ଆସନ୍ତୁ ଏତେ ସୁନ୍ଦର ଜାଗା ଆମ Area ରେ ଦେଖିବା | ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିବା | Odia Vlogger Lipi

Vlog - 45 ଆଜି ଆମ ଗାଁ ର ମନୋରମ ପରିବେଶ ଆପଣ ମାନଙ୍କ ସହିତ Share କରିବା ସହ ଆମେ ଆରଡ଼ି, ଭଦ୍ରକ କୁ ଯାଇଥିଲୁ ସେଠିକା ର ବାବା ଆଖଣ୍ଡଳମଣି ଙ୍କ ମନ୍ଦିର ଦର୍ଶନ କରିବାର ଗୋଟେ ଭିଡ଼ିଓ ମୁ ଆପଣ ମାନଙ୍କ ସହିତ Share କରିଛି, ଭିଡ଼ିଓ କୁ ବହୁତ Enjoy କରିବେ ବୋଲି ମୋର ଆଶା ଆଉ ବିଶ୍ୱାସ , ଆଶା କରୁଛି ଆପଣ ଙ୍କୁ ମୋ ଭିଡ଼ିଓ ଟି ବହୁତ ଭଲ ଲାଗିବ , ଯଦି ମୋ ଭିଡ଼ିଓ ଟି ଆପଣ ମାନଙ୍କୁ ଭଲ ଲାଗୁଥାଏ ତାହେଲେ ଦୟାକରି ଭିଡ଼ିଓ କୁ like , comment ଓ ମୋ channel "ODIA VLOGS BY SAATHI" କୁ subscribe କରି ମୋତେ ଆପଣ ମାନଙ୍କ ଶ୍ରଦ୍ଧା , ଭଲ ପାଇବା ଆଉ ଆଶୀର୍ବାଦ ଦେବେ ବୋଲି ମୋର ଆଶା.... ମୁଁ ଓଡ଼ିଆ ଆଉ ମୋ ଭାଷା ଓଡ଼ିଆ କୁ ମୁଁ ବହୁତ ସମ୍ମାନ କରେ , ଆଉ ନିଜକୁ ଜଣେ ଓଡ଼ିଆ ଘର ର ଝିଅ ଓ ବୋହୁ ଭାବେ କାହାକୁ କହିବା ସମୟରେ ମୁଁ ମୋ ନିଜକୁ ବହୁତ ଗର୍ବିତ ଅନୁଭବ କରେ . ଖାସ ସେଥିପାଇଁ ମୁଁ ମୋର ସମସ୍ତ ଓଡିଶାବାସି ମାନଙ୍କ ସହିତ ଯୋଡି଼ ହୋଇ ରହିବା ପାଇଁ ଏହି vlogging channel create କରିଛି , ଆଶା କରୁଛି ଆପଣ ମାନେ ମୋତେ support କରିବେ , ରହୁଛି ଧନ୍ୟବାଦ ....ନମସ୍କାର ମୁଁ କିଏ | ଆସନ୍ତୁ ଜାଣିବେ ଆପଣଙ୍କ ପ୍ରଶ୍ନ ର ବହୁତ ସାରା ଉତର । My Intro https://www.youtube.com/watch?v=Tg5by... Follow me in Facebook --   / lipika.lipi.927   Follow me in Instagram --   / lipika.12345   Mail me -- [email protected] #dailyodiavlog #aradi #babaakhandalamani #bhadrakh #chandbali #travelvlogging #odiavlog #dailyvlog #odiabeauty #odiavloggerlipi #odiavlogsbysaathi #odiayoutuberlipi #odiajhia #odiabohu #odialifestyle #odishadairy

England – Argentinien Highlights | Halbfinale, FIFA WM 2026 | sportstudio
▶︎

Exclusive Interview with Pramila Mallick || Big Remarks on BJD, Naveen Patnaik & Odisha Politics

କାହିଁକି ମହାପ୍ରଭୁଙ୍କ ଟାହିଆ ନଥିଲା ? ଶୁଣନ୍ତୁ ଏହାକୁ ନେଇ କଣ କହୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ | Prameya

ଟାହିଆ ନଥିଲା କାହିଁକି? Why Lord Jagannath Appear Without Tahia? Rare Rath Yatra Moment | Asala Katha

SAY WHAT?? FORD KA OWNER SPILLS THE TEA LIVE!

କାହିଁକି ଅଭିନୟ ଓ ଓଡ଼ିଶା ଛାଡିଲେ ମିଠି ? | EP-168 | Podcast With Popular Actress Lipsa Satpathy

ସେବାୟତଙ୍କ ମୁହଁରେ ସତ ... କେମିତି ଭାଙ୍ଗିଲା ଟାହିଆ ? || Lord Jagannath's Tahia || Ratha Yatra 2026 || OR

Sönke Neitzel: "Peace with Russia didn't work"

ଟାହିଆ ସାଧାରଣ ଅଳଙ୍କାର ନୁହେଁ,ଟାହିଆ ଖସିବା କି ବିପଦର ସଙ୍କେତ ନା ଏକ ଦିବ୍ୟ ରହସ୍ୟ ? କହିଦେଲେ ବାବା...

ମୁଁ ଜଗାର ରୋଷେୟା | Ama Atithi Podcast | Biswanath Samantray, President Badu Suara Nijog | Kanak News

Day - 2 | Shrimad Bhagwat Katha live With - Pujya Shri Indresh Ji Maharaj - Vrindavan - UP

50 ମିନିଟ୍ ଅଟକିଥିଲା ଜଗା, ଜଣାପଡ଼ିଲା ସତ || Jay Jagannath || Puri Ratha Yatra 2026 || Odisha Reporter

Deep in the Frozen Mountains, They Live Completely Alone

କେମିତି ଭାଙ୍ଗିଲା ଟାହିଆ?..କହୁ କହୁ ସବୁ ସତ କହିଦେଲେ ସେବାୟତ | Why Did Lord Jagannath Appear Without Tahia?

Peppa Pig's Water Park Adventure! 🌊💦 | New Full Episodes in English

આવી વાર્તા ભાગ્યે જ જોવા મળે છે! આ વીડિયો તમારો સમય વસૂલ કરાવી દેશે!

#1319 Ekantik Vartalaap & Darshan/07-07-2026/ Shri Hit Premanand Govind Sharan Ji

Day - 1 | Shrimad Bhagwat Katha live With - Pujya Shri Indresh Ji Maharaj - Vrindavan - UP

Ego maneuvers, flooding, and oncoming traffic while overtaking with a warning! | DDG Dashcam Germ...

GERMANY: Judicial bombshell! Liebig to serve time in men's prison! Hard-hitting analysis by Broder