Puja Dungri Sonepur | Hidden Gem of Odisha | Complete Travel Guide 2026 #travel #explore

Puja Dungri Sonepur district Monsoon best picnic spot in Bargarh and Sonepur district ଚାନ୍ଦିଲୀପାଟ ପୀଠ ସୁବର୍ଣ୍ଣପୁର ଜିଲ୍ଲାର ରାମପୁର ତହସିଲ ନିକଟର ପୂଜା ଡୁଙ୍ଗୁରି ଉପରେ ଥିବା ଗୁଟେ ପୁରାତନ ଶକ୍ତିପୀଠ ଆଏ। ଲୋକକଥା ଅନୁସାରେ, ଆଦିବାସୀ ସମାଜ ବହୁତ ପୁରୁଣା କାଳରୁ ମାଁ ଚାନ୍ଦିଲୀପାଟଙ୍କୁ ନିଜର ଇଷ୍ଟଦେବୀ ଆରୁ ରକ୍ଷାକାରୀ ଦେବୀ ହିସାବରେ ପୂଜା କରୁଛନ୍ତି। ମାଁ ଗାଁ, ଜଙ୍ଗଲ, ଚାଷବାସ ଆରୁ ଲୋକମାନଙ୍କୁ ସବୁ ବିପଦରୁ ରକ୍ଷା କରନ୍ତି ବୋଲି ବିଶ୍ୱାସ ଅଛି। ପୂଜା ଡୁଙ୍ଗୁରି ଅଞ୍ଚଳରେ ପ୍ରାଚୀନ ପାଥର ହତିଆର ଆରୁ ଗୁମ୍ଫା ଚିତ୍ର (Rock Art) ମିଳିଛି। ଇତିହାସବିଦ୍ମାନଙ୍କ ମତରେ, ଏହି ଜାଗାରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ମଣିଷ ବସବାସ କରୁଥିଲେ। ଏହା ସୁବର୍ଣ୍ଣପୁର ଜିଲ୍ଲାର ସବୁଠୁ ପୁରୁଣା ଐତିହାସିକ ସ୍ଥାନମାନଙ୍କ ମଧ୍ୟରୁ ଗୁଟେ। ପ୍ରତି ବଛର ଚୈତ୍ର ଯାତ୍ରା, ଦୁର୍ଗା ପୂଜା ଆରୁ ଅନ୍ୟାନ୍ୟ ପର୍ବରେ ହଜାର ହଜାର ଭକ୍ତ ମାଁଙ୍କର ଦର୍ଶନ କରିବାକୁ ଆସନ୍ତି। ଆଜି ମଧ୍ୟ ଏହି ପୀଠ ପଶ୍ଚିମ ଓଡ଼ିଶାର ଆଦିବାସୀ ସଂସ୍କୃତି ଆରୁ ଶକ୍ତି ଉପାସନାର ଗୁଟେ ବଡ଼ କେନ୍ଦ୍ର ହିସାବରେ ପରିଚିତ। #PujaDungri #Sonepur #Subarnapur #Odisha #OdishaTourism #TravelVlog #HiddenGem #ExploreOdisha #Nature #Adventure #TheEndlessJourney #IndiaTravel #TravelIndia #Temple #MountainView #travel #travelling #travelvlog #viral #fyp #trending #picnic #picnicspot #bargarh #barpali #sonepur #odishatourism #explorefeed #explore #exolorepage #algorithm #support #onemillion #nature #mountains #trekking

A visit to Banadurga Temple // Badrama Ghati Deogarh district
▶︎

ବନ୍ୟା ଜଳରେ ଭାସି ଆସିଲା ମଲା ଲୋକ l ବର୍ଷାରେ ହାଟରେ ପାଣି l କଙ୍କଡା ଧରିଲେ l Rainy Day Odisha village life

ଚାରି ବର୍ଷର ଛୁଆ କୁ ଛାଡି ମା ଫେରାର କୀର୍ତ୍ତନ ଗାୟିକା ରେଣୁକା ଦାଶ!!Renuka das kirtan gaika!!LS official

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ମୋକିମ୍‌ଙ୍କ ବର୍ଣ୍ଣବୋଧ ଚାପୁଡ଼ା!/ OJCP VS BJP/ Mohammed Moquimk Exposed BJP!

Antangtangni miksongako agan golgrika
▶︎

Antangtangni miksongako agan golgrika

DELHI TO JAGANNATH PURI ODISHA 1800 KMS NON STOP IN 32 HRS | EP -01 RATH YATRA CELEBRATION

ମାଛ ଦେଖିବାକୁ💕😍ଲୋକଙ୍କ ଭିଡ଼!!ପୁରା ରାସ୍ତା ଜାମ କରିଦେଲା 😰ଲୋକଙ୍କ ଭିଡ଼#fishingvideo

Ukraine-General: Militärische Niederlage steht kurz bevor + Neuer Großangriff auf Kiew!

Hampi: The Forgotten Kingdom of Karnataka

Jens Spahn is becoming a father – Reactions on the street | Winter's Week

Tandhei Natak Dailouge || Basudeb Naik || sambalpuri jalwa

ଗାଁ ପାଳିରେ ମଠ ଅରୁଆ ଡାଲମା 😋 l ସମସ୍ତେ ଗାଁକୁ ଫେରିଲେ  l Arua, Dalma, Khata & Khiri

The Chancellor of Hypocrisy: Merz dismantles himself on ZDF

୭ ବର୍ଷ ହେଲା ପାକିସ୍ତାନରେ ଅଟକିଛି ଭାରତର Train No.14607..Samjhauta Express Mystery Explained..

Living in Sri Lanka | How People Live Along the Indian Ocean | 4K

Update from Ukraine | Why This Ukrainian Operation is a Complete Disgrace?

Gaikhai MIP Dam, Khaliapali | Odisha's Hidden Scenic Spot

Prof. Richard Werner: The dollar remains strong – at our expense

SONAM WANGCHUK'S BIGGEST VICTORY! WATCH HOW... & INDIA'S DARKEST POLITICAL DAY