କାଲି ପନିକି, ଆଜି ଢ଼େଲା ତଥାପି ଭାଙ୍ଗିଲା ସ୍ବପ୍ନର ଘର || Bhubaneswar Eviction Drive || Odisha Reporter
କାଲି ପନିକି, ଆଜି ଢ଼େଲା ତଥାପି ଭାଙ୍ଗିଲା ସ୍ବପ୍ନର ଘର ଭୁବନେଶ୍ୱର ପୋଟିଆ ଅଞ୍ଚଳରେ ଚାଲିଛି ପ୍ରଶାସନର ମେଗା ଉଚ୍ଛେଦ ଅଭିଯାନ। ୬୨ ଏକର ସରକାରୀ ଜମିରୁ ଜବରଦଖଲ ହଟାଇବା ବେଳେ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିଥିଲେ। କେଉଁଠି ମହିଳାମାନେ ବୁଲଡୋଜର ଆଗରେ ଶୋଇପଡ଼ିଥିଲେ ତ ଆଉ କେଉଁଠି ପ୍ରଶାସନକୁ ଢେଲା ପଥର ମାଡ଼ ହୋଇଥିଲା। ତଥାପି ସବୁ ବାଧାବିଘ୍ନକୁ ଏଡ଼ାଇ ଜାରି ରହିଛି ବିଏମସି ଓ ବିଡିଏର ମିଳିତ ଚଢ଼ାଉ। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: https://www.instagram.com/odisharepor... #Bhubaneswar #BJPGovernment

Special Story | ଘର ଝାଡ଼ଖଣ୍ଡ- ବିହାର, ସାଲିଆ ସାହିରେ ପତିଆରା | Salia Sahi Bhubaneswar | Odisha Reporter

Naveen Gave Us Land Holding Certificate...Watch Reaction After Govt Warns Occupants of Narayani Slum

ମୁଁ କହୁଛି ଛକି କାନ୍ଥରେ ମାର୍, ଚିହ୍ନ ମାରିଦେଲେ କାଲି ବୁଲିବ ବୁଲଡୋଜର ! Kalarahanga Eviction drive, bbsr

ଚାକିରି ଅସଲି , ସାର୍ଟିଫିକେଟ୍ ନକଲି । | Odisha Reporter

ଭୟଙ୍କର ହେଲାଣି ବନ୍ୟା, ଭାଙ୍ଗିଲା ସାଳନ୍ଦୀ ନଦୀ ବନ୍ଧ.. ବୈତରଣୀରେ ବଡ଼ ବନ୍ୟା ବୁଡ଼ିଯିବ ଯାଜପୁର ଭଦ୍ରକ...

କ୍ୱାଟର ପାଇଁ ୫୦ ହଜାର ନେଇଛନ୍ତି ଅଧ୍ୟାପକ ଭୂୟାଁ ବାବୁ | Odia News Live Updates | Latest Odia News |

ವರ್ಷಗಳ ನಂತರ ನನ್ನ ಕರುನಾಡಲ್ಲಿ😍 Dr Bro

Gold Snatcher Busted! Family Nabs Thief Who Jumped for Mangalsutra in Puri-bound Train | Argus News

କବାଟ ଖୋଲିଲେନି ବିଦ୍ୟାଭାରତୀ | Odisha Reporter

ବିପଦ ସଙ୍କେତ ଟପିଲା ବୈତରଣୀ, ବୁଡ଼ିଗଲା ଯାଜପୁର-ଭଦ୍ରକ...ଘର ଛାଡନ୍ତୁ ମାଇକ୍ରେ କରାଗଲା ପ୍ରଚାର.. Flood in Jajpur

କ୍ୱାର୍ଟର କେଳେଙ୍କାରୀ ପଛରେ କିଏ ? || Bhubaneswar Govt Quarters Rented Illegally || Odisha Reporter

BALASORE HEAVY RAIN : ବାଲେଶ୍ୱରରେ ଭୟଙ୍କର ବନ୍ୟା! NH ଉପରେ ଭାସିଲା ବସ୍, କାର୍, ଟ୍ରକ୍

Marine police conduct operation on island after drone spots naxalites hiding | Kalinga TV

Rok Thok Live | ଖଣିଭରା କେନ୍ଦୁଝରରେ ବି ନଗଡା | କେନ୍ଦୁଝର ତେଲକୋଇ ନିର୍ବାଚନ ମଣ୍ଡଳୀରୁ | 21 May 2024

Puri Driver Sets Example of Honesty, Returns Bag Containing Gold and Cash to Owner

ସାର୍ ଗଲେ ଜେଲ ,ଶାନ୍ତିରେ ନିଃଶ୍ବାସ ମାରିବେ ମ୍ୟାଡାମ | Odisha Reporter

ମାଡ଼ି ବସିଥିଲେ 100 କୋଟିର ଜମି! ସରକାର ଚଲେଇଦେଲେ ବୁଲଡୋଜର | Odisha Reporter

ଗରିବ ଲୋକଙ୍କ ଘର ଭାଙ୍ଗୁଛ, ଶୀତ ରାତିରେ ଲୋକ କୋଉଠି ରହିବେ ! Salia sahi Eviction drive in Bhubaneswar

ସରକାରଙ୍କ ପାଇଁ ହାନି ନା ଲାଭ | Odisha Reporter

