Relocation Row Intensifies in Balangir as Tribal Families Refuse to Leave Kumiapali Village

#ବିସ୍ଥାପନ_ବିବାଦ #ଗାଁରେ_ଚାପା_ଉତ୍ତେଜନା ପୁଣି ତେଜିଲା ଲୋୟର ସୁକତେଲ ବିବାଦ। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ବୁଡ଼ି ଅଞ୍ଚଳ କୁମିଆଁପାଲି ଗାଁରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ୮୪ଟି ପରିବାରକୁ ବିସ୍ଥାପନ କରିବାକୁ ପ୍ରଶାସନର ଉଦ୍ୟମ ବେଳେ ଉତ୍ତେଜନା। ଅସ୍ତ୍ରଶସ୍ତ୍ର ପୂଜାର୍ଚ୍ଚନା ସହ ଗାଁ ନଛାଡ଼ିବାକୁ ଆଦିବାସୀ ପରିବାର ଶପଥ ନେଇଛନ୍ତି। କୁମିଆଁପାଲି ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗୋଟିଏ ପଟେ ଡ୍ୟାମ ପାଣି ମାଡି ଆସୁଥିବା ବେଳେ ସେପଟେ ଗାଁ ଛାଡିବାକୁ ନାରାଜ ପରିବାର। Tension has escalated in Kumiapali village under Loisingha Block of Balangir district over the Lower Suktel relocation issue. According to the source, the administration's efforts to relocate 84 families have triggered unrest, with tribal families taking an oath not to leave the village after performing traditional weapon worship. The source further states that heavy police force has been deployed in the village as dam water continues to rise while affected families remain unwilling to vacate. No official statement from the administration has been mentioned. #OdishaNews #LowerSuktel #Balangir #Relocation #TribalCommunity #PoliceDeployment #DevelopmentProject #BreakingNews #LowerSuktel_Balangir #Kumiapali_Relocation #Loisingha_TribalProtest #OdishaTV #OTV For latest news updates follow us on WhatsApp: https://whatsapp.com/channel/0029VaYN... OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: http://otvkhabar.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://odishatv.in/live-tv YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook:   / otvkhabar   OTV English Facebook :   / otvnews   Telegram @otvtelegram @otvkhabar Twitter:   / otvnews   Instagram:   / otvnews   #OdishaTV #OTV

Special Story | Healthcare Promises vs. Reality: Bhima Bhoi Medical College Under Review
▶︎

ପାନିରେ ବୁଡିଗଲା ନ ବିସ୍ଥାପନକଁର ଘର ||OTV FeeDin

Special Story: Lower Suktel Project Brings Hope to Balangir Farmers

Odisha Announces B.Ed, B.H.Ed, M.Ed Admission / Deep Depression Triggers Red Alert in Odisha

ବଢୁଛି ଲୋୟର ସୁକତେଲ ଜଳସ୍ତର ; ଆଜି ବିସ୍ଥାପିତ ହେବେ କୁମିଆପାଲୀର ୮୨ ଆଦିବାସୀ ପରିବାର

ମଦୁଆ ଯୁବକ ଥାନାରେ ଗଡି ଗଡ଼ି କହିଲେ ଏମିତି... ଛାନିଆ ହେଲା ପୋଲିସ....

ସୁକତେଲ ସଙ୍କଟ | Lower Suktel Dam Fills Up, Kumiapali Villagers Refuse to Leave | Nandi Live

Tension Flares Again at Lower Suktel Dam Project in Odisha

ବୁଢ଼ୀ ମାଁ ର କଥା ଶୁଣି ଛେତକା ପ୍ରସାଶନ କୁମିଆପାଲି ୮୪ ଆଦିବାସୀ ପରିବାର ଏବେ ଚିନ୍ତାରେ ଏତେ ବର୍ଷା ରେ କାହିଁ ଯିବେ

ଶିକ୍ଷାମନ୍ତ୍ରୀ ହେଉହେଉ ବଡ ନିଷ୍ପତି ନେଲେ ପ୍ରହଲ୍ଲାଦ ଯୋଶୀ ସମସ୍ତେ ଛାନିଆ | EDUCATION MINISTER | @A1odia

କେନ୍ତା କରବେ କୁମିଆପାଲି ୮୪ ଆଦିବାସୀ ପରିବାର କେନ୍ତ କରବେ ତାଙ୍କର ବାଲ ବାଚା ନାଁ କ୍ଷତି ପୂରଣ ନାଁ ମୁଣ୍ଡ ପିଛା

ସୁକତେଲ ପାଇଁ ସିଂହ ଲଢ଼େଇ  | Balangir Lower Suktel Dam | Odisha Reporter

ବିସ୍ଥାପିତ, ଭୂମିହୀନ ବିସ୍ଥାପିତ ଙ୍କର ଉପରେ ପ୍ରତିକ୍ରିୟା ରଖିଲେ ଲୋୟର ଶୁକତେଲ ଡେମ ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ

ଓଡ଼ିଶାରୁ ଲୋପ ପାଇଯିବେ ପାଉଡ଼ି ଭୂୟାଁ! ଗବେଷଣା ରିପୋର୍ଟରେ ଜନଜାତିଙ୍କ ଅସ୍ତିତ୍ୱ ସଙ୍କଟର ଚିନ୍ତାଜନକ ଚିତ୍ର...

ଇଥର ସୁକତେଲନୁ ପାଏନ ପାଏବେ ଚାଷୀ ||  Lower Suktel Project Update || Balangir || OTV Fee Din

Samparka Ra Mayajala || EP 109 || ସ୍ୱାମୀ ମରୁ ପଛେ ପ୍ରେମ କରିବି

କାଣା ବ୍ୟବସ୍ଥା କରିଛନ ପ୍ରଶାସନ କୁମିଆପାଲି ର ୮୪ ବିସ୍ଥାପିତ ଆଦିବାସୀ ପରିବାର ଙ୍କର ଲାଗି

today's morning news odisha/28 july 2026/subhadra yojana online registration/odisha news today

ଗାଁ ଲୋକଙ୍କୁ ବୁଝାଉଛନ ଲୋୟର ଶୁକତେଲ ଡେମ ପ୍ରୋଜେକ୍ଟ ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ

ଗୁଟେ ଆଡେ ମାଡ଼ି ଆସୁଛେ ପାଏନ ଆର ଗୁଟେ ଆଡ଼େ ପ୍ରଶାସନ ମଝାରେ କୁମିଆପାଲି ଗାଁ ରେ ଥିବାର ୮୪ ଆଦିବାସୀ ପରିବାର |

🤣 ସମ୍ବଲପୁରୀ କବିତା - କିର୍ତନ / Hasya Kabi Sachi Panda at Kathadera RathYatra #sambalpurikabita #kabita

ଗାଁ ଛାଡ଼ୁନାହାନ୍ତି କୁମିଆପାଲିବାସୀ, ବଢ଼ୁଛି ସୁକତେଲ ଡ୍ୟାମ ଜଳସ୍ତର | Balangir | Khabar Odisha

ମାତ୍ର ₹୧୦,୦୦୦ ରୁ ପାୱାର ଟ୍ରିଲର ପୁଣି ଏଠି | ସରକାର ଦେବେ ସବସିଡି ଟଙ୍କା | ସମସ୍ତ କୃଷି ଯନ୍ତ୍ରପାତି ଏଇଠି ମିଳିବ

ମୋ ଏତେ ସମ୍ପତ୍ତି ର ମାଲିକ ହେବ କିଏ ? Who will own all my wealth ? Sudam Sahu Story

ପହଞ୍ଚିଲେ ଆଦିବାସୀ ନେତା ଆନ୍ଦୋଳନ ର ଦେଲେ ଚେତାବନୀ ଲୋୟର ସୁକତେଲ ଡେମ୍ କୁମିଆପାଲି ଗାଁ ରେ

ପୁରୀରୁ ହରିଶଙ୍କରକୁ ଗଡ଼ିଲା ଭୋଲଭୋ OSRTC ବସ୍‌; ଉଦ୍‌ଘାଟନ ପରେ ନିଜ ନିର୍ବାଚନମଣ୍ଡଳୀକୁ ଗଲେ ଉପମୁଖ୍ୟମନ୍ତ୍ରୀ

ମାଡି ଆସୁଛେ ପାଏନ ବାଜିରେ ଲାଗିଛେ ଜୀବନ ||OTV FeeDin

ଭୂମିହୀନ ପରିବାରକୁ ବିସ୍ଥାପିତ କଲା ପ୍ରଶାସନ | Odisha | Dharitri Odia News

ଯୁଦ୍ଧରେ ଏତେ ଭାରତୀୟଙ୍କ ମୃତ୍ୟୁ | PM Modi Speech | PM Modi Speech In Rajya Sabha On Iran War Odia News

ହାରିଗଲେ ସାବିତ୍ରୀ  ମରିଗଲା ମାନବିକତା || Heartbreaking Struggle of Rashmita || Balangir || OTV FeeDin