Bapa ବାପା Father's day Special Song #father #specialsongs
A Father's day Special song Suno AI Generated music Lyrics : Jishaya Kanhar ବାପା... ମୋ... ବାପା ଜୀବନର ଆରମ୍ଭ ହୁଏ ବାପା ତୁମ ଠାରୁ ତୁମେ ଯେବେ ମୋଠୁ ଯାଅ ଦୁରେଇ ବଞ୍ଚିବାକୁ ଇଛା ଲାଗେ ନାହିଁ ବାପା ତୁମ ବିନା ଏହି ସଂସାରେ ଜୀବନର ଆରମ୍ଭ ହୁଏ ବାପା ତୁମ ଠାରୁ ତୁମେ ଯେବେ ମୋଠୁ ଯାଅ ଦୁରେଇ ବଞ୍ଚିବାକୁ ଇଛା ଲାଗେ ନାହିଁ ବାପା ତୁମ ବିନା ଏହି ସଂସାରେ ଯିଏ କାନ୍ଧରେ ବସାଇ ମେଳା ବୁଲାଏ ଯିଏ ହସିବା ଶିଖାଇ ଦୁଃଖ ଲୁଚାଏ ଯିଏ ଅଭାବ ମୋର କରେ ପୂରଣ ଯିଏ ଚାଲିବା ଶିଖାଏ ଅନେକ ବାଟ ସେ ମୋ ବାପା ମୋ ବାପା ଯିଏ କାନ୍ଧରେ ବସାଇ ମେଳା ବୁଲାଏ ଯିଏ ହସିବା ଶିଖାଇ ଦୁଃଖ ଲୁଚାଏ ଯିଏ ଅଭାବ ମୋର କରେ ପୂରଣ ଯିଏ ଚାଲିବା ଶିଖାଏ ଅନେକ ବାଟ ଆଜି ମନେ ପଡ଼େ ବାପା ସେ ମୋ ବାପା ମୋ ବାପା ଜାଣି ନାହିଁ ବାପା କାହିଁକି ତୁମେ ଚାଲିଗଲ ତୁମ କଥା ମନେ ପଡ଼େ ଆଖିରୁ ଝରି ଲୁହ ହଁ.. ଆଜି ତୁମ ବିନା ବାପା ଲାଗେ ନାହିଁ ଭଲ ଦିଶେ ମୋତେ ଖାଲି ଦୁଃଖର ସମ୍ଭାର ଫେରି ଆସ ବାପା ଫେରିଆସ ବାପା ଜାଣି ନାହିଁ ବାପା କାହିଁକି ତୁମେ ଚାଲିଗଲ ତୁମ କଥା ମନେ ପଡ଼େ ଆଖିରୁ ଝରି ଲୁହ ହଁ.. ଆଜି ତୁମ ବିନା ବାପା ଲାଗେ ନାହିଁ ଭଲ ଦିଶେ ମୋତେ ଖାଲି ଦୁଃଖର ସମ୍ଭାର ଫେରି ଆସ ବାପା ଫେରିଆସ ବାପା ବାପା..... ଆ... ଆ.... ମୋ.... ବାପା...

ସକାଳ NEW SONG

Most Heart touching Odia Song for Father ❤️ | ବାପା ହାତକୁ ଧରିଥିଲି | Father's Day Special 2026

ବାପାଙ୍କ ସ୍ମୃତିରେ... 😭❤️/A Tribute to My father/father'sday song/father's love

248 DIOS TE DICE HOY: NADA ES IMPOSIBLE PARA MÍ | CONFÍA EN DIOS

News Fuse 26 JUNE 2026

Jebe Prema Huere (ଯେବେ ପ୍ରେମ ହୁଏରେ) | New Odia Romantic Song | Brajakishor Bidyadhar

EILMELDUNG: Sie haben mich ins Visier genommen

Money Mantra | Attract money with Karagre Vasate Lakshmi mantra (3 Hours) | Mahakatha

تلاوة القرآن للدراسة والتركيز 📚🕛 | راحة وطمأنينة | Peaceful Focus Quran | محمد هشام

Balan - The Boy - Full Album | Adhisheshan | Sushin Shyam | Shanka Tribe | Neha Nair | Chidambaram

Beautiful Relaxing Music - Stop Overthinking, Stress Relief Music, Sleep Music, Calming Music #177

MAA GO MAA ମାଆ ଗୋ ମାଆ New Sad song odia

Speak Lord: Piano Instrumental Worship & Prayer Music with Scriptures & Autumn 🍂 CHRISTIAN piano

To premare baya mana // odia Romantic song

This plan has long been running in the background... | Tom Regenauer

This ONE Hanuman Mantra REMOVES Every Pain, Obstacle and Suffering Instantly

TU MORA HRUDAYA SPANDANA, TU MORA JIBANA

"We’ve been deceived again!": Mikhalkov says what many are afraid to speak about

କେଉଁ ବାରରେ ଆମିଷ ଖାଇବା ଭଲ | ଭାବ ବନ୍ଧନ | BHABA BANDHANA #AmisaKhaibaThikNaBhul #OdiaShastra

