ଭାସ୍କୋ ଡ଼ା ଗାମା କିପରି ଭାରତକୁ ଜଳପଥ ଆବିଷ୍କାର କରିଥିଲା? Vasco Da Gama, British East India, Odia History
ୟୁରୋପରେ ଭାରତ ଓ ପ୍ରାଚ୍ୟ ଦେଶରୁ ଆସୁଥିବା ସାମଗ୍ରୀର ବହୁତ ଚାହିଦା ଥିଲା। ବିଶେଷକରି ମସଲାର ବହୁ ଚାହିଦା ଥିଲା, କାରଣ ୟୁରୋପର ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଏହାକୁ ସଂରକ୍ଷକ ଭାବେ ବ୍ୟବହାର କରାୟାଉଥିଲା। ଭାରତ ସହିତ ହେଉଥିବା ଅଧିକାଂଶ ବ୍ୟବସାୟ ସ୍ଥଳପଥରେ ହେଉଥିଲା କିମ୍ବା ଆରବ ବଣିକମାନଙ୍କ ମାଧ୍ୟମରେ ହେଉଥିଲା। ସ୍ଥଳ ମାର୍ଗରେ ଯାତ୍ରା ବ୍ୟୟବହୁଳ ଥିଲା ଏବଂ 1453 ମସିହାରେ ଅଟୋମାନମାନଙ୍କ ଦ୍ୱାରା କନ୍ଷ୍ଟାଣ୍ଟିନୋପଲ ଦଖଲ ଦ୍ଵାରା ବାଣିଜ୍ୟ ବହୁ ପରିମାଣରେ ହ୍ରାସ ଘଟିଥିଲା। ତେଣୁ ପଶ୍ଚିମରୁ ଅନେକ ନାବିକ ଓ ବ୍ୟବସାୟୀ ଭାରତକୁ ଯିବା ପାଇଁ ଏକ ସମୁଦ୍ର ପଥ ଆବିଷ୍କାର କରିବାକୁ ଚେଷ୍ଟା କରିଥିଲେ। 1498 ମସିହା ମେ 20 ତାରିଖରେ ଭାସ୍କୋ ଡ଼ା ଗାମା ଭାରତରେ ପହଞ୍ଚିବାରେ ସଫଳ ହୋଇଥିଲା। I hope this video has helped You to know in detail about the journey the voyage so kindly subscribe us and share this video as much. and let us know in the comment section if you find this video helpful. Like 👍🏽|| Share ➡️|| Subscribe 🔴 Jay Jagannath 🙏🏿❤️

ODISHARA RELA AITIHYA || ଓଡ଼ିଶାର ରେଳ ଐତିହ୍ୟ

Vasco da Gama: वास्को डा गामा के भारत पहुंचने की कहानी(BBC Hindi)

Sanjay Gandhi - A Villain or Visionary l Itihas Gawah Hai l Amrit Upadhyay l StudyIQ IAS Hindi

14. Vijayanagara - The Last Emperors of South India

Modern Indian History (1498 - 1947 ) | CAPF/UPSC/PCS Modern Indian History Marathon | Quasif Ansari

କଳକୀ ଅବତାର ପାଇଁ ଜୀବନ୍ତ ହେଲାଣି ଘୋଡା | The End Of Kaliyug Is Near | Argus Digital Teapot

Ei Matir ra Itihas: Bira Surendra Sai

The ENTIRE History of India | 4K Documentary

ମୂର୍ଖ କାଳିଦାସ କେମିତି ହେଲେ ମହାପଣ୍ଡିତ ? Great Author KALIDAS'S Inspired Story | @CHINTANATVODIA

MODERN INDIAN HISTORY MARATHON SIR ODIA ..

WILD PACIFIC | The Ocean's Apex Predators | WILDLIFE DOCUMENTARY

When the Ottoman Empire Sailed to Save Aceh Forgotten Islamic History

କାହିଁକି ଗାନ୍ଧିଜୀଙ୍କ ଫଟୋ ଅଛି ଭାରତୀୟ ନୋଟ୍ ରେ? କଣ ଅନ୍ୟ କୌଣସି ମହାପୁରୁଷଙ୍କ ଫଟୋ ରହିପାରିବ ନୋଟ୍ ରେ? Rupee

Mystery of Rameswaram Temple | The Untold History of Ramsetu

The Astonishing Army of the Maratha Confederacy

କେଉଁ କାରଣ ପାଇଁ ଟାଇଟାନିକ୍ ଜାହାଜ ଆଟଲାଣ୍ଟିକ ମହାସାଗର ରେ ବୁଡିଗଲା ।

Working on the Red Tractor: Engine Disassembly and Repair

Unification of Nepal - Part I || Kathmandu Attack

LOST CITIES | Discovered places of lost civilizations

