ଶବ୍ଦର ଯାଦୁଗର ଶ୍ରୀକାନ୍ତ ଗୌତମ | Odia Lyricist Srikanta Goutam | OdishaLIVE Exclusive Interview
#odiasong #lyricist #interview ଓଡ଼ିଆ ସିନେମା ଓ ସଙ୍ଗୀତ ଜଗତର ଅତି ପରିଚିତ ଚେହେରା ଶ୍ରୀକାନ୍ତ ଗୌତମ। ଏକାଧାରରେ ଜଣେ ଗୀତିକାର, ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକ। ଅଭିନୟ ହେଉ କି ଗୀତ ସବୁଠି ତାଙ୍କର ନିଆରା ଅନ୍ଦାଜକୁ ଦର୍ଶକେ ପସନ୍ଦ କରିଛନ୍ତି। ‘ମଥୁରା ବିଜୟ’, ‘ଏଇ ଆଖି ଆମ ସାକ୍ଷୀ’, ‘ପାଚେରୀ ଉଠିଲା ମଝି ଦୁଆରୁ’, ‘ପଞ୍ଚୁ ପାଣ୍ଡବ’ଆଦି ସିନେମାରେ ଶ୍ରୀକାନ୍ତଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଛି। ସେହିପରି ସେ‘ବାଟରେ ଚାଲୁ ଚାଲୁ’, ‘ହେ ସମୟ’ ଭଳି ଅନେକ ସୁପରହିଟ୍ ଗୀତ ଭେଟି ଦେଇଛନ୍ତି। ଓଡ଼ିଶାଲାଇଭ୍ ସହ ସ୍ଵତନ୍ତ୍ର ସାକ୍ଷାତକାରରେ ଶ୍ରୀକାନ୍ତ ଗୌତମ ତାଙ୍କ ଅଭିନୟ, ସଙ୍ଗୀତ ଯାତ୍ରା ଏବଂ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଅନେକ ଜଣା ଅଜଣା କଥା ବାଣ୍ଟିଛନ୍ତି। ଦେଖନ୍ତୁ ଭିଡିଓ। ସାକ୍ଷାତକାର: ଶୁଭଶ୍ରୀ ନାୟକ L I K E || S H A R E || S U B S C R I B E News Website: https://www.odisha.live Facebook: / odishalive Youtube: / odishalive Twitter: / odishalive Instagram: / odishalive Click the 'bell' icon and Subscribe! The Event/production is a creation of OdishaLIVE. --- An OdishaLIVE Web Production. www.odisha.live (A Web Initiative of Academy for Media Learning Private Limited) A/23, (Ground Floor) Surya Nagar, Near Hotel Venus, Governor House Road, Bhubaneswar - 751003 (Odisha). Produced and broadcast in public interest. Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.

ହେ ଚକାନୟନ ମତେ ପରିଚୟ ଦେଇଛି: ଶାନ୍ତିଲତା ବାରିକ ଛୋଟରାୟ | Shantilata Barik Chhotray | OdishaLIVE EXCLUSIVE

ପ୍ରଶାନ୍ତ ନନ୍ଦ: ନାଁ ଏକ ପରିଚୟ ଅନେକ | Life, Cinema & Beyond: Exclusive Interview with Prashanta Nanda

ଇଣ୍ଟରଭ୍ୟୁ ଅଧରୁ ଭୋ ଭୋ ହେଇ କାନ୍ଦିଲେ ଶ୍ରୀକାନ୍ତ ଗୌତମ , ଖୋଲିଲେ ବଡ ଭାଇର ସବୁ ଗୁମର !

Mora Bhugolare Bhala Hauthila | ବୟସ ରାଜ ପଥରେ..| Tora Lamba Beni | Odia Comedy | Nandighosha Diary

ପ୍ରସିଦ୍ଧ ଗାୟିକା ଅନସୂୟା ନାଥଙ୍କ ଲୁହ ଭିଜା ଅନୁଭୂତି। PODCAST with Anasuya Nath। Bhajan। JayJagannath।

Befikar Badshaha- Akshaya Mohanty

ମେକଅପମ୍ୟାନରୁ ଅଭିନେତା - ଅଶ୍ରୁମୋଚନଙ୍କ ଜୀବନ କାହାଣୀ | Journey of Actor Asrumochan Mohanty

ଦୂର ଦିଗନ୍ତ || ଅକ୍ଷୟ ମହାନ୍ତିଙ୍କ ସହିତ ଅନ୍ତରଙ୍ଗ ଆଳାପ ||

ଏବେ ତ ପଇସା ଲଗେଇ ପ୍ରଡ୍ୟୁସର ନିଜେ ହିରୋ ବନୁଛନ୍ତି । Prameya Podcast With Srikant Goutam ।

Srikanta Gautam Interview: ସୋନୁ ନିଗମଙ୍କ ସତ ଖୋଲିଦେଲେ ଶ୍ରୀକାନ୍ତ ଗୌତମ | Odisha Reporter

ଏତେ ଦିନ ପରେ ସବୁ ସତ କହିଲେ | Odia Actor Kuna Tripathy Interview With Manas Dash | News18 Odia Podcast

ମନେ ପଡେ ସେଦିନର କଥା | Renowned Film Director Prashanta Nanda | Mane Pade Sedinara Katha

ସ୍ଵରର ଯାଦୁଗର - ଟି ସୌରୀ | My Songs & Life - Exclusive Interview with Singer T Shourie

ପ୍ରତି କଥାରେ ହସାଇଲେ... | EP - 91 | Podcast With Renowned Comedian Debu Brahma

Gyana Guru Season 2 Ep-08 | 08th November 2020

ମହାନଦୀ ଭରା ପାଣିକୁ ଡେଇଁ ପଡ଼ିଥିଲି , ଭଗବାନ ମୋତେ ବଞ୍ଚାଇଲେ l Actor Prashanta Nanda l PratidinTv

ଓଡ଼ିଶା ରାଜନୀତିର ଭବିଷ୍ୟତ କ'ଣ? - ପ୍ରସାଦ ହରିଚନ୍ଦନ | The Future of Odisha Politics | Prasad Harichandan

ମନେ ପଡ଼ୁଛନ୍ତି ଉତ୍ତମ ବାବୁ | Odia Actress Aparajita Mohanty Exclusive Interview | News Desk Interview

Kishore Kumar Musical Secrets By Son Amit Kumar | Kapil Sharma Show | Kishore Da Birthday Special

