ମାଗୁଣିର ଶଗଡ଼//ସାହିତ୍ଯ ସୃଜନୀ//ଓଡ଼ିଆ ପୁସ୍ତକ ସମୀକ୍ଷା//magunira shagada//odia book review//sahitya srujani
ମାଗୁଣିର ଶଗଡ଼//ସାହିତ୍ଯ ସୃଜନୀ//ଓଡ଼ିଆ ପୁସ୍ତକ ସମୀକ୍ଷା//magunira shagada//pandita godabarisha mishra// #ମାଗୁଣିର ଶଗଡ଼# #ସାହିତ୍ଯ ସୃଜନୀ# #pandita godabarisha mishra# #ପୁସ୍ତକ ସମୀକ୍ଷା# #magunira shagada# ଏହି ଲେଖାଟି ୨୦୦୧ର ଓଡ଼ିଆ କଥାଚିତ୍ର ମାଗୁଣିର ଶଗଡ଼ ବାବଦରେ । ପ୍ରଫୁଲ୍ଲ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'ମାଗୁଣିର ଶଗଡ଼'୨୦୦୧ ମସିହାରେ ମୁକ୍ତିଲାଭ କରିଥିଲା । ଏହା ଏକ କଥାଚିତ୍ର ଅଟେ । ଏହି ଘଟଣାଟି ଖଲ୍ଲିକୋଟ ପୁରପଲ୍ଲୀର । ମାଗୁଣୀ କଏି ? ଖଲିକୋଟର ସେ ରାଜା ନୁେହଁ, ଏ କଥା ନିଶ୍ଚୟ । ସେ ରାଜ୍ଯର ନେତା ନୁହେଁ, ଏ କଥା ସମସ୍ତେ କହିବେ । ସେ କର୍ମୀ ନୁହେଁ, ଏ କଥା ସମସ୍ତେ ଜାଣନ୍ତି । ସେ କେବେ ସତ୍ଯାଗ୍ରହରେ ଯୋଗ ଦେଇନାହିଁ । କି ରଜାକୁ ଖଜଣା ଦେଇନାହିଁ । ତା’ ବେକେର କିଏ ଫୁଲମାଳ ଲମ୍ବାଇନାହିଁ କି ସେ କାହା ଗଳାରେ ମାଳା ଲମ୍ବାଇଦେବା ଦରକାର ପଡ଼ନାହିଁ । ଜନସମୁଦ୍ର ଭିତରେ କରତାଳି ଗହଳରେ ବକ୍ତୃତା ଦେଇନାହିଁ, କି ଦିଅଁ ଦେଉଳରେ ପରଜନ୍ମରେ ସ୍ବର୍ଗଲାଭ ପାଇଁ ଜପତପ କରନାହିଁ । ସେ କେବଳ କରିଛି ଗାଟିଏ କାମ - ମୁଣ୍ଡର ଝାଳ ତୁଣ୍ଡରେ ମାରି ଜୀବନପଥରେ ଲେଢ଼ଇ କରଛିି। ସେ ଲଢେଇ ଦେଶପାଇଁ ନୁହେଁ, ଜାତପିାଇଁ ନୁହେଁ; ତାହା ନଜିର ପେଟ ଚାଖଣ୍ଡକ ପାଇଁ । ତଥାପି, ମାଗୁଣିର ମତ୍ଯୁ ଖବର ପାଇ ସମସ୍ତେ କହିଲେ - ଆହା ! ବିଚରା ଚାଲିଗଲା ! ମାଗୁଣିର ଏହି ଦୟନୀୟ ଅବସ୍ଥା କିପରି ହେଲା ? ମାଗୁଣିର ମୃତ୍ଯୁ କିପରି ହେଲା ? ଏହି କାହାଣିକୁ ପଣ୍ଡିତ ଗୋଦାବରୀଶ ମିଶ୍ର କ୍ଷୁଦ୍ର ଗଳ୍ପରେ ପରିଚିତ କରାଇଥିଲେ । ଏହା ଏକ ବହୁଚର୍ଚ୍ଚିତ କ୍ଷୁଦ୍ରଗଳ୍ପ । ଏହି କ୍ଷୁଦ୍ର ଗଳ୍ପଟିକୁ ପାଠକମାନେ ପଢିଲେ ନିଶ୍ଚୟ ଆଖିରୁ ଲୁହ ଆସିଯିବ । ବାସ୍ତବରେ ଏହି କ୍ଷୁଦ୍ରଗଳ୍ପ ଅତ୍ଯନ୍ତ ହୃଦୟ ସ୍ପର୍ଶୀ ।

ମାଗୁଣିର ଶଗଡ଼ Magunira Shagada full Movie

'ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର'... ସେଦିନର ଟପ୍ ହିରୋଇନ୍... | EP-165 | Podcast With Tripura Mishra

EL NINO (ଏଲ୍ ନିନୋ ) ଏବଂ La NINA (ଲା ନିନା) କ’ଣ, ଭାରତୀୟ ମୌସୁମୀ ଉପରେ ଏହାର ପ୍ରଭାବ କ’ଣ?

ଏବେ ଆମକୁ YouTube ରୁ ମାସକୁ କେତେ ଟଙ୍କା ମିଳୁଛି ? || Odia Family Vlog || Tapan Sanju Family Vlog

ଓଡ଼ିଆ ଗଳ୍ପ ଲଛମା ଶୁଣନ୍ତୁ ତାର ସାରାଂଶ ସର୍ପୂର୍ଣ୍ଣ ଓଡ଼ିଆରେ #lachhama #odia #bookreview #odialiterature

ବିବାହ ପାଇଁ ମନା କଲେ କନ୍ୟା ପକ୍ଷ, ଫେରିଗଲା ବର || Bhubaneswar

Great idea! Turn your bicycle into an electric bike with a 500W washing machine motor.

Souparnika: 10-Year-Old Indian Girl STOPPED Mid-Song by Simon!

ଫୁଲ ଦୋକାନୀ ମାଉସୀ | Jay Jagannath | Official Odia Animated Series | EPISODE-008

କେମିତି ଚାଲିଛି ମୋହନ ମାଝୀ ଙ୍କ ସରକାର କହିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ

Magunira Shagada | Godabarish Mohapatra | 3D Animation | Short Story

ଓଡ଼ିଶାରେ ସ୍ଥିତି ହେବ ଜଟିଳ ! super elnino |Weather News |Natural disaster | imd report |Odia News

ପ୍ରଥମ ଥର ମୁହଁ ଖୋଲିଲେ ଦୈତାରୀ ପଣ୍ଡା ଯାତ୍ରା ରୁ ବିଦାୟ ନେବେ ! Daitari panda konark gananatya jatra vlogs

ମାମୁଁ ଶୁଣନ୍ତୁ ଏବେ ଓଡ଼ିଆ। ଫକିର ମୋହନ ସେନାପତି ଙ୍କ ସଂକଳ୍ପ #bookreview #odialiterature #odiasahitya

Crazy idea from a welder! Turning old wheel rims into thousand-dollar tool

Mu Aau Kebe Chahinbini To Muhan | Full Video | Prem Darshan | Manaswini | Monalisha | Humane Sagar

Maya Neelakantan 10-Year-Old Indian Prodigy ROCKS America's Got Talent With Fusion Performance

କୋଉଠୁ ଆଣିଦେଲେ ପିଲାମାନେ ଏତେ ବଡ Dangerous ଚଢ଼େଇ...😞

The Origins of Indians Were Never as Simple as We Thought — Ancient DNA Reveals Why

