କଇଁଫୁଲିଆ ଛକରେ କିଏ ଲଗାଇଲା ,ସରୋଜ ପାଢୀ ଛକ ନାମରେ ସାଇନ ବୋର୍ଡ ! Aska Bjd at police station ,Ganjam

କଇଁଫୁଲିଆ ଛକରେ କିଏ ଲଗାଇଲା ,ସରୋଜ ପାଢୀ ଛକ ନାମରେ ସାଇନ ବୋର୍ଡ ! ଗଞ୍ଜାମ ଜିଲ୍ଲା ଅ।ସିକା ସହରକୁ ପ୍ରବେଶ ପଥରେ ପଡିଥାଏ କଇଁଫୁଲିଅ। ଛକ । ଯେଉଁ ଛକ ଦେଇ ଭୂବନେଶ୍ଵର ଓ ନୟାଗଡ କୁ ଯାତାୟତ କରିଥାନ୍ତି ଲୋକେ । ଏହି କଇଁଫୁଲିଅ। ଛକ ଏକ ପୁରାତନ ଛକ ହୋଇଥିବା ବେଳେ ଏହା କାଳଷଣ୍ଢ ଗ୍ରାମ ପଞ୍ଚାୟତ ଅଧିନରେ ରହିଅଛି । ତେବେ ଗଲା ଦୁଇ ଦିନ ତଳେ ଅଚାନକ ଏହି କଇଁଫୁଲିଅ। ଛକରେ ସରୋଜ ପାଢୀ ଛକ ନାମରେ ଦୁଇଟି ସାଇନ ବୋର୍ଡ ଲାଗିଥିଲା । ଯାହାକୁ ନେଇ ଅଶାନ୍ତି ବୃଦ୍ଧି ପାଇବା ସହ ବୋର୍ଡରେ ପୌର ପରିଷଦ ମଧ୍ୟ ଲେଖା ରହିଛି । ତେବେ କିଏ କାହିଁକି ଏହି ବୋର୍ଡ ଲଗାଇଲା ତାହାର ତଦନ୍ତ ପାଇଁ ଅ।ସିକା ବିଜେଡି ପକ୍ଷରୁ ଥାନାରେ ଲିଖିତ ଏତଲା ଦିଅ।ଯାଇଛି । ତୁରନ୍ତ ଏହାର ତଦନ୍ତ କରାନଗଲେ ଜନ ଆନ୍ଦୋଳନ ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । Aska Bjd at police station . #ganjam #Aska #bjd Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

ସୁଜାତା ଓ ଅପରାଜିତାଙ୍କ ଭଳି IAS ରାଜନୀତି କୁ ଆସିବା ଆବଶ୍ୟକ। Educated like Sujata rout must join politics.
▶︎

ବିଜେପି ଛାଡ଼ି ବିଜେଡିରେ ମିଶିଲେ ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷା || Buguda Politics || BJP to BJD || OR

Textbook Errors Were a Conspiracy": Nirbhay Had Said, Mohan Now Admits | Nirbhay Gumar Katha

Neta Daughters’ Battle In Aska Lok Sabha | Anita Subhadarshini Vs Ranjita Sahu | Elections 2024

ସତ୍ୟପାଠ: ସବୁ ଅଙ୍କ ଭୁଲ୍ ହେଇଗଲା.. || Book Error || Mohan Majhi || Nityananda Gond || Satyapatha News

ବ୍ରହ୍ମପୁର ଏମଭିଆଇ କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

Berhampur Student Death Case | ପୁତୁରାଙ୍କ ସମ୍ପୃକ୍ତି ଅଭିଯୋଗ ପରେ ମନ୍ତ୍ରୀ କହିଲେ, ଆଇନଠୁ ଉର୍ଦ୍ଧ୍ୱରେ କେହି..

Ally's Clean Chit Upsets Congress' 'Scams' Playbook Against BJP; Corruption Crossfire: Oppn Divided?

🔴LIVE | କାହିଁକି ଆସିଲେନି ବବି, ରାଜା ? sujata pandian join bjd |Sujata Kartikeyan Pandian | bjd news|

ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ,ସୌମ୍ୟଙ୍କ ପରେ ଏବେ କୃଷ୍ଣଙ୍କ ପାଳି ! bbsr murder case

ଖୋଲି କହିଦେଲେ ଦେବାଶିଷ କାହିଁକି ଛାଡ଼ିଲେ ଦଳ || Debasish Samantaray Resigns From BJD || Odisha Reporter

Brahmapur Breakfast Only ₹30/- in PURI DHAM | Unlimited Curry & Chutney @IndianFoodExplorer

ଆମେ ପେଟ୍ରୋଲ ଗାଡି ନେଇକି ଭିତରକୁ ଯିବୁ,ନହଲେ ଫ୍ୟାକଲ୍ଟିଙ୍କୁ ବି ଛାଡ଼ିବୁନି!petrol vehicles ban in university

From Naveen's Party to Pandian's Party... || Editorial Show(EP-771) || ODISHA PULSE

ନବୀନଙ୍କ ପାଦ ଛୁଇଁ ନମସ୍କାର କଲେ ପ୍ରଶାନ୍ତ ଜଗଦେବ !Naveen Patnaik ,BJD ,Prashant Jagdev

Israel's dream of ruling the region is over, its decline has begun | Mustafa Barghouti |UNAPOLOGETIC

See How a 453kg Giant Bluefin Tuna Is Flawlessly Carved in Seconds

‘Mr Modi… right person…’: Sharmistha Mukherjee hails Modi Govt, contrasts it with ‘Weak’ UPA

Champat Rai resigns. Trust confirms after 24 hours. Will there be an FIR now?

ରାଜନୀତି ଏତେବଡ଼ ନୁହଁ ମୋ ପରିବାରକୁ ଭାଙ୍ଗିଦେବ || Exclusive Podcast With Tadasha Tapaswini | Social Worker