ମଟନ ଡାଲମା ଥରେ ଖାଇବେ.. ହାତ ଚାଟିକି ରହିଯିବେ 😋 @Patia Toka At Patiagarh For Special Mutton Dalma

ମଟନ ଡାଲମା I ନାଁ ଟା ଶୁଣିବାକୁ ହୁଏତ ଟିକେ ଅଡୁଆ ଲାଗୁଥାଇ ପାରେ ? କିନ୍ତୁ ଥରେ ଖାଇଲେ ଆଉ ଭୁଲି ପାରିବେନି I ପୂର୍ବରୁ ଆପଣମନେ ହୁଏତ ମାଛ/ଚିଙ୍ଗୁଡ଼ି ଡାଲମା ଖାଇଥିବେ ହେଲେ ମଟନ ଡାଲମା? ହଁ ଏହାସତ ଯେ କିଛି ଲୋକ ୟା ବାବଦରେ ଉଣା ଅଧିକ ଜାଣିଥିବେ କିନ୍ତୁ ବହୁତ କମ ଲୋକ ଏହାର ସ୍ୱାଦ ଚାଖିଥିବେ I ଭୁବନେଶ୍ୱରରେ ଆମ ଗାଁ ପଟିଆଗଡ଼ର ଘରେ ଘରେ ପରିଚିତ ଏହି ମଟନ ଡାଲମା I ବେଳେ ବେଳେ ଆମେ ଗାଁରେ ଭୋଜି ଭାତ ହେଲେ ସମସ୍ତଙ୍କର ମଟନ ଡାଲମା କଥା ମନ ପଡିବା ସ୍ୱାଭାବିକ I କାହିଁକିନା ଥରେ ଯିଏ ୟା'ର ମଜ୍ଜା ଚାଖିଛି ସେ ଜାଣିଛି..... ଯେମିତି ମୁଁ I ଭିଡ଼ିଓରେ ଲୋକଙ୍କ ଭିଡ଼ ନ ଦେଖିଲେ ଆପଣ ଆଦୌ ବିଶ୍ୱାସ କରି ପାରିବେନି ଯେ, ଏହି ମଟନ ଡାଲମା ଖାଇବାକୁ କଣ ସତରେ ଏତେ ଭିଡ଼ ହୁଏ? ତେବେ ଆଉ ଡେରି କାହିଁକି, ଆସନ୍ତୁ ଜାଣିବା କଣ ଏହି ମଟନ ଡାଲମା ଆଉ ତାର Recipe ..... ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ନ ଦେଖିଲେ ମଟନ ଡାଲମା ବିଷୟରେ ଜାଣି ପାରିବେନି, ତେଣୁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ I ଆଉ ଏହି ପଟିଆ ଟୋକାକୁ ଏମିତି ଭଲ ପାଉଥାନ୍ତୁ I ଜୟ ଜଗନ୍ନାଥ 🙏🏻❤️ Welcome to Patia Toka, your passport to a world of culinary adventures and travel tales! We are your ultimate destination for immersive vlogs that whisk you away to diverse places, revealing the hidden gems of our planet and the incredible culinary wonders they hold. Join us as we explore the streets, savor unique foods, and unearth special dishes that define the essence of each location. Get ready to embark on a journey like no other, as we take you on a gastronomic and globetrotting escapade. Subscribe now and let Patia Toka be your gateway to unforgettable experiences, one bite and destination at a time! Facebook:   / patiatoka.in   Follow Patia Toka For Vlogs, Lifestyle, Entertainment. Join the journey for lots of fun and thrill. Loads of entertainment waiting......... Facebook:   / patiatoka.in   #patiatoka #duragapuja #dussehra #durgapujo #durgamaa #durgapuja2023 #bhubaneswar #maadurga #maa #Idol #vlog #travel #festival #mutton #food #muttonrecipe #muttoncurry #trending #trendingvideo #youtube #youtuber #viral #viralvlogs #videos #mela #minabazar #durgapujapandal #odisha #goldpandal #silverpandal #gold #silver

NANA MUTTON | 70 YEARS OLD DHABA | FAMOUS MUTTON IN BHUBANESWAR-CUTTACK HIGHWAY | ODISHA STREET FOOD
▶︎

NANA MUTTON | 70 YEARS OLD DHABA | FAMOUS MUTTON IN BHUBANESWAR-CUTTACK HIGHWAY | ODISHA STREET FOOD

300Km ଦୁରରୁ ଆସିଲୁ ପିଢା ହୋଟେଲ୍ ରେ ଖାଇବା ଲାଗି | Mutton Meals ସହିତ କଲିଜା କଷା କେମିତି ଲାଗିଲା Good or Bad
▶︎

300Km ଦୁରରୁ ଆସିଲୁ ପିଢା ହୋଟେଲ୍ ରେ ଖାଇବା ଲାଗି | Mutton Meals ସହିତ କଲିଜା କଷା କେମିତି ଲାଗିଲା Good or Bad

Puri Ra Best Desi Mutton Hotel @basudevvlogs
▶︎

Puri Ra Best Desi Mutton Hotel @basudevvlogs

ଲାଳ ବୁହାଇବ ମାଛ କାଲିଆ 😋 | ଥରେ ଖାଇଲେ ପାଟିରୁ ଛାଡିବନି @Twinklesuraj143 New recipe | Patia Toka
▶︎

ଲାଳ ବୁହାଇବ ମାଛ କାଲିଆ 😋 | ଥରେ ଖାଇଲେ ପାଟିରୁ ଛାଡିବନି @Twinklesuraj143 New recipe | Patia Toka

ପୁଅ ଦେଖା ଭୋଜି ଖିଆ 😀 OdiaVlogs
▶︎

ପୁଅ ଦେଖା ଭୋଜି ଖିଆ 😀 OdiaVlogs

New Special Mutton Recipe || ମଟନ ଘାଣ୍ଟ || Mutton Ghanta || ଖାଣ୍ଟି ଓଡ଼ିଆ Mutton ତରକାରୀ
▶︎

New Special Mutton Recipe || ମଟନ ଘାଣ୍ଟ || Mutton Ghanta || ଖାଣ୍ଟି ଓଡ଼ିଆ Mutton ତରକାରୀ

ୟାଙ୍କ ସାମ୍ନାରେ ସମସ୍ତେ Fail | Cuttack No.1 Bara Aloo Kasa ମାତ୍ର 30₹/- | Street Food
▶︎

ୟାଙ୍କ ସାମ୍ନାରେ ସମସ୍ତେ Fail | Cuttack No.1 Bara Aloo Kasa ମାତ୍ର 30₹/- | Street Food

ମଞ୍ଚେଶ୍ୱରର ସବୁଠାରୁ ପୁରୁଣା ଭାଇନା ମଟନ | ମାତ୍ର 120 ଟଙ୍କାରେ ଖାସି ମୁଣ୍ଡ ସହିତ 5 ପ୍ରକାର Item #mutton #hotel
▶︎

ମଞ୍ଚେଶ୍ୱରର ସବୁଠାରୁ ପୁରୁଣା ଭାଇନା ମଟନ | ମାତ୍ର 120 ଟଙ୍କାରେ ଖାସି ମୁଣ୍ଡ ସହିତ 5 ପ୍ରକାର Item #mutton #hotel

ଓଃ ଶାଳ ପତ୍ର ରେ ଚଟ୍ପଟା ଆଳୁ ମଟର ଚାଟ୍ || Alu Matar CHAAT || Chaat Recipe For Children || Ghugni Chaat.
▶︎

ଓଃ ଶାଳ ପତ୍ର ରେ ଚଟ୍ପଟା ଆଳୁ ମଟର ଚାଟ୍ || Alu Matar CHAAT || Chaat Recipe For Children || Ghugni Chaat.

Best ₹1 Tiffin in Angul //ଏକ ଟଙ୍କିଆ ବରା , ଚପ , 50 ପଇସା ର ଚଣି ବରା // Cheapest breakfast ,Hidden Place
▶︎

Best ₹1 Tiffin in Angul //ଏକ ଟଙ୍କିଆ ବରା , ଚପ , 50 ପଇସା ର ଚଣି ବରା // Cheapest breakfast ,Hidden Place

I refuse to see Russia as an enemy – Weltwoche Daily EN
▶︎

I refuse to see Russia as an enemy – Weltwoche Daily EN

No 1 Pakhala With Mutton in Cuttack || 25 Year Old Hidden Hotel @KatakiBhaina
▶︎

No 1 Pakhala With Mutton in Cuttack || 25 Year Old Hidden Hotel @KatakiBhaina

This Place is Famous For Puri Dalma At Puri Dham | Only 30₹ | Odisha Food Tour | Street Food India
▶︎

This Place is Famous For Puri Dalma At Puri Dham | Only 30₹ | Odisha Food Tour | Street Food India

Pari ର Food Review ଦେଖିକି ଆମ ମୁଣ୍ଡ ଖରାପ @basudevvlogs
▶︎

Pari ର Food Review ଦେଖିକି ଆମ ମୁଣ୍ଡ ଖରାପ @basudevvlogs

କେନ୍ଦୁଝର Special ଖାସି ମାଂସ ହୋଟେଲ , କିଛି ନାମ ନାହିଁ ଏଇ ହୋଟେଲର | Keonjhar Road Side Mutton Hotel
▶︎

କେନ୍ଦୁଝର Special ଖାସି ମାଂସ ହୋଟେଲ , କିଛି ନାମ ନାହିଁ ଏଇ ହୋଟେଲର | Keonjhar Road Side Mutton Hotel

12 Hours Extremely Fry Head & Legs For Breakfast | Sheikh Siri Paye Recipe | 200 Kg Siri Paye Making
▶︎

12 Hours Extremely Fry Head & Legs For Breakfast | Sheikh Siri Paye Recipe | 200 Kg Siri Paye Making

Popular Unlimited Mutton Thali In Cuttack Only Rs. 180/ - || Odia Food Vlog
▶︎

Popular Unlimited Mutton Thali In Cuttack Only Rs. 180/ - || Odia Food Vlog

Chaul Bara Chaat ଆପଣ First Time ଶୁଣିଥିବେ | ମାତ୍ର 20₹/- | Balangir ରୁ 40KM ଦୂର | Street Food
▶︎

Chaul Bara Chaat ଆପଣ First Time ଶୁଣିଥିବେ | ମାତ୍ର 20₹/- | Balangir ରୁ 40KM ଦୂର | Street Food

Village Famous RED COUNTRY Chicken Curry Eating with Rice | Village Cooking Review Channel
▶︎

Village Famous RED COUNTRY Chicken Curry Eating with Rice | Village Cooking Review Channel

Mumbai ରୁ ଆସିସନ୍ତି  crab masala 🦀 ||  ଖାଇବାକୁ 😋 CHILIKA DHABA  #foodvlog #odiavlog #youtubevideo
▶︎

Mumbai ରୁ ଆସିସନ୍ତି crab masala 🦀 || ଖାଇବାକୁ 😋 CHILIKA DHABA #foodvlog #odiavlog #youtubevideo