୬ ବାଇକ ଜବତ ସହ , ୨ ଲୁଟେରାଙ୍କୁ ଗିରଫ କଲା ଯାଜପୁର ପୋଲିସ ! Two Bike Lootera Arrested in Jajpur

୬ ବାଇକ ଜବତ ସହ , ୨ ଲୁଟେରାଙ୍କୁ ଗିରଫ କଲା ଯାଜପୁର ପୋଲିସ ! ଯାଜପୁର ପୋଲିସ କୁ ବଡ଼ ସଫଳତା। ଦୁଇ ମଟରସାଇକେଲ ଲୁଟେରାଙ୍କୁ ଗିରଫ କରିବା ସହ ୬ ଟି ମଟରସାଇକେଲ ଜବତ କରିଛି ଯାଜପୁର ପୋଲିସ। ଅଭିଯୁକ୍ତ ହେଲେ ଭଣ୍ଡାରିପୋଖରୀ ଜଗନ୍ନାଥପ୍ରସାଦ ଗ୍ରାମର ଅଶୋକ କୁମାର ନାୟକଙ୍କ ପୁଅ ସତ୍ୟବ୍ରତ ନାୟକ ଓ ଯାଜପୁର ଖଣ୍ଡରାଗ୍ରାମର ନୀଳମଣି ପାଣିଗ୍ରାହୀଙ୍କ ପୁଅ ଚିନ୍ମୟ ପାଣିଗ୍ରାହୀ । ଯାଜପୁର ଜିଲ୍ଲାର ବିଭିନ୍ନ ଅଂଚଳରୁ ବାଇକ ଚୋରି ନେଇ ହୋଇଥିଲା ଅଭିଯୋଗ । ଯାଜପୁର ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏହା ଉପରେ ନଜର ରଖିଥିଲା। ଆଜି ଦୁଇ ମଟରସାଇକେଲ ଲୁଟେରାଙ୍କୁ ଗିରଫ କରିବା ସହ ୬ଗୋଟି ମଟର ସାଇକେଲ ଓ ସ୍କୁଟି ଜବତ କରିଛି ପୋଲିସ।ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀ। ଏହି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଥାନା ଅଧିକାରୀ ଶରତ ଚନ୍ଦ୍ର ନାୟକ,ଅତିରିକ୍ତ ଥାନା ଅଧିକାରୀ ଭୁବନ ମୋହନ ସେଠୀ ଉପସ୍ଥିତ ଥିଲେ। Two Bike Lootera Arrested in Jajpur #jajpur #lootera #Arrested Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

ଏତେ ଟଙ୍କାର ମାଲିକ ନିରଞ୍ଜନ| News Desk Interview With Niranjan Patnaik | Manas Dash Podcast | Odia News
▶︎

ଚିତ୍କାର କରି କରି କାନ୍ଦି ଚାଲିଥିଲା ବୋହୁ ଲିଜା କିଛି ଶୁଣିଲାନି ଶଶୁର l BHADRAK BOHU l @A1odia

ଜଣାପଡ଼ିଲା କାହିଁକି ଛାଡ଼ିଲେ ଚାକିରି ! Bhubaneswar DCP Jagmohan Meena Resigns | Asala Katha | Manas Dash

ହଟାତ ଶିଶୁ ବିଭାଗରେ ପଶିଲେ ମୁଖ୍ୟମନ୍ତ୍ରୀ,ଦେଖିକି ଛାନିଆ ଡାକ୍ତର!cm Vijay surprise visit the Govt Hospital

'ମଁ IPS ଚାକିରି ଛାଡ଼ିଲି କାହିଁକି' ! DCP Jagmohan Meena | Bhubaneswar IPS | Odisha Police | Odia News

ବ୍ୟୁଟି ଙ୍କୁ ବ୍ଲାକମେଲ୍ କରିବା ଅସମ୍ଭବ ! Police Must investigate IIC Beauty Mohanty with transperency.

ପାଣ୍ଡିଆନ୍ ଜଣେ ଦକ୍ଷ IAS, କୁଆଡେ ଗଲା BJP ତଦନ୍ତ ? Who send ex IAS Vk Pandian to Venezuela ?

ବାଜିଲା ଯୁଦ୍ଧର ସାଇରନ୍‌ | US Launches Massive Airstrikes On Iran | 80 Military Bases Targete | N18G

କେଉଁ ଚାପରେ ଚାକିରି ଛାଡିଲେ DCP ? Bhubaneswar DCP | Jagmohan Meena Resign | odisha police| odia news

ଦିନକର ଛୁଆକୁ ଭିଡ଼ ଭିତରେ ଚୋରି କରି ନେଇଯାଉଥିଲା ମହିଳା l BHADRAK NEWS l @A1odia

ବିୟୁଟି ମହାନ୍ତି ମୃତ୍ୟୁ ରହସ୍ୟ ଚାଉଳିଆଗଞ୍ଜ ଥାନା ଭିତରେ  ଲୁଚିକି ଅଛି !Who Is Behind Lady IIC's Death?

ରୋହୀ ମାଛ ନେଇଗଲା ପୁଅର ଜୀବନ | BHADRAK CASE | @A1odia

Brahmapur Famous Puri Upma & Special Matar Curry - Labanya Hotel | Only ₹30/-

ଭୋଟ ଦେବାକୁ ଆସି ସମସ୍ତଙ୍କ ସାମ୍ନା ରେ ନିଜ ସ୍ତ୍ରୀ ସହିତ ଏମିତି କରିଦେଲା l BHADRAK NEWS l @A1odia l

ବିଦ୍ୟୁତ୍ କର୍ମଚାରୀଙ୍କୁ ମାଡ ପରେ ଆକ୍ସନ, ପୋଲିସ ଫୋର୍ସ ସହ ଗାଁରେ ଚଢାଉ । ମିଟର ଓ ତାର ସିଜ୍, ଲାଗିଲା ଲଟକା

ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ ଆରମ୍ଭ;  ପ୍ରଥମ ପର୍ଯ୍ୟାୟରେ ୪ଟି ଗେଟ୍ ଦେଇ ପାଣି ଛଡ଼ାଯାଉଛି

Process of Making Metal Magazine | How Magazine Are Made | Magazine Manufacturing in Local Factory

ନିର୍ବାଚନ ହାରିବା ପରେ କାମ କରୁନି ଦିଦି ମୁଣ୍ଡ,ଅଭଦ୍ରଙ୍କ ଭଳି କର୍ମୀଙ୍କୁ ମାରିଲେ ଚାପୁଡ଼ା!Mamata slap TMC worker

SASU BAHAHELA JWAINKU || Odiacomedy || Debata Tv Odia

କଲେଜ ଭିତରେ ଚାଲିଥିଲା ଶହେ ଶହେର ଖେଳ କ୍ୟାମେରା ଦେଖି ଛାନିଆ ହେଇଗଲେ ପ୍ରିନ୍ସପାଲ l JAJPUR COLLEGE l @A1odia