ଓଡ଼ିଆ ମୁରଲୀ ସଂଗୀତ :- ବ୍ରାହ୍ମଣର ଜୀବନରେ ଖୁସିଖାଦ୍ୟ ରହିଛି ଖୁସି ଯିଏ ବାଣ୍ଟୁଅଛି ଭାଗ୍ୟଶାଳୀ ହେଉଛି ୪/୧୨/୨୦୨୪
ରଚନାକାର :- ବି. କେ. କୁମରମଣି ଭାଇ, ସମ୍ବଲପୁର । ସଙ୍ଗୀତକାର :- ବି. କେ. ସ୍ୱରୂପା ଭଉଣୀ, କଳାହାଣ୍ଡି, ! ବ୍ରାହ୍ମଣର ଜୀବନରେ ଖୁସିଖାଦ୍ୟ ରହିଛି ଖୁସି ଯିଏ ବାଣ୍ଟୁଅଛି ଭାଗ୍ୟଶାଳୀ ହେଉଛି ବାବା ସ୍ନେହ ତାଙ୍କପାଇଁ ସଦା ରହୁଛି ।୦। ଯୋଗର ଉପରେ ସବୁ ନିର୍ଭର ତ କରୁଛି ଯୋଗଦ୍ୱାରା ମଧୁମୟ ସ୍ଵଭାବ ତ ହେଉଛି ଯୋଗବେଳେ ମାୟା ଯୁଦ୍ଧ.. ସଦା କାଳେ କରୁଛି ହୋ.. ସଚ୍ଚା ଯୋଗୀଦ୍ଵାରା ମାୟା ପରାସ୍ତ ହିଁ ହେଉଛି ବାବା ସ୍ନେହ ତାଙ୍କ ପାଇଁ ସଦା ରହୁଛି..।୧। ଡ୍ରାମାର ରହସ୍ୟ ଯେବେ ବିଚାରକୁ ନେଉଛ ସୂକ୍ଷ୍ମ ଗୁହ୍ୟ କଥାମାନ ଜାଣିବାକୁ ପାଉଛ ଅଭିନୟେ ସ୍ୱତନ୍ତ୍ରତା... ନିଶ୍ଚିତ ଯେ ରହିଛି ହୋ କାର୍ଯ୍ୟକଳାପର ନଥି ଆତ୍ମା ଠାରେ ରହିଛି ବାବା ସ୍ନେହ ତାଙ୍କ ପାଇଁ ସଦା ରହୁଛି..।୨। ହୀରା ତୁଲ୍ୟ ଜୀବନ ଯେ ବ୍ରାହ୍ମଣଙ୍କୁ ମିଳିଛି ଦେହ ଅଭିମାନୀ ରୂପୀ କଣ୍ଟା ଚାଲି ଯାଇଛି ମାୟା ବୁଦ୍ଧିତାଲା ଯେବେ ... ପକାଇଣ ଦେଉଛି ହୋ.. ସ୍ନେହର ହାତରେ ବାବା ସେ ତାଲାକୁ ଖୋଲୁଛି ବାବା ସ୍ନେହ ତାଙ୍କ ପାଇଁ ସଦା ରହୁଛି..।୩।

ଭାଗବତ କଥାମୃତ Bhagabat Katha Mruta II Prabachaka Mahesh Prasad Sahoo II Part - 2 II Disha Bhakti II

POWERFUL Krishna Beeja Mantra for Joy AND Prosperity | Nonstop | Mahakatha Meditation Mantras

ଡରାଇଲା ସାଟେଲାଇଟ ଇମେଜ | super elnino | Odisha Weather |el nino update | imd prediction | Odia News

'ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର'... ସେଦିନର ଟପ୍ ହିରୋଇନ୍... | EP-165 | Podcast With Tripura Mishra

Sahibaku Dela by Basanti Satpathy @kabyamruta

ପେଟ୍ରୋଲ୍ ଓ ଡିଜେଲ ଦର କମୁନି କାହିଁକି ? Why are the prices of petrol & diesel not coming down?

ବହଲପାଲି ଗାଁରେ ନିଆଁରା ଢ଼ଙ୍ଗରେ ପ୍ରଚାର୍ ପ୍ରସାର୍ ଆର୍ଟ୍ ଅଫ୍ ଲିଭିଙ୍ଗ୍ କାର୍ଯ୍ୟକ୍ରମର ଆସୁନ୍ ଦେଖମା

श्री हनुमान चालीसा 🌺🙏| Shree Hanuman Chalisa Original Video |🙏🌺| GULSHAN KUMAR | HARIHARAN | 8K

Live : नुमाशाम योग - कमेंट्री के साथ | Numasham Yoga | BK Sharda Didi Ji | 27 June 2026 | 06:00 PM

ବିବାହ ପାଇଁ ମନା କଲେ କନ୍ୟା ପକ୍ଷ, ଫେରିଗଲା ବର || Bhubaneswar

ସିଂହ ରାଶି ଜୁଲାଇ ୨୦୨୬ ରାଶିଫଳ | Singha Rashi July 2026 | Leo July Horoscope 2026 | By Dr. Sribatsa

ପୁରୀ ପଣ୍ଡା ଠାକୁରଙ୍କୁ ପରୀକ୍ଷା କରିବାକୁ ଯାଇଥିବା ବେଳେ କଣ ଘଟିଲା??ଶ୍ରୀ ଶ୍ରୀ ଠାକୁରଙ୍କ ସୁନ୍ଦର ଲୀଳା ପ୍ରସଙ୍ଗ।

POWERFUL RAMA mantra to remove negative energy - Shri Rama Rameti Rameti Mantra - (3 hours)

ଅଦ୍ଭୂତ ପିଠ BENUPADA MATHA/ଗାଦୀ ବ୍ରହ୍ମ ବେନୂପଡ଼ା ମଠ//ମହାପୁରୁଷ ପିଠ।।

God's Promises: Piano Instrumental Worship & Prayer Music with Scriptures & Nature 🌿 CHRISTIAN p...

Sahi Jata Vibes | Magestic Warrior Music of Puri Sahi Jata | Sahi Jata Music ପୁରୀ ସାହି ଯାତ ର ସଙ୍ଗୀତ

Jaishankar’s Ice-Cold Reply Leaves Arrogant American Speechless

ହରି କଥାମୃତ Hari Katha Mruta II Prabachaka Pandit Narayan Dash II Disha Bhakti II Part - 3 II

10 AFRICAN COUNTRIES WITH LARGEST INDIAN POPULATIONS

