ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍‌ ୱାର୍କର୍ସ ଆସୋସିଏସନ୍‌ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର

ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରିଲେ ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍‌ ୱାର୍କର୍ସ ଆସୋସିଏସନ୍ ର କର୍ମୀ । ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍‌ ୱାର୍କର୍ସ ଆସୋସିଏସନ୍ ର ଯାଜପୁର ଶାଖା ପକ୍ଷରୁ ଭିଭିନ୍ନ ଦାବି ଉପସ୍ଥାପନ କରି ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଦୀର୍ଘ ୫୦ବର୍ଷ ଧରି ସ୍କିମ୍‌ ୱାର୍କର୍ସ ନାମରେ ଅଙ୍ଗନୱାଡି କର୍ମୀ ଓ ସହକର୍ମିୀମାନେ କାର୍ଯ୍ୟ କରି ଆସୁଥିବା ବେଳେ ଏହି ପ୍ରୋଜେକ୍ଟ କୁ ଉଚ୍ଛେଦ କରି ନୂତନ ନିୟମ ପ୍ରଣୟନ କରି ସ୍ଥାୟୀ କରାଯିବା, ସୁପରଭାଇଜର ପଦବୀରେ ବରିଷ୍ଠତା ଭିତିରେ କର୍ମୀମାନଙ୍କୁ ଶତପ୍ରତିଶତ ପଦୋନ୍ନତି କରାଯିବା, କର୍ମୀମାନଙ୍କୁ ୧୮ ହଜାର ଟଙ୍କା ପ୍ରଦାନ, ବର୍ଦ୍ଧିତ ସହାୟତା ରାଶିକୁ ଲାଗୁ କରିବା ଆଦି ଦାବି ନେଇ ଏକ ପ୍ରତିନିଧି ଦଳ ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ଏକ ଦାବୀପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । #odishajajpur #JajpurNews #jajpurkhabar #jajpuria #jajpurtown #jajpur

ବିଧାୟକମାନେ ଦେଖ ‍, ଏବେ ଟିକିଏ ଶିଖ || MLA Sanjali Murmu Donates Her Own Salary for Patients || OR
▶︎

କେହି ଭାବିନଥିଲେ ଏତେ ବଡ଼ ଘୋଷଣା | Odisha Budget 2026 | Mohan Majhi | Odisha Budget Highlights

Elon Musk's Warning | India's Fertility Rate Is Falling Fast | Bibhuti Sir

Odisha Budget 2026 | Odisha Pension | Odisha Assembly News | Odia News | Asala Katha

ଓଡ଼ିଆ ଅସ୍ମିତା ପାଇଁ ଏକାଠି ତିନି ଦଳ ! Arun Sahoo, Pratap Sarangi & Prasad Harichandan on Odisha Asmita

News Point: Anganwadi Workers Protest in Bhubaneswar | Demands Salary Hike

ନ୍ୟୁଜ ୧୮ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ...Rising Odisha 2025 |Mohan Majhi | News18 Odia Initiative

‘ସମସ୍ତଙ୍କୁ ଦିଅନ୍ତୁ 35ଶହ ଭତ୍ତା’ | Odisha Reporter

🚨 NHRC ପ୍ରଶ୍ନରେ ଘାଇଲେ ୨ ଯୁବତୀ! 😱 ସୌମ୍ୟ ମାମଲାରେ ବାହାରିଲା ନୂଆ ତଥ୍ୟ, ତଦନ୍ତରେ ଆସିପାରେ ବଡ଼ ଖୁଲାସା 🔥

“Sanjeevani” Sujata Set for BJD Entry ! | Nirbhay Gumar Katha

ଷ୍ଟୁଡ଼ିଓରେ ମୁହାଁମୁହିଁ | Rahul Raises Alarm Over Voting Irregularities in Maharashtra

ଭତ୍ତାରେ ଆମେ କାହିଁକି ତଳେ?| ଭତ୍ତା ରାଜନୀତି |SOCIAL DEBATE|Public Reaction On Odisha Old Age Allowance|

ରାତାରାତି ବଦଳିଗଲେ ଦିଦିଙ୍କ ମନ୍ତ୍ରୀ | West Bengal Politics | TMC vs BJP | Mamata vs Suvendu | bengal CM

ଯଦି ସତ୍ ସାହସ ଅଛି, ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଡିଲିଟ୍ କାହିଁକି କରିଲ || SocialMediaPost || DeletedPost ||

today's morning news odisha/9 june 2026/subhadra yojana online apply process/odisha news today

ସତ୍ୟବିହାର GYMଭିତରେ ରହିଛି ସୌମ୍ୟର ମୃତ୍ୟୁ କାହାଣୀ || SoumyaDeathMystery || SatyaViharGym || SteroidAngle

A Family’s Hard Work and Love – Pumping Water to Catch Giant Fish and Caring for Pigs and Chickens

🔥 ବିଜେଡି ପାଇଁ ଆସିଲା ବଡ଼ ଖୁସି ଖବର! ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁଜାତାଙ୍କୁ ମିଳିଲା ବଡ଼ ଦାୟିତ୍ୱ l OS

U.S. Army helicopter crashes near Strait of Hormuz | FOX 10 Phoenix

Chakala ghain Anganwadi geeto
▶︎

Chakala ghain Anganwadi geeto