HE JIBANTA ISWARA | ହେ ଜୀବନ୍ତ ଇଶ୍ୱର | NEW ODIA CHRISTIAN SONG 2026 | ODIA CHRISTIAN SONG | JISU SONG
HE JIBANTA ISWARA | ହେ ଜୀବନ୍ତ ଇଶ୍ୱର | NEW ODIA CHRISTIAN SONG 2026 | ODIA CHRISTIAN SONG ଅଦୃଶ୍ୟ ହେଉଛ କାହିଁକି ହେ ଜୀବନ୍ତ ଈଶ୍ୱର ଅଦୃଶ୍ୟ ହେଉଛ କାହିଁକି ହେ ଜୀବନ୍ତ ଈଶ୍ୱର ପାଶବିକ ଅତ୍ୟାଚାରରେ ଅତିଷ୍ଠ ହେଲେଣି ଭକ୍ତ ତୁମର ବାରେ ଦୟାବହି କର ଉଦ୍ଧାର... ତୁମ ଉପାସନା କରିବା ବ୍ୟକ୍ତିକୁ ଶବ ସତ୍କାରରେ ମିଳୁନାହିଁ ସ୍ଥାନ ପିତାମାତା କାନ୍ଦି କାନ୍ଦି ବୁଲୁଛନ୍ତି ବିକଳରେ କାନ୍ଧେଇ ମୃତ ସନ୍ତାନ। କବରରେ ନାହିଁ ଅଧିକାର ଅଦୃଶ୍ୟ ହେଉଛ କାହିଁକି ହେ ଜୀବନ୍ତ ଈଶ୍ୱର..... ଅତ୍ୟାଚାରୀ ବଳତ୍କାରେ ଗୋବରକୁ ତୁମ ଭକ୍ତର ମୁଖେ ଭରି ଦେଉଛି ପୁତି ଗନ୍ଧମୟ ନର୍ଦ୍ଦମା ଜଳକୁ ଅତିଶୟ ଦଣ୍ଡଦେଇ ପିଆଉଛି ବଞ୍ଚିଥାଇ ହୋଇଛୁ ମୂର୍ଦ୍ଦାର ଅଦୃଶ୍ୟ ହେଉଛ କାହିଁକି ହେ ଜୀବନ୍ତ ଈଶ୍ୱର.... ଗାଈଗୋରୁ ଭଳି ବେକରେ ବାନ୍ଧିକି ଆଣ୍ଠେଇ ଗୋଡିରେ ଚଲାଇ ନେଉଛି ଚୋରର ସଦୃଶ୍ୟ ମସ୍ତକର କେଶ ଏକପାର୍ଶ୍ୱ ମୁଣ୍ଡିତ କରି ଦେଉଛି ଖ୍ରୀଷ୍ଟଧର୍ମ ଲୁପ୍ତ ତା' ବିଚାର ଅଦୃଶ୍ୟ ହେଉଛ କାହିଁକି ହେ ଜୀବନ୍ତ ଈଶ୍ୱର ଅଦୃଶ୍ୟ ହେଉଛ କାହିଁକି ହେ ଜୀବନ୍ତ ଈଶ୍ୱର ପାଶବିକ ଅତ୍ୟାଚାରରେ ଅତିଷ୍ଠ ହେଲେଣି ଭକ୍ତ ତୁମର ବାରେ ଦୟାବହି କର ଉଦ୍ଧାର...

Tears Falling in Prayer / Jharae Luha Prarthanare / Cover Song / Odia Christian Trending Song / Odia

The Guardian of this life / Pratipalaka Se Ehi Jibanara / Cover Song / Odia Christian Worship Song

ମନୁଷ୍ୟ ଆଦ୍ୟ ପ୍ରେମକୁ କିପରି ଭୁଲିଅଛି ? that you have left your first love." || Dr. RK Digal|| #Digal

Kete Bhala Mora Prabhu Jisu He | କେତେଭଲ ମୋର ପ୍ରଭୁ ଯୀଶୁ ହେ | New Odia Christian Song | Ai Cover Song

ତୁମେ ମୋ ମନ ସାଗର | Tume Mo Mana Sagara | Odia Christian Cover Song | Jesus For Mee Present

ଯିଶୁରେ ଲବିଛି ମୁଁ ନୂଆ ଜୀବନ _ New Christian Song _ Jisu Re Labichhi Mu Nua Jibana _ Christian Song ll

ପୁଷ୍ପିତା ମେରୀ | PUSPITA MARY | NEW ODIA MOTHER MARY SONG | NEW ODIA CHRISTIAN SONG | MOTHER MERRY

ବଞ୍ଚିବି ଯଦି ପ୍ରଭୁ ତୁମ ପାଇଁ | Odia Christian Worship Song @SukantaParichha390 #odiachristiansong

ମଣିଷ ନୁହେଁ କେବଳ ଈଶ୍ୱରଙ୍କ ବାକ୍ୟ ହିଁ ପରିବର୍ତନ କରେ || PS. BENU LIMA || Powerful Odia Christian Message

🙏 ଦୟା ପରେ ଦୟା କରିଛ ମୋତେ ପ୍ରଭୁ | Odia Christian Cover Song | VIBE GMG

He Abrahamanka Iswara | ହେ ଅବ୍ରାହମଙ୍କ ଈଶ୍ଵର | Odia Christian Worship Cover Song | Rupesh Kumar Nayak

SESA SUJOGA | ଶେଷ ସୁଯୋଗ | ଶେଷ ଘଣ୍ଟି 2 | NEW ODIA CHRISTIAN QAWALI SONG | BALIA LIMA | AMIT BADANAYAK

ହେ ମୋର ଉଦ୍ଧାରକର୍ତ୍ତା ଯୀଶୁ | Odia Christian Song | New Worship Song 2026

| କୋଟି କୋଟି ଫୁଲେ ବାଛିନେଲି "ଶାରୋଣ ଗୋଲାପ" ମୁଁ | Cover Song | Odia Christian Worship Song

ଏ ପୃଥିବୀ ଜାଣୁ ଆମେ ଯୀଶୁଙ୍କର / Jesus Song/ Odia Christian Song #ଆତ୍ମିକଗୀତ #spiritualsong

ଗାଇବା ଯୀଶୁଙ୍କ ନାମ | GAIBA JISUNKA NAMA | ODIA COVER SONG

ଯୀଶୁ ତୁମ ବିନା ଏ ଜୀବନ ଲାଗେ ଶୂନା ଶୂନା |Jesus Tuma Bina |New Odia Christian Kirtan Song |MK ISAAC MUSIC

କହିଦେ ରେ ଗାଇଦେ ରେ | KAHIDE RE GAIDE RE | Odia Christian Song 2026 | @SukantaParichha390 #jesussong

Sada Prabhunkara Dhanyabada Kara | ସଦା ପ୍ରଭୁଙ୍କର ଧନ୍ୟବାଦ କର | Ai Studio Version 2.0 | 🪕

