ମାଡ଼ି ଆସିଲା ପାଣି, ସବୁ ବୁଡ଼ିଗଲା | Temporary bridge washed away In Flood Water | Odisha Flood
ମାଡ଼ି ଆସିଲା ପାଣି, ସବୁ ବୁଡ଼ିଗଲା | Temporary bridge washed away In Flood Water | Odisha Flood ଲଗାଣ ବର୍ଷା ଫଳରେ ବୁଡ଼ିଲା ମୟୂରଭଞ୍ଜ ଜିଲ୍ଲା ଉଦଳା କଇଁସାରୀ ଜାମୁଘାଟର ଅସ୍ଥାୟୀ ପୋଲ । ଉଦଳାରୁ ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳକୁ ସଂଯୋଗ ବିଛିନ୍ନ ହୋଇଛି । ଏହି ଅସ୍ଥାୟୀ ପୋଲରେ ଶତାଧିକ ଲୋକେ ପ୍ରତିଦିନ ଯିବା ଆସିବା କରିଥାନ୍ତି । ରେମୁଣା ଅଞ୍ଚଳରୁ ଉଦଳା କପ୍ତିପଦା ଆସିଥାନ୍ତି । ସେହିପରି ଉଦଳାରୁ ବାଲେଶ୍ୱର ଜିଲ୍ଲାକୁ ଯାଇଥାନ୍ତି ଲୋକେ । ତେବେଲଗାଣ ବର୍ଷାରେ ନଦୀରେ ସ୍ରୋତ ସ୍ରୋତ ଧୀରେ ଧୀରେବଢୁଛି । ଲଗାଣ ବର୍ଷା ଫଳରେ ଭୀମତାଳିରେ ଥିବା ପୋଲ ଉପରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ପୋଲ ଉପରେ ଯିବାପାଇଁ ବାରଣ କରାଯାଇଛି.... Mayurbhanj Rain Fury: Connectivity Cut Off Between Udala & Balasore! Continuous heavy rainfall in Odisha has triggered a flood-like situation in Mayurbhanj district. In a major disruption, the temporary bridge at Jamughat in Kainsari, Udala, has been completely submerged and damaged by the rising river waters. Key Highlights of the Incident: Connectivity Cut Off: Direct communication between Udala (Mayurbhanj) and Remuna (Balasore district) has been completely snapped. Commuters Stranded: Hundreds of daily commuters, including people traveling from Remuna to Udala and Kaptipada, are now stranded. Water Level Rising: Water levels in local rivers are rising rapidly due to continuous rainfall. Bhimtali Bridge Overflowing: Floodwater is currently flowing over the Bhimtali bridge, posing a massive threat to commuters. Administration Alert: Local administration has strictly banned public movement and vehicle crossing over the submerged bridges to prevent any mishaps. Watch the full video for live ground-zero visuals of the overflowing rivers, submerged bridges, and public reactions. Stay safe, avoid these routes, and follow local administrative guidelines! #MayurbhanjFlood #UdalaNews #BalasoreRainUpdate #JamughatBridge #OdishaRainNews #BhimtaliBridge #OdiaNewsToday #BreakingNewsOdisha #News18Odia #OdiaNews #odishanews #oriyanews #breakingnews #weathernews Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook: / news18odia Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm

ଥିଲେ ଥିଲେ ଅଚାନକ ବୁଲି ପଡ଼ିଲେ ବିଜେଡି ନେତ୍ରୀ ଏଲିନା ଦାଶ| Odisha Reporter

ରଥଯାତ୍ରାରେ ହେବ କି ବର୍ଷା ?Odisha Rain | Heavy Rain Alert During Rath Yatra | IMD Red Alert

ବନ୍ୟା ପାଣି ; କାହା ପାଇଁ ବିପଦ ତ କାହା ପାଇଁ ବରଦାନ ! ମାଛ ଗଣ୍ଡେ ପାଇଁ ନରାଜରେ ଜମୁଛି ମତ୍ସ୍ୟଜୀବୀଙ୍କ ଗହଳି

Special Story: Monkey's Jump Turns Fatal, Man Dies After Tree Branch Pierces His Neck

ହିରାକୁଦ ଖୋଲିବା ପରେ ମହାନଦୀ ପାଣିରେ ଭାସି ଆସିଲେ ଗଦା ଗଦା ସାପ!

BJPର ସାଂଘାତିକ ଅଭିଯୋଗ | BJP Pressmeet On Odisha Book Error | CM Mohan Majhi|Breaking News |Odia News

'Please Don't Spread Rumours': Uncle of Class XI Student Who Died in Apartment Fall | Kalinga TV

ଲ୍ୟାଣ୍ଡଫଲ୍ ବେଳେ ସବୁ ଛାରଖାର ! Landfall In Zhejiang Province | Cyclone | Typhoon Bavi In China | N18G

ରଥଯାତ୍ରା ପାଇଁ ଶେଷ ପ୍ରସ୍ତୁତି!ତିନି ରଥକୁ ଅନ୍ତିମ ରୂପ ଦେଉଛନ୍ତି ନିର୍ମାଣକାରୀ | Countdown to Rath Yatra 2026

ମହାନଦୀ ଜଳ ପରିଚାଳନା ନେଇ ହୀରାକୁଦରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଓଡ଼ିଶା-ଛତିଶଗଡ଼ ମଧ୍ୟରେ ହେଲା ଆଲୋଚନା

Weather Update | ପ୍ରବଳ ବର୍ଷାରେ ଭିଜିବ ସାରା ଓଡିଶା ! ଭୂସ୍ଖଳନ ଓ ବନ୍ୟା ଆଶଙ୍କା ...| Heavy Rainfall Alert

ବହି ବିଭ୍ରାଟରେ ମଧୁସ୍ମିତାଙ୍କୁ ଜେରା । Odisha Textbook Scam: Crime Branch Questions SCERT Director

🔴Live ସରକାରଙ୍କୁ IPS ଅଫିସରଙ୍କ ଝଟକା After Bhubaneswar DCP, another Odisha cadre IPS officer resigns

କାଳିଆ ଭକ୍ତିରେ ବିଭୋର ଭକ୍ତ? Devotees Reaction On Puri Jagannath Rath Yatra: Ratha Yatra Preparation

ସତ୍ୟପାଠ: ପ୍ରଭାତୀଙ୍କୁ ଅଙ୍ଗନବାଡି ଦିଦିଙ୍କ ଟ୍ୟୁସନ୍ || Video Viral || Prabhati Parida || Satyapatha News

Exclusive Interview with Pramila Mallick || Big Remarks on BJD, Naveen Patnaik & Odisha Politics

ପ୍ରେମିକା ସହ ରୁମରେ ଥିଲେ, ହଠାତ୍ ମା ପହଞ୍ଚିଲେ | Odisha Reporter

Mercedes accident in Bhubaneswar: What Did Soumya Ranjan Rath Say Before Going to Jail?

୧୫ ମିନିଟରେ ସବୁ ଖବର | Khabar Chatapat | School Holiday | Heavy Rain | 15th July 2026 | OTV

