ଦୃଷ୍ଟିବାଧିତ କଣ୍ଠଶିଳ୍ପୀ Bhagabana Jena Live || A Janme Darshana pain || Odia
Click the 'bell' icon and Subscribe our channel ! #କମଳଦେଶ #ରାଜକୁମାର Stage performance by Bhagabana Jena, presenting "A Janme Darshna Pain, Chakshyu Mote Dela Nahin". at Rabindra Mandap, Bhubaneswar. Odisha. Org by- Prafulla Kar Foundation. 16th February 2019. ଗୀତରେ ଗୀତରେ ସଂଗୀତ ସମ୍ରାଟଙ୍କୁ ଜନ୍ମଦିନ ଶୁଭେଚ୍ଛା ବୟସ ଏଇ କିଛି ସମୟ ହେଲା ୮୦ ଛୁଇଁଛି ହେଲେ ବଦଳିନି ସେଇ ଯୁବସୁଲଭ ସ୍ୱଭାବ । କମଳା ରଙ୍ଗର ପଞ୍ଜାବୀଟେ ପିନ୍ଧି ମଞ୍ଚରେ ଯେତେବେଳେ ସେ ବାଦ୍ୟଶିଳ୍ପୀଙ୍କୁ ମାର୍ଗଦର୍ଶନ କରୁଥିଲେ ତାଙ୍କ ଭିତରେ ସେଇ ଯୁବ ସଂଗୀତଜ୍ଞକୁ ଅନୁଭବ କରିବାର ଅବକାଶ ପାଇଥିଲେ ଦର୍ଶକ । ପ୍ରଖ୍ୟାତ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ଜନ୍ମ ଦିବସ ପାଳନ ହେଉଥିବା ବେଳେ ସଂଗୀତ ରାଇଜର ସୂବର୍ଣ୍ଣ ଯୁଗକୁ କିଛି କ୍ଷଣ ଫେରିଯିବାର ଅବସର ଜୁଟିଥିଲା । ପ୍ରଫୁଲ୍ଲ କର ଫାଉଣ୍ଡେସନ୍ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଗତ ତା୧୬ରିଖରେ ଆୟୋଜିତ ସଂଗୀତ ସଂନ୍ଧ୍ୟାରେ ଗୀତରେ ଗୀତରେ କମଳଦେଶ ରାଜକୁମାରଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଭେଟି ଦେଇଥିଲେ କଣ୍ଠଶିଳ୍ପୀମାନେ । ସମସ୍ତଙ୍କ କଣ୍ଠରେ ଭାସି ଆସୁଥିଲା ଓଡିଆ ସଂଗୀତ ଜଗତର କାଳଜୟୀ ଗୀତ । ସେହି ଗୀତଗୁଡିକର ସ୍ରଷ୍ଟା ଥିଲେ ପ୍ରଫୁଲ୍ଲ କର । ଉପସ୍ଥିତ ଖ୍ନୋତାଙ୍କ କରତାଳିରେ ଫାଟିପଡୁଥିଲା ରବୀନ୍ଦ୍ରମଣ୍ଡପ । ୮୦ବର୍ଷରେ ପଦାର୍ପଣ କରିଥିବାରୁ ଏହାକୁ ପ୍ରଫୁଲ୍ଲ କରଙ୍କ "କୋହିନୂର ଜୟନ୍ତୀ' ନାମରେ ନାମିତ କରିଥିଲେ ବିଶିଷ୍ଟ ସାହିତ୍ୟିକ ତଥା ପ୍ରଫୁଲ୍ଲ କର ଫାଉଣ୍ଡେସନର ଅଧ୍ୟକ୍ଷ ଦାଶ ବେନହୁର । ସେଇ ସଂଗୀତ ସମ୍ରାଟଙ୍କ ଜନ୍ମ ଦିବସ ଅବସରରେ ଦୁଇ ଦିନ ବ୍ୟାପି ଆରମ୍ଭ ହୋଇଥିବା "କମଳଦେଶ ରାଜକୁମାର' ସଂଗୀତ ଆସରର ଶେଷ ସଂନ୍ଧ୍ୟାରେ ଦୁଃଖିଶ୍ୟାମ ତ୍ରିପାଠୀ, ମହାପ୍ରସାଦ କର, କୁମାର ବିଷ୍ଣୁ, ଅନ୍ତରା ଚକ୍ରବର୍ତ୍ତୀ, ନାଜିଆ ଆଲାମ, ଶର୍ମିଳା ସିଂ, ସଞ୍ଜୟ ମିଶ୍ର ଓ ଗିରିଜା ଶଙ୍କର ଦାଶ ପ୍ରଫୁଲ୍ଲ କରଙ୍କ ସଂଗୀତ ନିର୍ଦ୍ଦେଶନାରେ ବିଭିନ୍ନ ସମୟରେ ପ୍ରସ୍ତୁତ ହୋଇଥିବା ଲୋକପ୍ରିୟ ଗୀତଗୁଡିକୁ ପରିବେଷଣ କରିଥିଲେ । ଏହି ଅବସରରେ ଲୋ ଚାନ୍ଦମୁହିଁ, ଏ ଫୁଲ କହ ଥରେ, ଏମିତି ବି ନଦୀ ଅଛି, ନେଇଯାରେ ମେଘ ମତେ, ରୂପ ହୋଇଥିବ ଲାବଣ୍ୟବତୀ, ନାନା ମୋତେ ପ୍ରେମ କରନା ଭଳି ଗୀତ ଶୁଣିବାକୁ ମିଳିଥିଲା । ପ୍ରଫେସର ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । Event Record by Team Canvas Odisha ! Song Credits: #Song - A Janme Darshana pain #Artist - Bhagabana Jena #Film - #Lyricist - Prafulla Kar #Music Director - Prafulla Kar #Original Link - #Label - For always being informed, and entertained find us here: Visit our News website http://www.canvasodisha.com Follow us on Facebook / canvasodishabhubaneswar Follow us on Youtube / @canvasodisha Follow us on Twitter / odishacanvas Follow us on Google Plus https://plus.google.com/u/0/ Follow us on Instagram / canvasodisha #POPULAR #VIDEO Re Atman Nidra Parihari • ରେଆତ୍ମନ ନିଦ୍ରା ପରିହରି || Pranab Pattnaik L... Tume Deba mu Pujarini • ତୁମେ ଦେଵ ମୁଁ ପୁଜାରୁଣି || TUME DEBA MU PUJA... Kahin Gale Shyama Ghana • 2022 New Song କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ... Lo chanda muhin • Lo chanda muhin by Dukhishyama Tripathy Rupa Hoithiba Labanyabati • Rupa Hoithiba Labanyabati by Girija Shanka... Kala Tirtha Anusthana cuttack • Kala Tirtha Anusthana || cuttack || Dhana ... Canvas Odisha is Odisha’s Leading 24x7 news and current affairs WEB channel from Bhubaneswar. Please visit our website http://www.canvasodisha.com/ for latest oppinions and details news coverage, State News, Breaking News, Twin City (Cuttack & Bhubaneswar), Political News, National & International News, Crime News, Cyclone & Most Popular Of Sanita Swara (Power Of Peoples Voice ) & ETC, Picture, Entertainment, Sports, Cricket and Lifestyles.

ଭୁଜତଳେ ମୋତେ ରଖ ମହାବାହୁ // ମହାପ୍ରସାଦ କର // ଗୁହାରି ୨୦୨୫

Mote Laja Lage Bhari Laja Lage by Mahaprasad Kar

ଖବର ଫଟାଫଟ | Khabar Fatafat | Speed News | Digha Dham News | Anubhav Mohanty | West Bengal News

ଭାବ ଆଉ ଆବେଗଭରା ଗୀତ ମଲାପରେ ମୁହିଁ କେମିତି ଏ ମୁହଁ || Mate Laja Lage Bhari Laja Lage by ମହାପ୍ରସାଦ କର

ରାମାୟଣ | Ramayana | Prafulla Kar | Haa Ram Haa Ram | Prabhu Parama Brahama | Aaha Sita | Odia Songs

Dhira samire ଧିର ସମୀରେ ଯମୁନା ତୀରେ(Mandakini shreya)#nngmusicgroup

LAST TV SHOW OF CHITTA JENA II ଚିତ୍ତ ଜେନାଙ୍କ ଶେଷ ଟିଭି ସୋ

ଜଗନ୍ନାଥ || ଏକ ନୁଆ ପ୍ରକାର ଭଜନ || ଓଡିଆ ଅସ୍ମିତ ଭଜନ || ରବି ନାରାୟଣ ଦାସ @OdiaMelodyBhajan

ତୁମେ ଅନୁଭବର ଠାକୁର | Tume Anubhabara Thakura - Guru Bijay Kumar Jena | Popular Odia Bhajan

ସ୍ୱରର କିଙ୍ଗ୍ ତାନସେନ ସିଂ | Ama Atithi Podcast | Tansen Singh | Kanak News

Bhikari Bal || Jagannath Bhajan

ଶ୍ରୀକୃଷ୍ଣଙ୍କ ବଂଶୀଧ୍ୱନି ଶୁଣି // ଲକ୍ଷ୍ମୀକାନ୍ତ ପାଲିତ // ଗୁହାରି ୨୦୨୫

ମଲାପରେ ମୁହିଁ କେମିତି ଏ ମୁହଁ || Laja Lage Bhari Laja Lage By Mahaprasad Kar || ମହାପ୍ରସାଦ କର

Prabhu Tume Michha Kahila - ପ୍ରଭୁ ତୁମେ ମିଛ କହିଲ | Patitapabana Das | ଭକ୍ତଙ୍କ ପାଖରେ ପ୍ରଭୁ ମିଛ କହିଲେ

gita lobhi gobinda he (cover by sanjeb tarai)

ବଡ଼ ଠାକୁର ହେ || Odia Jagannath Bhajan 🙏 | Soulful Female Voice || emotional bhajan

Tama Katha Mane Pade l ତମ କଥା ମନେପଡେ l Full Audio Jukebox | Sun Music Odia

2022 New Song କାହିଁ ଗଲେ ଶ୍ୟାମଘନ ଏ ଘନ କାଳରେ || Kumar Bapi Live in Concert || Movie_Bandhu Mohanty

II PRABHU PADA TALE PRANATI DHALE II ODIA BHAJANA II By Asha Mukul Barik Sir

