ଚାକିରୀ ଚାଲିଯିବା ଭୟରେ ସାମାଜିକ କର୍ମୀଙ୍କୁ ହତ୍ୟା ଉଦ୍ୟମ,ଅଭିଯୁକ୍ତ ଗିରଫ !murder Attempt in Debagarh
ଚାକିରୀ ଚାଲିଯିବା ଭୟରେ ସାମାଜିକ କର୍ମୀଙ୍କୁ ହତ୍ୟା ଉଦ୍ୟମ,ଅଭିଯୁକ୍ତ ଗିରଫ !ଜାଲିଆତି ପ୍ରମାଣ ପତ୍ର ଦେଇ ପିଇଓ ଚାକିରି ଅଭିଯୋଗ ପରେ ଚାକିରୀ ଚାଲିଯିବା ଭୟରେ ସାମାଜିକ କର୍ମୀଙ୍କୁ ହତ୍ୟା ଉଦ୍ୟମ ଘଟଣା । ମୁଖ୍ୟ ଅଭିଯୁକ୍ତ ପିଇଓ ଏବଂ ସୁପାରି କିଲରଙ୍କୁ ଗିରଫ ପରେବି ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଦେବଗଡ଼ର ସାମାଜିକ କର୍ମୀ ଭରତ ସାହୁ । ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ବଉଳିଗଡ ପଂଚାୟତର ପିଇଓ ରାକେଶ ବେହେରା ମିଛ ଜାଲିଆତି ପ୍ରମାଣ ପତ୍ର ଦେଇ ଚାକିରି କରି ଆସୁଥିଲେ । murder Attempt in Debagarh #murderAttempt #Debagarh #pratidintv #odisha #pratidintv #crime #policecase Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

ଭାରତ-ବାଂଲାଦେଶ ସୀମାରେ ଖଣ୍ଡଯୁଦ୍ଧ ! BSF and BGB in Standoff as Border Tensions Escalate

ଫାଇଲ୍ ହଜିଗଲା, ଆଇନ ମନ୍ତ୍ରୀ ବିଚଳିତ କଲା ଭଳିଆ କଥା କହୁଛନ୍ତି! File Missing from CMO office, Lenin Mohanty.

Balianta Mu**er Case: ADG Arun Bothra to probe allegations against Dayal Gangwar | Kalinga TV

କୋଉଠି ଲୁଚିଛନ୍ତି , ଚନ୍ଦ୍ରିକାଙ୍କ ପ୍ରେମିକ ଭୀମସେନ ! Congress team at Chandraka 's house ,Mayurbhanj

ଖବର ଫଟାଫଟ୍ | Khabar Fatafat | Speed News | kalabaisakhi | Odisha Rain | Odia News | Trishna Rahul

សុខ ណារី - X Factor Cambodia Season 2 - Judge Audition - Week 2

Big Exposure! Crores Seized, Where Did Baikuntha Behera’s Money Come From?

ରାହୁଲଙ୍କ ଘରେ ସାଂଘାତିକ ଝଗଡ଼ା | Rahishna Odia Vlogs | Youtuber Rahul Wife | Family Dispute | Odia News

મોદીબાપુ ઈટાલી ચોકલેટ દેવા ગયા | Mayabhai Ahir | Jadav Gadhvi Loksahitya

ବିଧାୟକମାନେ ଦେଖ , ଏବେ ଟିକିଏ ଶିଖ || MLA Sanjali Murmu Donates Her Own Salary for Patients || OR

ଶୁଭେନ୍ଦୁଙ୍କ ଧମକ ଓଡ଼ିଶା ପ୍ରତି ବିପଦ ! Suvendu Adhikari Orders Strict Action Against Illegal Immigrants

NHRC Questions Soumya’s Female Friend in Balianta Mu**er Case | Kalinga TV

🚨 NHRC ପ୍ରଶ୍ନରେ ଘାଇଲେ ୨ ଯୁବତୀ! 😱 ସୌମ୍ୟ ମାମଲାରେ ବାହାରିଲା ନୂଆ ତଥ୍ୟ, ତଦନ୍ତରେ ଆସିପାରେ ବଡ଼ ଖୁଲାସା 🔥

ସାମ୍ନାକୁ ଆସିଲା ରାହୁଲ ତ୍ରିଷ୍ଣାଙ୍କ ଅଡିଓ କଲ, ମିଛ କହୁଛନ୍ତି ତ୍ରିଷ୍ଣା! Rahul Trishna's Audio Call Viral

Family Rift Over Rahul-Trishna Marriage: Shocking Claim by Trishna’s Mother

ଲକ୍ଷ୍ମୀପୁରରେ ଯୁବକଙ୍କୁ , ମରଣାନ୍ତକ ଭାବେ ଆକ୍ରମଣ କରିଛନ୍ତି କିଛି ଯୁବକ ! Youth Attacked in Koraput

ମନମୋହନ ବାବୁ ଆପଣଙ୍କ ଦରମା ବନ୍ଦ ହେଇଗଲେ ଚଳି ପାରିବେ ତ ? Swabhiman Mancha question BJP on different issue.

ଶାଢ଼ୀ ବଣ୍ଡଲ୍ ତଳେ କିଏ ରେ ? ମାଡ଼ି ବସିଲା ପୋଲିସ l Police arrested TMC leader Brahmanand Chakraborty

ଗର୍ଭବତୀ ମହିଳା ଖଟରେ ବସିଛି, ଦୁମ୍ କରି ଗଛ ପଡ଼ିଲା ସେ ବେହୋସ... thunderstorm in bbsr

