BJD ରେ ବଡ଼ ବିଭାଜନ? ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ବଢ଼ିଲା ଚର୍ଚ୍ଚା || PURVAPAKSA NEWS
BJD ରେ ବଡ଼ ବିଭାଜନ? ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ବଢ଼ିଲା ଚର୍ଚ୍ଚା || PURVAPAKSA NEWS ଓଡ଼ିଶା ରାଜନୀତିରେ ବଢ଼ୁଛି ବଡ଼ ଚର୍ଚ୍ଚା। ବିଜେଡିରେ କଣ ସତରେ ବଡ଼ ବିଭାଜନ ହେବାକୁ ଯାଉଛି? କାହିଁକି ଅମିତ ଶାହଙ୍କ ଆଗାମୀ ଓଡ଼ିଶା ଗସ୍ତକୁ ନେଇ ରାଜନୈତିକ ମହଲରେ ତୀବ୍ର ଚର୍ଚ୍ଚା ଚାଲିଛି? BJP ସାଂସଦ ପ୍ରଦୀପ ପୁରୋହିତଙ୍କ ବଡ଼ ଦାବି, ମନମୋହନ ସାମଲଙ୍କ ପ୍ରତିକ୍ରିୟା ଏବଂ BJD ନେତା ଅରୁଣ ସାହୁଙ୍କ ପାଲଟା ଜବାବକୁ ନେଇ ଆମର ଏହି ବିଶେଷ ରାଜନୈତିକ ବିଶ୍ଳେଷଣ। ଏହି ଭିଡିଓରେ ଜାଣନ୍ତୁ: 00:00 ଇଣ୍ଟ୍ରୋ 00:35 ଓଡ଼ିଶାରେ ବଢ଼ୁଛି ‘ଦଳ ଭାଙ୍ଗିବା’ ଚର୍ଚ୍ଚା 01:20 ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୈତିକ ଉତ୍ସାହ 02:05 BJD ଭିତରେ ସାଂସଦ ଓ ବିଧାୟକଙ୍କ ଅସନ୍ତୋଷ 03:05 ୩୦ରୁ ଅଧିକ ବିଧାୟକ ଅସନ୍ତୁଷ୍ଟ? 04:00 ପ୍ରଦୀପ ପୁରୋହିତଙ୍କ ବଡ଼ ଦାବି 05:05 ମନମୋହନ ସାମଲଙ୍କ ମାପିଚୁପି ବୟାନ 06:00 BJD ର ପାଲଟା ଆକ୍ରମଣ, ଅରୁଣ ସାହୁଙ୍କ ପ୍ରତିକ୍ରିୟା 07:00 ଦିଗହୀନ ବିଜେଡି ନା BJP ର ରାଜନୈତିକ କୌଶଳ? 08:05 ଅମିତ ଶାହଙ୍କ ଗସ୍ତ ପରେ କଣ ବଦଳିବ? 08:40 ଅପରେସନ ଶଙ୍ଖ ସତ ନା ଗୁଜବ? ନିଷ୍କର୍ଷ 09:05 End Screen #OdishaPolitics #BJD #AmitShah #OperationShankha #BJP #NaveenPatnaik #ManmohanSamal #PradeepPurohit #ArunSahoo #OdishaNews #PoliticalAnalysis #Purvapaksha #AmitShah #OperationShankha #BJD #BJP #OdishaPolitics #NaveenPatnaik #OdishaNews #PoliticalAnalysis #Purvapaksha #OdiaNews ଦେଶ, ରାଜନୀତି, ଆନ୍ତର୍ଜାତୀୟ କୂଟନୀତି, ସୁରକ୍ଷା, କ୍ରୀଡ଼ା ଏବଂ ସମସାମୟିକ ଘଟଣାବଳୀର ଗଭୀର ବିଶ୍ଳେଷଣ ପାଇଁ ଆମର ସମସ୍ତ ଚ୍ୟାନେଲ୍କୁ Subscribe କରନ୍ତୁ। ନିରପେକ୍ଷ ଖବର, ତଥ୍ୟଭିତ୍ତିକ ବିଶ୍ଳେଷଣ ଏବଂ ଗୁଣାତ୍ମକ କଣ୍ଟେଣ୍ଟ ସହିତ ଆମେ ସବୁବେଳେ ଆପଣଙ୍କ ପାଖରେ। 🔴 PURVAPAKSA NEWS 👉 / @purbapakhyanews 🔵 DESHA DARPANA 👉 / @desadarpan 🌍 BISWA CHAKRABYUHA 👉 / @biswachakrabyuha 🏏 MAIDAN 👉 / @purbapakhyamaidan ✅ Subscribe | Like | Share | Comment #PurvapaksaNews #DeshaDarpana #BiswaChakrabyuha #Maidan #OdishaNews #IndianPolitics #WorldAffairs #DefenseNews #SportsAnalysis

ଏମାନେ କାହିଁକି ମିଶୁନାହାନ୍ତି BJPରେ ? Why Are TMC Rebel MPs Joining NCPI Not BJP ? Odia News | N18V

Why The Khamenei Funeral Invitation Is India's Biggest Test Of Ties With Iran,Israel And AmericaN18G

Odisha’s BJP Heavyweights in Union Cabinet Reckoning: Veteran MPs Top Speculation Lists | Kalinga TV

🔴Rok Thok Live | LIGHT-ଲୁଟ୍-କୋଟି କୋଟି ! | LED Street Light Scam | Odisha Corruption | Argus News

ଦଳ ଭାଙ୍ଗିବା ଚର୍ଚ୍ଚା! Will BJD Split Like TMC & Shiv Sena? Amit Shah’s Odisha Visit | N18V

ସତ୍ୟପାଠ: ଷଡ଼ଯନ୍ତ୍ରର ଧାରା ଓଡିଶା ସାରା.. || Satyapatha News

ବହିରେ ଭୁଲ୍ ପଛର ମାଷ୍ଟରମାଇଣ୍ଡ | Odisha Book Error Mastermind | CM Mohan Majhi | Asala Katha |Odia News

‘ଭୁଲ୍ ବହି’ ବିବାଦରେ ବର୍ଷିଲା ବିଜେଡି, ୪୮ ଘଣ୍ଟାରେ କାର୍ଯ୍ୟାନୁଷ୍ଠାନ ନହେଲେ ରାଜପଥକୁ ଓହ୍ଲାଇବ ଦଳ

ଆଇନ ସେବେ, ଆଇନ ଏବେ | Rok Thok | Law And Order | Odisha Politics | BJP | BJD | Odisha News |Argus News

ଶାଶୂଙ୍କୁ ପନିକିରେ ହାଣିଦେଲା ବୋହୂ | Odisha Reporter

Sujata Karthikeyan's Entry Triggers Buzz Of Internal Dissent Within BJD | OTV

ଚହଳ ପକାଇଲା ସୁଜାତାଙ୍କ ପ୍ରଥମ ଭାଷଣ ! sujata pandian join bjd | Sujata Kartikeyan Pandian | Odia news

ଚାଞ୍ଚଲ୍ୟକର ଖୁଲାସା | Manoj Padhi suspended |odisha textbook mistake |odisha book error | odia news |

Padie sata: 2029 Politics: Aparajita Sarangi vs Sujata R. Pandian? Battle of Two Former IAS Officers

Sujata's Debut: BJD under greater control of BJP | EP-170 | Mu Ruben Kahuchhi

Is India's Democracy In Danger? | Former SC Judge Justice Markandey Katju | Dil Se With Kapil Sibal

ପ୍ରଶ୍ନବାଣରେ ପିକୁ ପଟ୍ଟନାୟକ ମୁଁ କାଳିଆର ଚାକର ନୁହଁ କୁକୁର..... ll FOCUS PLUS ||

Champat Rai resigns. Trust confirms after 24 hours. Will there be an FIR now?

Invisible War on Odisha Coast | China Spying on Chandipur Missile Base?

