ପୁରୀ ବଡ଼ଦାଣ୍ଡରେ ନିଆରା ଦୃଶ୍ୟ, ବନ୍ଧୁ ହୋଇ ଆସିଲେ ଜଣେ ଅପରିଚିତ, ସହଜ ହୋଇଗଲା ଜଗା ଦର୍ଶନ | Puri | PrameyaNews7

ପୁରୀ ବଡ଼ଦାଣ୍ଡରେ ନିଆରା ଦୃଶ୍ୟ; ଏ ହେଉଛନ୍ତି କେଉଁଝର ବଡ଼ବିଲ ଅଞ୍ଚଳର ଦିବ୍ୟାଙ୍ଗ ଯୁବକ କାର୍ତ୍ତିକ ଭରଦ୍ୱାଜ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଯିବାକୁ ମନରେ ବହୁତ ଆଗ୍ରହ ଥିଲା। ସେଥିପାଇଁ ସେ ଚାଲି ଆସିଲେ ପୁରୀ। କିନ୍ତୁ ମନରେ ଦ୍ୱନ୍ଦ୍ୱ ଆଉ ଆଶଙ୍କା। କାରଣ ସେ ଜଣେ ଦିବ୍ୟାଙ୍ଗ। ହରାଇଛନ୍ତି ହାତ ଆଉ ଗୋଡ଼। ହେଲେ ଏତେ ଭିଡ଼ ଭିତରେ ମନ୍ଦିର ଭିତରକୁ ଯିବେ ବା କେମିତି। କାର୍ତ୍ତିକ ଥକି ପଡ଼ିଥିଲେ। ମନ ଦୁଃଖରେ ଜଗନ୍ନାଥଙ୍କୁ ଡାକୁଥିଲେ। ହେଲେ ଇଏ ପରା ଜଗା ଦୁଆର। ଭକ୍ତର ଭାବକୁ ବୁଝିବାରେ କେମିତି ବା ଉଣା କରିବ କାଳିଆ ସାଆନ୍ତ। କାର୍ତ୍ତିକ ସିନା ବାଇଶି ପାହାଚ ଚଢ଼ି ଆସିପାରିବେନି। ସେଇଥିପାଇଁ ତ ଦେବଦୂତ ପଠାଇଲେ ମହାପ୍ରଭୁ ଜଗନ୍ନାଥ। ଅଚିହ୍ନା ଯୁବକ ଟିଏ କାର୍ତ୍ତିକଙ୍କ ପାଖକୁ ଧାଇଁ ଆସି କହିଲେ- ଆରେ ସାଙ୍ଗ, ମୁଁ ଅଛି ପରା। ଚାଲ, ଜଗା ଦର୍ଶନ କରିବା #spiritual #lordjagannath #prameyanews7 #devotees #friend #faith #jayjagannath Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond. For Latest News Follow us on: Website: http://www.prameyanews7.com/ YouTube:    / prameyanews7odia   Twitter:   / news7odia   Facebook:   / news7odia   Instagram:   / prameyanews7   Podcast:    • News7 Podcast   Playlists :- Doctor's Pathshala:    • Doctor's Pathshala   ରୋଜଗାର:    • ROJAGAR | ରୋଜଗାର | News7 Odia   Maganna Oligi:    • Maganna Oligi   ଆରୋଗ୍ୟମ:    • Arogyam   ବଜାର News:    • ବଜାର News | Bazar News   ବିଜନେସ ବିଶେଷ:    • ବିଜନେସ ବିଶେଷ | Business Bisesh   Biswas Abiswas Andhabiswas:    • Biswas Abiswas Andhabiswas   Face To Face:    • Face To Face   Ebe Bi Rahasya:    • Ebe Bi Rahasya   Explore Odisha Season 3:    • Explore Odisha Season 3   Breakfast Odisha:    • Breakfast Odisha News7   Digital Special Stories:    • Digital Special Stories   #PrameyaNews7 #News7 #OdishaNews

ଭାଉଜ କରିଦେଲେ କମାଲ Maidan re Bhauja | Puri Ratha Yatra | Ratha Yatra Puri Live | Jai Jagannath
▶︎

ଶ୍ରୀମନ୍ଦିରର ପୂଜାପଣ୍ଡା ସେବା ଓ କିଛି ଅଜଣା ରହସ୍ୟ | Bhagyare Sebayata | Madhaba Chandra Pujapanda

ଛୁଟି ନେଇ ଆସିଥିଲେ ପତ୍ନୀଙ୍କ ଜନ୍ମଦିନରେ ସର୍ପ୍ରାଇଜ୍ ଦେବାକୁ, ଫେରିଲା ଶବ; କୁଆଡ଼େ ଗଲେ ରଶ୍ମିରଞ୍ଜନଙ୍କ ପତ୍ନୀ?

Live: ଶବ କଣ ସତରେ କଥା କୁହେ ? I was scared when I heard it #otvdigital #puri #swargadwar

Suddenly, During the Gajapati King's Chhera Pahanra...#otvdigital #bahudayatra #puri

ଭକ୍ତ ଙ୍କ ହାତରୁ ଏତେ ମହାପ୍ରଭୁ ଖାଇଲେ ଜେ ଝୁମ୍ପା ବୁଲିଗଲା |

ଗୁଣ୍ଡିଚା ମନ୍ଦିରରେ କେଉଁ ଭୂତ ରୁହେ? Newsroom Interview With Dr.Ashutosh Mishra | Kanak News

ସୁଦାମାଙ୍କ ଖୁଦଭଜା ଖାଇଲେ କାଳିଆ !  Rathyatra 2026 | Argus Digital

ବଡ଼ ଦାଣ୍ଡରେ କାଳିଆ କଲା କମାଲ, ଘଣ୍ଟାଏ ଭିତରେ... Jay Jagannath

ମୁଁ ଜଗନ୍ନାଥଙ୍କୁ ନିଜ ଆଖିରେ ଦେଖିଛି | Exclusive Interview | Jagannath Swain Mohapatra | puri Rathayatra

‘ମୋ ପାଖକୁ ରୋଗୀ ନୁହେଁ ପ୍ରଭୁ ଆସନ୍ତି’ | Newsroom Interview With Dr.Ashutosh Mishra | Kanak News

ଆମେ କ'ଣ ମଢ଼ ଚଣ୍ଡାଳ ? Swargadwar Secrets Revealed | What Happens at Puri's Sacred Cremation Ground ?

श्री जगन्नाथ भगवान को लेकर बागेश्वर धाम सरकार ने की बड़ी भविष्यवाणी #bageshwardhamsarkar #jagannath

ଝାଲମୁଢି ବେପାରୀଠୁ ହାତୀ ନେବେ ଜଗନ୍ନାଥ ସାରା ରାଜ୍ୟ ଆଶ୍ଚର୍ଯ୍ୟ | Latest Odia News | Samayalive

First Indian Village Mana | Badrinath To Mana | Vasudhara Fall | Saraswati River | ସ୍ୱର୍ଗ କୁ ଯାତ୍ରା.

Divine Sound Echoes Across Puri During Rath Yatra | 'Brahma Shabda'

ଏତେ କୋଟିପତି ଥିଲେ ହେଲେ, ଗରିବଟେ ଜଗନ୍ନାଥଙ୍କ ପାଇଁ ହାତୀଟେ କିଣୁଛି | Latest Odia News | Samayalive

ରଥରୁ ସାଙ୍ଗ ଜଗା ଖୁଦ ଭଜା ନେଇଗଲା | Podcast With Prafulla Gouda | Jagannath Premi | Debasis Story

ଆଖିରେ ଲୁହ, ମୁହଁରେ ଜୟ ଜଗନ୍ନାଥ | Ratha Yatra 2026 | Jagannath Temple Puri

Mu Puri Badhei Taa Karigara - Rath Yatra Special Odia Jagannath Bhajan 2026 | Raj Kumar | RS Studios