neet ପରୀକ୍ଷା ରେଜଲ୍ଟରେ ଦେଖିବାକୁ ମିଳିଛି ବଡ଼ ଧରଣର ସ୍କାମ |#bichitadunia #odianews #newsheadlines
ପୁଣି ଥରେ neet ପରୀକ୍ଷା ରେଜଲ୍ଟରେ ଦେଖିବାକୁ ମିଳିଛି ବଡ଼ ଧରଣର ସ୍କାମ। ପରୀକ୍ଷା ଦେଲେ ଗୋଟିଏ ଉତ୍ତର ଖାତାରେ ଆଉ ରେଜଲ୍ଟ ବାହାରିଲା ଆଉ ଜଣଙ୍କ ଉତ୍ତର ଖାତା ଅନୁଯାୟୀ। ପୂର୍ବରୁ ଏନେଇ ନିଟ୍ କତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ ମଧ୍ୟ କରିଥିଲେ ଛାତ୍ରୀ ଜଣଙ୍କ। ହେଲେ ସମାଧାନ ହେଲାନି । ଏବେ ରେଜଲ୍ଟ ଆସିବା ପରେ ବରଂ ପୁଣିଥରେ ସେହି ଭୁଲ ଉତ୍ତର ଖାତାରେ ତାଙ୍କୁ ମାର୍କ ଆଲର୍ଟ କରାଯାଇଥିବା ଗୁରୁତ୍ତର ଅଭିଯୋଗ ଆନିଛନ୍ତି କଟକ ଜିଲ୍ଲା ସାଲେପୁର ବଣହରା ଗାଁର ଅଞ୍ଜଳିପ୍ରଭା ରାଉତରାୟ। neet କତ୍ତୃପକ୍ଷଙ୍କ ସଂଗେ online ମାଧ୍ୟମରେ ଯୋଗାଯୋଗ ହୋଇଥିଲେହେଁ କୌଣସି ସୁଫଳ ମିଳିବା ପରିବର୍ତ୍ତେ ଜଣେ ମେଧାବିଛାତ୍ରୀ ର ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ଦିଆଯାଇଥିବା ଉଭୟ ଅଞ୍ଜଳି ଓ ତାର ପରିବାର ଲୋକେ କହିଛନ୍ତି। ଆସନ୍ତା କାଉନ୍ସିଲିଂ ପୂର୍ବରୁ ସେ ଦେଇଥିବା omr ଉତ୍ତର ଖାତା ଅନୁଯାୟୀ ରେଜଲ୍ଟ ନ ବହାରରିଲେ ତାଙ୍କର କ୍ୟାରିୟର ଓ 3ବର୍ଷର ପରିଶ୍ରମ ସମ୍ପୂର୍ଣ୍ଣ ବ୍ୟର୍ଥଯିବ ବୋଲି ଛାତ୍ରୀ ଜଣଙ୍କ କହିବା ସହ ଏହି ସ୍କାମର ତଦନ୍ତ କରି ଝିଅକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ମାନ୍ୟବର କୋର୍ଟଙ୍କ ଆଶ୍ରୟ ନେବେ ବୋଲି ଝିଅର ବାପା କହିଛନ୍ତି। ସାଲେପୁର ରୁ ଜ୍ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ ବିଚିତ୍ର ଦୁନିଆ |ଦର୍ଶକ ବନ୍ଧୁ ଆମେ ଆପଣଙ୍କୁ ଆମ ଚ୍ୟାନେଲ କୁ ସ୍ୱାଗତ କରୁଅଛୁ |ଆପଣ ମାନେ ଆମ ଚ୍ୟାନେଲ ମାଧ୍ୟମ ରେ ଘରେ ବସି ନିଜ ଅଞ୍ଚଳ ଓ ଆଖ ପାଖ ଜିଲ୍ଲା ର ଖବର ,ମନୋରଞ୍ଜନ ଭିତ୍ତିକ ଭିଡିଓ ,ଭାଇରଲ ଭିଡିଓ ,ସ୍ୱାସ୍ଥ୍ୟ ,ଶିକ୍ଷା ,ରାଜନୀତି ,ଖବର ଦେଖିପାରିବେ | #Bichitra dunia #odisha# webchannel please like ,share ,subscribe our chaanel Bichita Dunia contact no :-9777926927 email :-[email protected] |#bichitadunia #odianews #newsheadlines|#bichitadunia #odianews #newsheadlines

BJP High Command Worried? Bansal's Repeated Visits Raise Questions | Kahile Kahiba Kahuchi

A 20 Year Old In A Sari Just Gave The Most UNIQUE Audition | The Voice

These 3 Fruits Will Fix Your Blurry Vision While You Sleep

My First Time in Coimbatore!! Tamil Nadu SECRET Eats 🇮🇳

Karnataka NEET Counselling Step By Step Guide | MBBS In Karnataka |

पवन खेड़ा मिले सोनम वांगचुक से, अनशन को दिया नैतिक समर्थन अब सरकार कब बोलेगी?

Trying Odisha's Ghar Ka Khana | The Urban Guide

The True Story Of KPS Gill | Satluj Reignites The ‘Supercop’ Vs ‘Butcher’ Debate | Akash Banerjee

Entering the "North Korea of Africa" ended badly! 🇪🇷

The SIMPLE Way To Reverse Gray Hair (Science Backed)

ମହାପ୍ରଭୁଙ୍କ ଟାହିଆ କୁଆଡ଼େ ଗଲା , ସବୁ ସତ କହିଦେଲେ କାରିଗର ! Lord Jagannath Missing Tahia mystery

wie mein deutscher Mann mein US-Lifestyle ruiniert 😂

Most Expected Cut-Off | State & Category-Wise | after NEET 2026 Exam Difficulty

Sonali Bendre’s Son Blocked Her On Social Media!😱

KIMS Bangalore vs JJM Medical College Davangere | Medical Colleges In Karnataka | RE NEET 2026 |

Summer is cooling down for now. Lots of average temperatures & chance of rain. Weather report 07/...

Hydrogen Bonding for JEE/NEET.

Neet result, karnataka candidates luck, more medical seats less qualified for counselling. More 👍

He attacks viewers live and harasses women I Rezo reacts

