Odia Danda Nacha - HADI HADIANI ଦଣ୍ଡନାଚ - ହାଡି ହାଡିଆଣୀ | Sidharth Bhakti
ଦଣ୍ଡନାଚ - ହାଡି ହାଡିଆଣୀ Danda Nacha - HAADI HAADIANI ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ। ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ। ଏହି ନୃତ୍ୟ ଧର୍ମିୟ ଧାରଣା ଏବଂ ଈଶ୍ୱର ବିଶ୍ୱାସ ଉପରେ ପ୍ରତିଷ୍ଠିତ । ଏହି ପର୍ବରେ ମିଶିଥିବା ଭକ୍ତଙ୍କୁ ଦଣ୍ଡୁଆ ବା ଭୋକ୍ତା କୁହାଯାଏ । ଭୋକ୍ତାମାନେ ବହୁ କଷ୍ଟ କରି ଶରୀରକୁ ଦଣ୍ଡ ଦେଉଥିବାରୁ ଏହାକୁ ଦଣ୍ଡନାଚ କୁହାଯାଏ । ଦଣ୍ଡ ନାଟରେ ମିଶିବାଦ୍ୱାରା ମା'କାଳୀଙ୍କ କୃପାରୁ ପାପ ଓ ଦୁଖ ଦୂର ହୋଇ ମାନବ ଶାନ୍ତି ଓ ଧନ ପ୍ରାପ୍ତ ହୁଏ ବୋଲି ବିଶ୍ୱାସକରି ଓଡ଼ିଶାବାସୀ ଏହି ପର୍ବକୁ ପାଳନ କରନ୍ତି । ଥରେ ଦକ୍ଷ ପ୍ରଜାପତି ଯଜ୍ଞର ଆୟୋଜନ କରି ନିଜ କନ୍ୟା ସତୀ ଓ ଜାମାତା ଶିବଙ୍କ ବ୍ୟତୀତ ସବୁ ଦେବତାମାନଙ୍କୁ ଆମନ୍ତ୍ରିତ କରିଥିଲେ। ଅନିମନ୍ତ୍ରିତ ଭାବରେ ସତୀ ଯଜ୍ଞସ୍ଥଳକୁ ଯିବାରୁ ଦକ୍ଷ ତାଙ୍କୁ ଭର୍ତ୍ସନା କରିବା ସହିତ ଶିବଙ୍କୁ ଅପମାନ ଦେଇ ଅନେକ କଥା କହିଲେ। ଏହା ସହି ନ ପାରି ସତୀ ଯଜ୍ଞକୁଣ୍ଡରେ ଝାସଦେଇ ପ୍ରାଣତ୍ୟାଗ କଲେ। ଏହି ସମ୍ବାଦ ପାଇ ଶିବ କ୍ରୋଧାନ୍ୱିତ ହୋଇ ଦକ୍ଷଙ୍କର ଶିରଚ୍ଛେଦନ କରିଥିଲେ। ତାଙ୍କର ଉଗ୍ରରୂପକୁ ଶାନ୍ତ କରିବାପାଇଁ ଦକ୍ଷ ପତ୍ନୀ ପ୍ରସୂତୀ ଅର୍ଘ୍ୟ ଦେଇ ବନ୍ଦା କରିବାକୁ ଆସନ୍ତେ ଶିବଙ୍କର ଦିଗମ୍ବର ରୂପକୁ ଦେଖି ତାଙ୍କୁ ଲିଙ୍ଗରୂପରେ ପୂଜା ପାଇବାକୁ ଅଭିଶାପ ପ୍ରଦାନ କଲେ। ଅଭିଶାପ ହେତୁ ଶିବଲିଙ୍ଗ ଭୂପତିତ ହେଲା ଏବଂ ଆଦିଶକ୍ତି ଉଭା ହୋଇ ଏହି ଲିଙ୍ଗକୁ ଧାରଣ କଲେ। ସେହିଦିନଠାରୁ ଶିବଶକ୍ତି ଦଣ୍ଡ ଓ ଘଡ଼ି ରୂପରେ ପୂଜା ପାଇଥାନ୍ତି। ବ୍ରହ୍ମା ଏହି ଦଣ୍ଡ-ଘଡ଼ି ପୂଜା କରିବାକୁ ଚଢ଼େଇଆକୁ ଦେଲେ। ସେହି ଦିନଠାରୁ ଦଣ୍ଡଯାତ୍ରାର ଆରମ୍ଭ ହେଲା। #SidharthBhakti #SidharthTV #NamitaAgrawal #SidharthMusic #OdiaAgana #SitaramAgrawal #odiabhajan #odiasong #jayjagannathtv

DANDA NACHA - NABAKELI - ଓଡ଼ିଶାର ଲୋକନୃତ୍ୟ - ଦଣ୍ଡନାଚ - ନାବକେଳି | Maa Dakhinakali Danda Nrutya | ANGUL

BADI DANDA (SAKHI NABIKA) ବାଦିଦଣ୍ଡ (ସଖୀ ନାବିକ) ଭାଗ-୨ || Sarthak Music | Sidharth Bhakti

Pushpa 3 Full Movie | Allu Arjun | Rashmika Mandanna | New South Indian Hindi Dubbed Movie 2026

ମଉସା ଗୋ ରାତି ଅଧେ ଡ଼ାକିଲା କିଏ | ହାଡ଼ି ହାଡ଼ିଆଣୀ କଳି | Danda Nacha | Odia Danda Nacha | Viral Video

Kandrasinga danda nacha #viralvideo #subscribe #millionviews #love #dance #odisanatk#like #odia

jatra Best Comedy -Tate Mariki To Kankala Bhangidebi ତତେ ମାରିକି କଙ୍କାଳ ଭାଙ୍ଗିଦେବି | କୋଣାର୍କ ଗଣନାଟ୍ୟ

Danda Nacha 2025 | Kandarasingh Dandanacha | Hadi Hadiani Comedy | Mausa Go Rati Adhe Dakila Kie

BADI DANDA (Jogi Jogiyani) ବାଦିଦଣ୍ଡ (ଯୋଗୀ ଯୋଗୀଆଣୀ) || Sarthak Music | Sidharth Bhakti

ଯାତ୍ରା ରଘୁନାଥ ବାଳିକା ରାମନାଟ୍ୟ ସଂସଦ,ଗିରିଡ଼ିପଲ୍ଲୀ / ଲବକୁସ ଜନ୍ମ / ସାନରାନୀ / ଧୋବା ଧୋବଣୀ / Mob-9938548913

ହାଡି ଟୋକା ଯାଏ ସାଆନ୍ତେ || Hadi_hadiani || Ledis Danda Nacha Viral

BADI DANDA (Hadi Hadiyani) ବାଦିଦଣ୍ଡ (ହାଡି ହାଡିଆଣୀ) || Sarthak Music | Sidharth Bhakti

JATIA NABIK vs GIRANGA SAKHI || ଆଲୋ କିଏ ଡାକ ପକାଇଲୋ || VIRAL BADA DANDA

PALLI DUET | Folk Songs | ପଲ୍ଲୀ ଡୁଏଟ | Sidharth TV | Sidharth Music

Odia Danda Nacha - ଲୋକ ମାନେ ହସିହସି ଗଡ଼ିଗଲେ //Hadi-Hadiani-Kali PapasaraVillage #odishamyvillagelife

ସ୍ତ୍ରୀ ମାନଙ୍କୁ କାହିଁକି ବିଶ୍ୱାସ ନାହିଁ ? Sukadeba jena Dwari Nacha || Kankoroda Bharatalila Ganjam

Papu Pom Pom || Odia Comedy 2023 || Excuse Me

ମୋର ସଙ୍ଗେ ପ୍ରୀତି କଲେ | Viral Trending Song | Mora Sange Priti Kale | Langaleswar | Diara Bhauja Kali

🔴 ଅଭିନୟ ଦେଖି ଦର୍ଶକ ଖୁସି || ( ଯୋଗୀ ଯୋଗିଆଣୀ ) BADI DANDA (Jogi Jogiyani) ବାଦିଦଣ୍ଡ || Danda Nacha 2023

ଫୁଲ୍ ଦଣ୍ଡନାଚ ଲଙ୍ଗଳେଶ୍ୱର | FULL DANDA NACHA LANGALESWAR | ଚଡ଼ୟାସୁଆଙ୍ଗ | Full Natak | Chadayasuanga..!

