ପତକାଲାଗି ଦର୍ଶନ କଲେ ମନ ଭିତରେ ଭୟ ନାଶ ହୁଏ | 26-Sep-PATAKALAGI FULL VIDEO | JAY JAGANNATH TV
✨ ଆଜିର ପବିତ୍ର ଘଟଣା – ନୀଳଚକ୍ର ଉପରେ ନାଲି ରଙ୍ଗର ପତାକାଲାଗି ✨ 📅 26 Sep-2025 – ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନୀଳଚକ୍ର ଉପରେ ପବିତ୍ର ଧଳା ରଙ୍ଗର ପତାକା ପରିବର୍ତ୍ତିତ ହେଲା। 🏛️ ଏହି ପତାକାଲାଗି ଭକ୍ତମାନଙ୍କୁ ଦେଇଥାଏ ଶାନ୍ତି ଓ ଆଶୀର୍ବାଦ 📺 ଘରେ ବସି LIVE ଦେଖନ୍ତୁ — Jay Jagannath TV – ଆପଣଙ୍କ ଆଧ୍ୟାତ୍ମିକ ଯାତ୍ରାର ସାଥୀ 🙏 ଜୟ ଜଗନ୍ନାଥ ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ବା ପତାକା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ବର୍ଷକ ବାର ମାସ ୩୬୫ ଦିନ ଖରା, ବର୍ଷା , ଶୀତ କୁ ଖାତିର ନ କରି ପ୍ରତିଦିନ ସନ୍ଧ୍ୟା ୫ ଟା ରେ ଚୁନରା ସେବକ ନୀଳଚକ୍ର ରେ ଧ୍ବଜା ବାନ୍ଧିବା ନିମନ୍ତେ ଶ୍ରୀମନ୍ଦିର ଚୁଡାକୁ ଆରୋହଣ କରିଥାନ୍ତି। ଏହି ସେବାକୁ ପତାକଲାଗି ସେବା କୁହାଯାଏ । ଶ୍ରୀମନ୍ଦିର ଭିତରେ ଏବଂ ସିଂହଦ୍ୱାର ସାମନାରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଗଣ ଏହି ପତାକା ଲାଗି ଦର୍ଶନ କରି ଧନ୍ୟ ହୁଅନ୍ତି । ଚୁନରା ସେବକ ମାନେ ବେକରେ ନୂଆ ଧ୍ବଜା ବାନ୍ଧି ସେ ଶ୍ରୀମନ୍ଦିର ଆରୋହଣ କରିଥାନ୍ତି । ପ୍ରଥମେ ଅଁଳା ବେଢ଼ା ରେ ଥିବା ଧ୍ବଜା ମହାବୀର ଙ୍କୁ ଉପାସନା କରି ସେଠାରେ ଦୀପ ପ୍ରଜ୍ବଳନ କରି ସାରିବା ପରେ , ଅଁଳା ବେଢ଼ା ଉପରକୁ ଏକ ଲୁହା ସିକୁଳି ମାଧ୍ୟମରେ ଯାଇଥାନ୍ତି। ତତ୍ପରେ କଳସ ଉପରେ ଚଢ଼ି , ନୀଳଚକ୍ର ଶିଖରକୁ ଯାଇଥାନ୍ତି। । ସେଠାରେ ଥିବା ପୁରୁଣା ଧ୍ବଜା ପରିବର୍ତ୍ତନ କରି ନୂଆ ଧ୍ବଜା ଲାଗି କରିଥାନ୍ତି ଓ ଜଗତ ମଙ୍ଗଳ କାମନା କରିଥାନ୍ତି । ଏହି ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ବର୍ଣ୍ଣ ଓ ବେଳେ ବେଳେ ଧଳା ରଙ୍ଗର ହୋଇଥାଏ । ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ । #patakalagidarshan #jayjagannathtv #SidharthTV #jayjagannathlive #jagannath #jagannatha #jagannathtemple #JagannathCulture #NamitaAgrawal #SitaramAgrawal #SidharthUtsav #SidharthGold #SidharthMusic #SidharthNetwork #TodayPatakalagi #dhwajaarohan #banabandha "ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଓଡ଼ିଶାର ଏକମାତ୍ର ଶୁଦ୍ଧ ଆଧ୍ୟାତ୍ମିକ ୨୪ ଘଣ୍ଟିଆ ସାଟେଲାଇଟ୍ ଚାନେଲ୍, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ସମସ୍ତ ବାହାର ଲୀଳା ଓ ଦିବ୍ୟ ନୀତିମାନ : 🔹 ଦ୍ୱାରଫିଟା ନୀତି 🔹 ପତିତପାବନ ମଙ୍ଗଳ ଆଳତୀ 🔹 ପତାକା ଲାଗି ଦର୍ଶନ 🔹 ସନ୍ଧ୍ୟା ଆଳତୀ 🔹 ଶ୍ରୀମନ୍ଦିର ପହୁଡ଼ ନୀତି 🔹 ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ I ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ🙏 📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ୍ ନେଟୱର୍କର ଚତୁର୍ଥ ଚାନେଲ | ଓଡ଼ିଆ ଲୋକଙ୍କ ପାଇଁ ଗର୍ବର ବିଷୟ! #jayjagannathtv #jayjagannathpuri #jagannath 📡 Watch “JAY JAGANNATH TV” on DTH: Tata Play - 1799 Dish TV – Channel 1397 Airtel Digital – Channel 615 Videocon D2H – Channel 1397 Sun Direct – Channel 490 Also available on all cable networks across Odisha. 📞 Contact : 6372804618 if could not watch our channel 🌐 Follow us on social media for daily LIVE updates and darshan : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #JayJagannathTV #NamitaAgrawal #SidharthTV #SitaramAgrawal #JagannathLive #LiveFromPuri #shreemandir #srimandir #shreemandira #JagannathRathJatra #JagannathRathYatra #PuriRathYatra #jayjagannathswami #dwarafitaniti #mangalaalati #dhupaalati #patakalagidarshan #sandhyaalati #bhaktankaanubhuti #jagannathlivedarshan #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

ପତକାଲାଗି ଦର୍ଶନ କଲେ ମନରେ ଭରିଯାଏ ଆନନ୍ଦ | 21-Jun -PATAKALAGI FULL VIDEO | Jay Jagannath Tv

ସ୍ନାନବେଦୀକୁ ବିଜେ କଲେ ପ୍ରଭୁ ଭାଇ ଭଉଣୀ ସହ Puri Snana Jatra 2026 Live Jay Jagannath TV

Day - 2 | Shri Jagannath Rasamrit Katha live With - Pujya Shri Indresh Ji Maharaj - Puri - OD

30 bada khabar | iran america updates | pm modi's seychelles visit | axis Bank, fifa world cup | top

Myself in Jay Jagannath Tv

श्री हनुमान चालीसा I Shree Hanuman Chalisa I GULSHAN KUMAR, HARIHARAN I Hanuman Chalisa Ashtak

Receives Large Amounts Money Non-stop I *Warning* 777 (VERY STRONG)I Everything Will Come True

ଶ୍ରୀମନ୍ଦିର ଉପରେ ଅଘଟଣ?Jagannath Temple Mystery !ତୃତୀୟ ବିଶ୍ୱଯୁଦ୍ଧ, ପ୍ରାକୃତିକ ବିପଦ, 2026 ସତର୍କ

ମହାଦେବ ଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୁଏ 🙏charan ram das prabachana

Srimad Bhagavatham Day 01 | Velukkudi Sri U.Ve.Krishnan Swamy

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I

Day - 6 | Shrimad Bhagwat Katha live With - Pujya Shri Indresh Ji Maharaj - Cuttack - OD

News Fuse 29 JUNE 2026

श्री हनुमान चालीसा 🌺🙏| Shree Hanuman Chalisa Original Video |🙏🌺| GULSHAN KUMAR | HARIHARAN | Full HD

रत्नावेदी से स्नानमंडप तक झूमते हुए आए जगत के नाथ, देखिए अलौकिक पहंडी बिजे! Snana Yatra 2026

ଶ୍ରୀମନ୍ଦିରର ୩ ବଡ଼ ରହସ୍ୟ ll EP- 18 ll Podcast with Pandit Suryanarayan Rathashrma | Kalinga TV

Khabar Fatafat | ଖବର ଫଟାଫଟ | Speed News | Wrong Text Book | Ratha Yatra |Odisha Rain News |Odia News

सोमवार स्पेशल भजन : कर्पूर गौरम करुणावतारं, ॐ नमः शिवाय, शिव प्रार्थना, शिव अमृतवाणी, चालीसा व आरती

Day - 3 | Shrimad Bhagwat Katha live With - Pujya Shri Indresh Ji Maharaj - Vrindavan - UP

