KORADA ।। କୋରଡ଼ା।। GOOD FRIDAY ।। NEW ODIA CHRISTIAN SONG ।। VOICE: WORSHIPER :K.PRADEEP ( MUNNA )

KORADA ।। କୋରଡ଼ା ।। GOOD FRIDAY SONG ।। ଦୁଃଖୋ ଭୋଗ ଗୀତ ।। NEW ODIA CHRISTIAN SONG ।। VOICE: WORSHIPER :K.PRADEEP ( MUNNA ) ସମସ୍ତ ଶ୍ରୋତା ବନ୍ଧୁ ମାନଙ୍କୁ ନମସ୍କାର । ଆମର ଏହି ଗୀତରେ ଆମେ ଦେଖୁଛୁ ପଵିତ୍ର ଶାସ୍ତ୍ର ବାଇବଲ ଅନୁଯାୟୀ , { ପ୍ରୋଥମ ବିଷୟ }କାରଣ ତୁମ୍ଭେମାନେ ମେଷ ତୁଲ୍ୟ ବିପଥଗାମୀ ହୋଇଥିଲ, କିନ୍ତୁ ଏବେ ତୁମ୍ଭମାନଙ୍କ ଆତ୍ମାର ପାଳକ ଓ ଅଧ୍ୟକ୍ଷଙ୍କ ନିକଟକୁ ବାହୁଡ଼ି ଆସିଅଛ। ( 1 ପିତର 2:25 ) ଅନୁଯାୟୀ { ଦ୍ୱିତୀୟ ବିଶୋୟ } ବରଂ ନିଖୁନ୍ତ ଓ ନିଷ୍କଳଙ୍କ ମେଷଶାବକ ସଦୃଶ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛ। ( 1 ପିତର 1:19 ) ଅନୁଯାୟୀ ଓ { ତୃତୀୟ ବିଷୟ }ଆମେ ଯେତେ ଲୋକ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ଵୀକାର କରିଛୁ , ସେ ସୋମସ୍ତଙ୍କୁ ସେ ଉଧାର କରିଛନ୍ତି । ଆଜି ଆମେ ଯୀଶୁଙ୍କୁ କେବଳ ବିଶ୍ୱାସ କରିବା ନାହିଁ ପ୍ରୋଭୁ ବୋଲି ସ୍ବୀକାର ମଧ୍ୟ କରିବା, ଆଜି ଆମୋର ମନ, ପ୍ରାଣ ଓ ଶରୀର ଦେଇ ତାଙ୍କୁ ଗୌରବ କରିବା , କାରଣ ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣା-ଯାଇଅଛ; ଏଣୁ ତୁମ୍ଭମାନଙ୍କ ଶରୀରରେ ଈଶ୍ଵରଙ୍କ ଗୌରବ ପ୍ରକାଶ କର। ( 1 କରିନ୍ଥୀୟ 6:20 ) ଧନ୍ୟବାଦ 🙏🙏🙏 LYRICS::: ହେ.. ଯୀଶୁ... ହେ.. ପ୍ରଭୁ..... ହେ.. ଯୀଶୁ... ହେ... ପ୍ରଭୁ.... କୋରଡା ବାଜି ଚିରି ଗଲା.. ଯୀଶୁ ଙ୍କ ଶରୀର ଧାର ଧାର ହୋଇ ବହିଗଲା ଅଙ୍ଗ ରୁ ରୁଧିର....................{ 2 } କୃଶେ ଥାଇ କରିଲେ ସେ କ୍ଷମା ର ପ୍ରାର୍ଥନା ଆହେ ପିତା କ୍ଷମା କର ( ଏ ମଣିଷ ଜାଣେନା ).................................{ 2 } ବନ୍ଧୁ ସେ କେତେ ପ୍ରେମ କଲେ , ଜୀବନ୍ତ ପୋଥ ଦେଖାଇଲେ ସୁଝି କେ ପାରିବ.. ୠଣ ସେ ପ୍ରେମ ର..... କରଡା ବାଜି ଚିରି ଗଲା...........! ୧/ ପାପ ଦଉଡି ରେ ମୋ ଜୀବନ ଛନ୍ଦି ହୋଇ ଥିଲା.. ମୃତ୍ୟୁ ଛାଇ ମୋତେ ଚାରି ଆଡେ ବନ୍ଦୀ କରି ଥିଲା... ଆ.... ଆ... ଆ... ଆ..... ଆ..........…...................{ 2 } ନିଃସହାୟ ହୋଇ ଥିଲି , ଏ ଜଗତେ ମୁଁ ଦିନେ ବଞ୍ଚିବାକୁ ଆଶା ଦେଲ, ( ଯୀଶୁ ମୋ ଜୀବନେ )......................................{ 2 } କୃଶେ ଝରା ସେହି ବାଣୀ ଛାତି ଦିଏ ଚିରି କର୍ଣ୍ଣେ ମୋର ଶୁଣେ ଯେବେ, ଲୁହ ଯାଏ ଝରି ( ଯୀଶୁ ହେ ମୋହର )...…..............................{ 2 } କୋରଡା ବାଜି ଚିରି ଗଲା...........! ୨/ ତୁମ ଠାରୁ ଦୁରେ ରହି ମୁଁ ଯେ, ହୋଇଥିଲି ପର.. ବହୁମୂଲ୍ୟ ରକ୍ତ ଦେଇ ମୋତେ,କଲ ଆପଣା ର.. ଆ.... ଆ... ଆ... ଆ..... ଆ..... ଜଗତ ଅନ୍ଧାରେ ପଡ଼ିଥିଲା, ଜୀବନ ମୋହର ଆସିଲ ଜୀବନେ ଜ୍ୟୋତି ହୋଇ ହେ ମୋର ଈଶ୍ୱର... ତୁମବିନା ମୂଲ୍ୟହୀନ ଏ ଜୀବନ ମୋହର ଚାଲିବି ମୁଁ ସାଥେ ସାଥେ (ପ୍ରେମିକ ଈଶ୍ୱର)..........................…...................{ 2 } ଜୀବନକୁ ପାଦେ ତୁମ ସମର୍ପି ଦେଇଚି ଚିର କାଳ ପାଇଁ ଯୀଶୁ ତୁମରି ହୋଇଛି ( ଯୀଶୁ ହେ ମୋହର)................................{ 2 } କୋରଡ଼ା ବାଜି ଚିରି ଗଲା.. ଯୀଶୁ ଙ୍କ ଶରୀର ଧାର ଧାର ହୋଇ ବହିଗଲା ଅଙ୍ଗ ରୁ ରୁଧିର... ଅଙ୍ଗ ରୁ ରୁଧିର ଯୀଶୁ ହେ ମୋହର ପ୍ରେମିକ ଈଶ୍ୱର ✍️ Lyrics compose : Pr, Michael Kuldeep 🎤 Voice: Worshiper:K.Pradeep ( Munna ) 🎹 Music Arrangement : Bapy samal 🎧 Recording,Mix & Mastering:SB studio Rayagada 🎥 Camera & Editing : Charchil Takri ( Tuku ) 💐 Special Thanks: Adonai Worshipe Family members ଏ ଗୀତଟି ଭଲ ଲାଗିଲେ like କରନ୍ତୁ । ଆମ chenal କୁ subscribe କରନ୍ତୁ । ଆଉ ଏ ଗୀତକୁ ଅନ୍ୟ ମାନଙ୍କୁ share କରିବାକୁ ଭୁଲନ୍ତୁ ନାହିଁ l ଆମ ଗ୍ରୁପ୍ ମେମ୍ବର ମାନୋଙ୍କ ପାଇଁ ପ୍ରାର୍ଥନା କରନ୍ତ ଜେପରି ଆହୁରି ନୁଆ ନୁଆ ଗୀତ ଆଣିବୁ 🙏🙏🙏🙏 !! ANTY PIRACY !! This content is copyright to ADONAI WORSHIP FAMILY any unauthorised reproduction redestribution re-upload (audio or video) is strictly prohibited of this material.legal action will be taken against those who violate this copyright material present .

PREMA BADALARE//ପ୍ରେମ ବଦଳରେ//NEW GOOD FRIDAY SONG 2026//BALIA LIMA//SANJIB BISHOYI
▶︎

PREMA BADALARE//ପ୍ରେମ ବଦଳରେ//NEW GOOD FRIDAY SONG 2026//BALIA LIMA//SANJIB BISHOYI

Peace of God: Piano Instrumental Worship & Prayer Music with Scriptures & Nature 🌿 CHRISTIAN piano
▶︎

Peace of God: Piano Instrumental Worship & Prayer Music with Scriptures & Nature 🌿 CHRISTIAN piano

TUMA PREMO KEDE GABHIRA || Odia Christian Song 2022 || Singer-K Pradeep || Studio Version Hd Video |
▶︎

TUMA PREMO KEDE GABHIRA || Odia Christian Song 2022 || Singer-K Pradeep || Studio Version Hd Video |

Karuchhi Papo Swikara ll କରୁଛି ପାପ ସ୍ୱୀକାର ll Lyrics and Music: Bhabani Sankar B. Singh
▶︎

Karuchhi Papo Swikara ll କରୁଛି ପାପ ସ୍ୱୀକାର ll Lyrics and Music: Bhabani Sankar B. Singh

PREMA BADALARE || ପ୍ରେମ ବଦଳରେ GOOD FRIDAY SONG || LIVE PERFORMANCE ZEET & SALIM
▶︎

PREMA BADALARE || ପ୍ରେମ ବଦଳରେ GOOD FRIDAY SONG || LIVE PERFORMANCE ZEET & SALIM

ଭାବ ବନ୍ଧନ | BHABA BANDHAN | ମଣିଷ ଈଶ୍ୱରଙ୍କୁ ସୃଷ୍ଟି କରିଛ ନା ଈଶ୍ୱର ମଣିଷକୁ ସୃଷ୍ଟି କରିଛି!
▶︎

ଭାବ ବନ୍ଧନ | BHABA BANDHAN | ମଣିଷ ଈଶ୍ୱରଙ୍କୁ ସୃଷ୍ଟି କରିଛ ନା ଈଶ୍ୱର ମଣିଷକୁ ସୃଷ୍ଟି କରିଛି!

Sabakthani | ଶବକଥାନୀ | Humane Sagar | Priyodas Mali | New odia devotional song 2026
▶︎

Sabakthani | ଶବକଥାନୀ | Humane Sagar | Priyodas Mali | New odia devotional song 2026

RESTORING THE ORDER 2026 - DAY-7 #dunsinoyekan #worship #intimacy
▶︎

RESTORING THE ORDER 2026 - DAY-7 #dunsinoyekan #worship #intimacy

Mount Athos Chant: The Most Healing Sound Ever Recorded — Let This Restore You
▶︎

Mount Athos Chant: The Most Healing Sound Ever Recorded — Let This Restore You

ଆସ ହେ ବିଶ୍ୱାସୀ ଗଣ II ASA HE BISWASIGANA ll ODIA CHRISTIAN SONG II S JITU II 02 / 01/2026 II
▶︎

ଆସ ହେ ବିଶ୍ୱାସୀ ଗଣ II ASA HE BISWASIGANA ll ODIA CHRISTIAN SONG II S JITU II 02 / 01/2026 II

Atula Sehi Premara Jhara || Good Friday Song || Female Version || Lyrical
▶︎

Atula Sehi Premara Jhara || Good Friday Song || Female Version || Lyrical

KALABARI TIRE RAKATARA DHARA | NEW ODIA GOOD FRIDAY CHRISTIAN SONG | LIPSHA NAYAK | STUDIO VERSION
▶︎

KALABARI TIRE RAKATARA DHARA | NEW ODIA GOOD FRIDAY CHRISTIAN SONG | LIPSHA NAYAK | STUDIO VERSION

Mount Athos Healing Sounds — Press Play & Let the Sacred Chants Heal You in the Background
▶︎

Mount Athos Healing Sounds — Press Play & Let the Sacred Chants Heal You in the Background

In Your Presence: Piano Instrumental Worship & Prayer Music with Scriptures & Nature🌿CHRISTIAN piano
▶︎

In Your Presence: Piano Instrumental Worship & Prayer Music with Scriptures & Nature🌿CHRISTIAN piano

ଯୀଶୁ ରାଜନ ||JISU RAJANA || JISU RAJANA NEW ODIA CHRISTIAN SONG || SINGER AAHANA BALIASINGH ||
▶︎

ଯୀଶୁ ରାଜନ ||JISU RAJANA || JISU RAJANA NEW ODIA CHRISTIAN SONG || SINGER AAHANA BALIASINGH ||

ଝୁଲିଛି ଦେଖ | Jhulichi Dekha (Full Song) | Sashank Shekhar | Good Friday Special Odia Christian Song
▶︎

ଝୁଲିଛି ଦେଖ | Jhulichi Dekha (Full Song) | Sashank Shekhar | Good Friday Special Odia Christian Song

ପ୍ରଭୁ ଯୀଶୁ ଦେଖାଇ ଦେଲେ ସ୍ୱର୍ଗର ବାଟ | New Odia Christian Song | Jesus Song Odia
▶︎

ପ୍ରଭୁ ଯୀଶୁ ଦେଖାଇ ଦେଲେ ସ୍ୱର୍ଗର ବାଟ | New Odia Christian Song | Jesus Song Odia

ତ୍ରୀ ଏକ ଇଶ୍ଵର ll TRI EKA ISWARA || Odia Christian Song 2022 || Singer-K Pradeep || Studio Version ||
▶︎

ତ୍ରୀ ଏକ ଇଶ୍ଵର ll TRI EKA ISWARA || Odia Christian Song 2022 || Singer-K Pradeep || Studio Version ||

The Guardian of this life / Pratipalaka Se Ehi Jibanara / Cover Song / Odia Christian Worship Song
▶︎

The Guardian of this life / Pratipalaka Se Ehi Jibanara / Cover Song / Odia Christian Worship Song

Rakhwala || Song By Bro. Akash David || @GenerationOfRevival
▶︎

Rakhwala || Song By Bro. Akash David || @GenerationOfRevival