ପତକାଲାଗି ଦର୍ଶନ କଲେ ମନରେ ନିର୍ଭିକତା ଆସିଥାଏ | 09-Jun -PATAKALAGI FULL VIDEO | Jay Jagannath Tv
#jayjgannathtvlive #namitaagrawal #jagannathtemplelive "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ପ୍ରଥମ ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 Watch "JAY JAGANNATH TV" on DTH: TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #jayjgannathtvlive #jayjagannathtv #namitaagrawal #sitaramagrawal #patitapaban_arati #patakalagidarshan #jagannathdham #ଜୟଜଗନ୍ନାଥଟିଭି #rathayatralive #purilive #jagannathpurilive #jaijagannathtv #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Santo Rosário | Sexta-feira | 04:00 | 03/07/2026 | Live Ao vivo

ଭକ୍ତ ପାଇଁ ସୁନା ଥାଳିରେ ମହାପ୍ରସାଦ ଆଣିଲେ ଜଗନ୍ନାଥ! ଭକ୍ତ ବନ୍ଧୁ ମହାନ୍ତିଙ୍କ ଅଲୌକିକ କାହାଣୀ | Jay JagannathTV

ପତକାଲାଗି ଦର୍ଶନ କଲେ ବିଶ୍ୱାସ ବୃଦ୍ଧି ହୁଏ | 12-Jun -PATAKALAGI FULL VIDEO | Jay Jagannath Tv

ସ୍ନାନ ଯାତ୍ରାର ସିଧା ପ୍ରସାରଣ ପୂରୀ ରୁ

Jagannath puri | When Lord Jagannath Desires, Destiny Changes | Safala-Odia podcast | EP-4

ଶ୍ରୀ ମନ୍ଦିରରେ ଘଟେ ରହସ୍ୟମୟ ଘଟଣା ll EP- 26 ll Podcast with Ramachandra dasmohapatra || Kalinga TV

Snana Jatra | ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ଯାତ୍ରାର ସିଧା ପ୍ରସାରଣ

ପତକାଲାଗି ଦର୍ଶନ କଲେ ପତନ ନାଶ ଯାଇ ଉତ୍ଥାନ ହୋଇଥାଏ | 10-Jun -PATAKALAGI FULL VIDEO | Jay Jagannath Tv

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I

ଖବର ଫଟାଫଟ | Khabar Fatafat | Speed News | Odisha Rain | Weather News | Odisha Crime | Odia News

ଶୁଭଲକ୍ଷ୍ମୀ ପାତ୍ରଙ୍କ ଆକୁଳ ପ୍ରାର୍ଥନା ଓ ଚକାଡୋଳାଙ୍କ "ଅଦୃଶ୍ୟ ମହାବାହୁ": ଗଞ୍ଜାମ ମାଟିର ଏକ ଇମୋସନାଲ୍ ସତ୍ୟ ଘଟଣା

ଗର୍ଭଗୃହର ଭିତିରି କଥା ll EP- 27 ll Podcast with Harekrusna singhari || Kalinga TV

ବଡ଼ଦାଣ୍ଡରେ ଭିକ ମାଗୁଥିବା ବୁଢ଼ୀର କାହାଣୀ | Jagannatha Pancharatra | Dr. Ashutosh Mishra | Sidharth Utsav

🔴 Live Day 3 - 489th Katha - श्री जगन्नाथ प्रेमामृत | Sydney 🇦🇺 Australia | July 2026 #LalGovindDas

Exclusive Interview With Puri Sebayata Ram Chandra DasMohapara || Puri ||OR

ନିର୍ବାଚନ ପୂର୍ବରୁ ମମତାଙ୍କୁ କଣ କହିଥିଲେ ଜଗୁନି ଭାଇ ? | Jibana Jagannath| Ep-1 |Jagannath Swain Mohapatra

ରାମାନନ୍ଦ ସାଗର କୃତ | ଶ୍ରୀ କୃଷ୍ଣ ମହିମା | ଭାଗ 53 | ତିଲକ ଓଡ଼ିଆ

ସତରେ କ'ଣ ପୂଜାପଣ୍ଡାଙ୍କ ଚଳୁରେ ଦର୍ଶନ ଦିଅନ୍ତି ମହାପ୍ରଭୁ ?

Shree Jagannath | Episode 52 | Odia Devotional | Lokdhun Odia | Tarang TV

