Sai Kalika | Balvikas Theme Song | SSSSO, Odisha

Lyrics ସାଇରାମ ବୋଲୋ ସାଇରାମ ଆମେ ସବୁ ଟିକି ଟିକି ସାଇ କଳିକା ବାଳବିକାଶର ପିଲା ସାଇଙ୍କର ଅତି ଗେହ୍ଲା ମନକୁ ଲୁଟିବୁ ଫୁଟି ଫୁଟି ଫୁଲ ଭଳିକା ଆମେ ସବୁ ଟିକି ଟିକି ସାଇ କଳିକା ପାଠ ପଢି ଆମେ ସବୁ ସେବାରେ ସେବକ ହେବୁ ନୀତି ଆଦର୍ଶକୁ ମାନି ନିତି ଚଳିବୁ ସାଇଙ୍କର କୁହା କଥା ମାନିବୁ ନୁଆଇଁ ମଥା ସତ୍ୟ ଧର୍ମ ପଥେ ସଦା ଆମେ ଚାଲିବୁ ନିଜେ ଅନ୍ଧାର ରେ ରହି ସଭିଙ୍କୁ ଆଲୋକ ଦେଇ ଦୀପ ପରି ଲିଭିଯିବୁ ଜଳିଜଳିକା ଜୀବନ ଖେଳ ରେ ଆମେ ଖେଳାଳି ହୋଇବୁ ପ୍ରେମେ ହେବୁନାହିଁ ସେ ଖେଳରେ କେବେ ଖେଳଣା ମାଆ ମାଟି ମାତୃଭାଷା ଆମରି ସାହି ପଡିଶା ଜିଇଁ ଥିବା ଯାଏ କରି ଥିବୁ ଆପଣା ସୁଗୁଣ ସୁବାସ ବୁଣି ଗଣ ରେ ହୋଇବୁ ଗୁଣୀ ଗାଇବୁ ନାଚିବୁ ଆମେ ଢ଼ଳିଢଳିକା ଓଁକାର ଜପ ଧ୍ୟାନ କରି ବେଦ ଅଧ୍ୟୟନ ପ୍ରାର୍ଥନା କରିବୁ ଆମେ ସକଳେ ମିଶି ଗଳପ ମାଳାରୁ ଗଳ୍ପ ଗୁରୁମାଙ୍କ ଆଳାପ ମିଳିମିଶି କାର୍ଯ୍ୟ କରି ହୋଇବୁ ଖୁସି ଲଭି ସାଇଙ୍କ ଆଶିଷ ହୋଈବୁ ଭଲ ମଣିଷ ବାଳକ ବାଳିକା ଆମେ ସାଇ କଳିକା Credits Lyrics By Sri Pitambar Mishra Vocals : Darshana Kar And Anwesha Padhi Music Composition and Video By Sri Sathya Sai Bhajan Group Odisha OUR PLAYLISTS : Nama Pravaham Bhajan Tutor Odia Playlist (MALE)    • SSS NAMAPRAVAHAM BHAJAN TUTOR (MALE)   Nama Pravhaham Bhajan Tutor Odia Playist (FEMALE)    • SSS NAMAPRAVAHAM BHAJAN TUTOR (FEMALE)   Parthi Yatra Offerings    • PARTHI YATRA OFFERINGS   Bhajans    • BHAJANS   #srisathyasaivandanamodisha #avatar #declaration #day #october20#saiavatara #pranasakha #srisathyasainamapravaham #sathyasaiodisha #srisathyasai #puttaparthi #prasantinilayam #saibhajan #sathyasaibhajan #sathyasaibaba #india #ssssoindia #srisathyasaisevaorganisationsodisha #spiritualbhajans #devotional #bhajans #youtubeindia #youtubevideos #sai #baba #bhajanshorts #bhajanvideos #oldmandir #yajurmandir #brindavan #anantapur #saijanani #sathyasaijanani #songs #inshot #wondershare #filmora #howtolearnsinging #howto #howtosing #kaliyugaavatara #sathyasaiavatara #odisha #saijanani #devotionaloffering #shloka #shlokanjali #balvikasdance #balvikassong #valuesong #balvikaslive #balvikasdrama #values #moralvalues #group1shloka #presevadalstudents #saistudents