ମେନୋପଜ୍ ପରେ ସ୍ୱାସ୍ଥ୍ୟ ସମସ୍ୟା । Dr Indira Palo on Menopause in Odia | Causes & Symptoms
#WomenHealth #Menopause #OdiaHealthTips ଋତୁସ୍ରାବ ବନ୍ଦ ହେବାକୁ ମନୋପଜ୍ ବୋଲି କହିଥାଉ। ଏହା ଏପରି ଏକ ସମୟ, ଯେତେବେଳେ କି ମହିଳାମାନଙ୍କ ମାସିକ ଋତୁସ୍ରାବ ଚକ୍ର ଶେଷ ହୋଇଆସେ। କିନ୍ତୁ ଏହି ସମୟରେ ଶରୀରରେ ହରମୋନ୍ରେ ପରିବର୍ତ୍ତନ ଆସେ। ଫଳରେ ମହିଳାମାନେ ଶାରୀରିକ ଓ ମାନସିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ତେବେ ମେନୋପଜ୍ ସମୟରେ ମହିଳାମାନେ କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି? ଏହି ସମୟରେ ସେମାନେ ନିଜର ଯତ୍ନ କିପରି ନେବେ? ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଇନ୍ଦିରା ପାଳ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ମେନୋପଜ୍ କ’ଣ? (0:00) କେଉଁ ବୟସରେ ମହିଳାଙ୍କର ମେନୋପଜ୍ ହୋଇଥାଏ? (1:11) ମେନୋପଜ୍ ହେବା ପୂର୍ବରୁ କେଉଁ କେଉଁ ଲକ୍ଷଣ ଦେଖାଦିଏ? (4:22) ମେନୋପଜ୍ ପରେ ସ୍ୱାସ୍ଥ୍ୟଜନିତ ସମସ୍ୟା (7:16) ମେନୋପଜ୍ ସମୟରେ ମହିଳାଙ୍କ ଜୀବନଶୈଳୀ (9:13) ଡାକ୍ତରଙ୍କ ପରାମର୍ଶ (12:35) Menopause is the time that marks the end of your menstrual cycles. But at this point the hormones in the body change. As a result, women face physical and mental problems. So what health problems do women face during menopause? How will they take care of themselves at this time? Let's find out what Dr Indira Palo, an Obstetrician & Gynecologist has to say. In this video, What is Menopause? (0:00) At what age does a woman have Menopause? (1:11) What are the symptoms before Menopause? (4:22) Health problems after Menopause (7:16) Women's lifestyle during menopause (9:13) Doctor's Advice (12:35) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ମହିଳାଙ୍କଠାରେ ୫ ଲକ୍ଷଣ: ଅଣଦେଖା କରନ୍ତୁ ନାହିଁ |5 Warning Signs Every Woman Should Know| Dr Swarnima Das

ଯୌନାଙ୍ଗ ସମସ୍ୟା: କାରଣ ଓ ଚିକିତ୍ସା | Sexual/ Genital Problems in Odia | Dr Debabrata Sabat

Cooking A Massive Lamb Pilaf For a Mountain Village Feast!

ଜାଣନ୍ତୁ କେମିତି ବଦଳିଲା ଜୀବନ। Tirupati Panigrahi interview | Hi-Tech Medical College and Hospital

ଥାଇରଏଡ୍ ରୋଗର ଲକ୍ଷଣ ଓ ଏହାର ଚିକିତ୍ସା | Dr. Abhay Kumar Sahoo on Thyroid Symptoms and Treatment in Odia

Tom and Jerry | Quackers and Friends Mega Compilation | Vol. 21 | Warner Classics

ମହିଳାଙ୍କଠାରେ ହରମୋନ୍ ଅସନ୍ତୁଳନ: କିଭଳି ପ୍ରଭାବ ପକାଉଛି? | Hormonal Imbalance, in Odia | Dr Swarnima Das

Estrogen 101: What I Learned From the World’s Top Menopause Doctors

Stay Fit | Watch to know about Symptoms, meaning of Menopause

ଟାହିଆ ବିଭ୍ରାଟ ପଛରେ ଦୁଇଟି ବଡ କାରଣ ! ?Stampede In Ratha Yatra | Lord Jagannath Tahia | | odia news

The No.1 Menopause Doctor: They’re Lying To You About Menopause! Mary Claire Haver

ବାରମ୍ବାର ପରିସ୍ରା ଲାଗିବା: ଏହାର କାରଣ କ’ଣ? | Overactive Bladder in Odia | Dr Debabrata Sabat

The #1 Menopause Doctor: How to Lose Belly Fat, Sleep Better, & Stop Suffering Now

ଋତୁସ୍ରାବ (ପିରିୟଡ୍ସ) ଅନିୟମିତତା କାହିଁକି ହୁଏ? | Dr Chinmayee Kar on Menstrual Cycle in Odia

ଗର୍ଭଧାରଣରେ ସମସ୍ୟା: ହୋଇପାରେ ପିସିଓଏସ୍ | PCOS & Pregnancy in Odia | Treatment | Dr Alakta Das

Bioidentische Hormone, natürlich, pflanzlich und ohne Nebenwirkungen? Frauenarzt

Why Didn't Lord Jagannath Come to the Grand Road? | Nirbhay Gumar Katha

How to Treat Urinary Incontinence in Older Women

Aarogya: What Is An “Irregular” Menstrual Cycle? How Can It Be Treated ?

