2 ) ଗର୍ତ୍ତକୁ ମୁଁ ଯେ ଗମନ କଲେ, ମୋର ରକ୍ତରେ କି ଲାଭ ଧୂଳିକି ତୁମ୍ଭ କବରେ ଯୀଶୁ, ପ୍ରଶଂସା କରିପାରିବ ଏଣୁ ମୋ ପ୍ରାଣ ତୁମ୍ଭ ହସ୍ତରେ, କରୁଅଛି ସମର୍ପିତ ଉଦ୍ଧାର କର ହେ ଦିନନାଥ, ଶୁଣ ହେ ମୋହର ଡାକ (ଏ ଜଗତେ ଯୀଶୁ ମୋର କେହି ନାହିଁ ତୁମ ବିନା ପରା -୨) ସାହାରା........ ମୋ ସାହାରା.......... ତୁମେ ଏକା ମୋ... ସାହାରା -୨ ( ସମାପ୍ତ ) #tumeekamosahara #ତୁମେଏକାମୋସାହାରା #newshasanksekharsong #shasanksekharsong #newchristianshasanksekharsong #latestshasanksekharsong #saharasong #besaharasong #newhumansagarfullvideo #latesthumansagarsong #humansagarsong #salemlimalyricssong #newodiachristiansong2024 #christiansongodianew #jisunewsongjukebox #humansagarchristiansong #jisussong #newchristianodiavideo #culfiranichocobar #tengetenge #jesusnewsong #allalbamsongodia #humannewchristiansong #jisugita #jisussadsong #rajamankarajamorasong #tumehimahanaeswar #tumeatasatyaeswar #prasansarebhibhusita #mahimarebastranewta #hepabitraheananta #bhayankarajisutume #manatapradhanproducesong #amitpanisong #sasankasekharsong #diptirekhasong #jugejugetumejibita #humansagarnewchristiansong #newhumansagarsons #lateasthumansagarvideo #salemlimalyricsvideo #jyotirmayaofficialmusicpresantsvideo #manatapradhanproducenewhumansagarsong #new odia christian song 2024 #Christian song odia new #priya prabhu odia Christian song #jesus new Songs juke box #human sagar Christian song #newchristianodiavideo #newchristiansong2023 #christiansongs2022 #christiansong2023 #kulfiranichocobar #kholakhabara #ekamuchalichi #jisunamemahima #kemitibhulibiseprema #dinesandyanoinasiba #bidyutbhatranewsong #karaputianewvideo #sasankasekhanewsong #christianvideo #besthumansagarnewsong #latesthumansagarvideo Copyright Disclaimer: - Under section 107 of the copyright Act 1976, allowance is mad for FAIR USE for purpose such a as criticism, comment, news reporting, teaching, scholarship and research. Fair use is a use permitted by copyright statues that might otherwise be infringing. Non- Profit, educational or personal use tips the balance in favor of FAIR USE. !!* ANTI-PIRACY WARNING *!! This content is copyright to Jyotirmaya official Music presents.Any unauthorised Reproduction redistribution, re-upload (audio or video) is strictly prohibited of this material.Legal action will be taken against those who violate this copyright meterial Presented.

HE MANGALAMAYA ||ହେ ମଙ୍ଗଳମୟ ||HUMANE SAGAR ||NITESH KUMAR| STUDIO VERSION| #newodiachristiansong

ବେ ସାହାରା ll BE SAHARA lI NEW CHRISTIAN SONG ll HUMAN SAGAR lI BM MUSIC ll BIJAYA MAJHI OFFICIAL II

ପ୍ରଭୁ ଯୀଶୁ ଦେଖାଇ ଦେଲେ ସ୍ୱର୍ଗର ବାଟ | New Odia Christian Song | Jesus Song Odia

JUGE JUGE TUME JIBITA FULL VIDEO/ଯୁଗେ ଯୁଗେ ତୁମେ ଜୀବିତ/NEW HUMAN SAGAR FULL VIDEO

ଯୀଶୁ ଆସିଛୁ ତବ ମନ୍ଦିରେ||JISU ASICHU TABA MANDIRE |ODIA NEW CHRISTIAN SONG||KAINA NAYAK |STO VERSION||

Prastuta Hua(in this time)Studio Version//ପ୍ରସ୍ତୁତ ହୁଅ//Aseema Panda//S Jitu

ଅଢ଼େଇ ଦିନର ଜୀବନ // ADHEI DINARA JIBANA // SASHANK SEKHAR // JOYAB NAIK// CHRISTIAN DEVOTIONAL SONG

TU ASICHU EKA JIBU DINE EKA | ତୁ ଆସିଛୁ ଏକା ଯିବୁ ଦିନେ ଏକା | NEW ODIA CHRISTIAN SONG | SHASANK SEKHAR

ANUTAPA KARUCHI FULL VIDEO//ଅନୁତାପ କରୁଛି//NEW ANANYA SRITAM NADHA VIDEO

JISHUR LAGI TUI BANCHITHA || NEW SAMBALPURI CHRISTIAN SONG 2025 || HUMAN SAGAR

Ati Nijara || ଅତି ନିଜର || Jagan Mohan Nag Latest New || Odiya devotional Song || Full HD Video

HE MORA MANA NEW CHRISTIAN SONG 2023 STUDIO VERSION II HUMAN SAGAR II FIRST LOVE CREATION II

ଚଲା ପଥେ ସାହାରା ହେଲ /Cholapathe SAHARA HELLA/BY SHASANK SHEKAR

He sada Prabhu ll ହେ ସଦା ପ୍ରଭୁ ll Human Sagar ll New odia Christian song 2022 ll Digbijay ll

Tumari Rajya Asu 4K | ତୁମରି ରାଜ୍ୟ ଆସୁ | The Worship Language | Odia Worship Cover Song

SHASANK SEKHAR SUPERHIT TOP 6 ODIA CHRISTIAN SONGS | SHASANK SEKHAR AUDIO JUKEBOX BOX AMIT BADANAYAK

ପ୍ରିୟ ଯୀଶୁ ମୋର//PRIYA JISHU MORA//NEW ODIA CHRISTIAN SONG//SASHANK SEKHAR//SANJIB BISHOYI//FULL SONG

Human sagar new jejus song/ human sagar new odia song /new Sambalpuri human sagar song

Kichi Mu Chahena // କିଛି ମୁଁ ଚାହେଁନା // Odia Christian New Devotional Song // Singer_Shasank Sekhar

