Baraja dulia ghan kalia| Archana Padhi |New sambalpuri Bhajan | New Jagannath Odia Bhajan ।
Credit :- Singer - Archana Padhi Lyrics/Producer - Master Lochan ( 7749076695 ) Music Arrangement - Bichitra Yadav Tract/Mastering - Swastik studio, Rajkhariar ମାଷ୍ଟର୍ ଲୋଚନ୍ ଙ୍କ ଦ୍ବାରା ରଚିତ ତଥା ପଶ୍ଚିମ ଓଡ଼ିଶାର ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଡ. ଅର୍ଚ୍ଚନା ପାଢ଼ୀ ସୁମଧୁର କଣ୍ଠରେ ଗାନ କରିଥିବା ହୃଦୟସ୍ପର୍ଶୀ ଜଗନ୍ନାଥ ଭଜନ ବରଜ ଦୂଳିଆ ଘନ କାଳିଆ ଗୀତଟି ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ ତେବେ ମୋ channel କୁ LIKE, COMMENT & SHARE କରନ୍ତୁ । ଧନ୍ୟବାଦ୍ 🙏 :Lyrics: ମୁଖଡ଼ା:- ମୟୂର ଚୁଲିଆ, ଚକା ଆଖିଆ, ଲଗେଇଦେ ତୋର୍ ଡୋରି ହଉଛେଁ ଗହକି , କେତେ ଉସତ, ଯିମି ଶିରିକ୍ଷେତ୍ର ପୁରୀ କଳା ମୋହନ, ମଧୁସୂଦନ , ଘାଏ ଦିଅ ତୁମର୍ ଦରଶନ (2 ) ତୁମର୍ ଦର୍ଶନ୍ ଟିକେ ପାଏବାକେ (2 ), ଟାକିଛନ୍ କେତେ ଭକତ ବରଜ ଦୁଲିଆ ଘନ୍ କାଳିଆ ହୋ ପ୍ରଭୁ ଜଗନ୍ନାଥ। ପତିତ ପାବନ ବାନା ଉଡେଇ ପାଳୁଛ ସାରା ଜଗତ ।0। ଅନ୍ତରା:- (୧) ନନ୍ଦିଘୋଷେ ବସି, ଆହେ ଚକାଆଖି, ଭକତକୁ ଦିଅ ଦରଶନ ଗୋବର୍ଦ୍ଧନ ଧାରୀ, ବାଙ୍କ ବିହାରୀ, ଆହେ ପ୍ରଭୁ କଳା ମୋହନ ଇଆଡ଼େ ବଳିଆ, ସେଆଡେ କାଳିଆ, ମଝି ସୁଭଦ୍ରା ବୁହେନ ଦୁଃଖୀ ଲୋକର୍ ଦୁଃଖ ,ଦୂର୍ ହେଇ ଯାଏସି, ଦେଖି ଦେଲେ କଳା ବଦନ ବାଜେ ଶଙ୍ଖ, ଘଣ୍ଟ, ହୁଳହୁଳି କାଳିଆ ଆସୁଥିଲେ ହଲିଢ଼ଳି ( 2 ) ତୋର୍ ଅବଢ଼ା ଟିକେ ପାଏବାକେ (2 ), ଆକୁଳ କେତେ ଭକତ ବରଜ ଦୁଲିଆ ଘନ୍ କାଳିଆ ହୋ ପ୍ରଭୁ ଜଗନ୍ନାଥ। ପତିତ ପାବନ ବାନା ଉଡେଇ ପାଳୁଛ ସାରା ଜଗତ ।1। ଅନ୍ତରା :- (୨) ଗୋଲ୍ ଗୋଲ୍ ଆଖି, ମନ୍ ଯାଏ ଲାଖି, ରଥେ ବିଜେ ତିନି ଠାକୁର ନଅ ଦିନ ଲାଗି, କାଳିଆ ଗୋସାଇଁ, ଯାଅ ତୁମେ ମାଉସୀ ଘର କେତେ ସାଜସଜା, ହେ କାଳିଆ ରଜା, ବାସେ ଚନ୍ଦନ କହର ଜାତି ଧର୍ମ ଭୁଲି, ଭକତର୍ ଅର୍ଦ୍ଦଳି, ଶୁନୁଛ କଳା ଠାକୁର ତୁମର୍ ମୁଡେନେ ମଲ୍ଲି ତୁଳସୀ ଛେନାପୋଡ଼ରେ ତୁମର ଖୁସି ( 2 ) ରଥ ଦଉଡି଼ ଟିକେ ଛିଇଁବାକେ (2 ), ଟାକିଛନ୍ କେତେ ଭକତ ବରଜ ଦୁଲିଆ ଘନ୍ କାଳିଆ ହେ ପ୍ରଭୁ ଜଗନ୍ନାଥ ପତିତ ପାବନ ବାନା ଉଡେଇ ପାଳୁଛ ସାରା ଜଗତ ମିଛ ଦୁନିଆଁରେ ପ୍ରଭୁ ତୁମେ ଏହା ସତ ନଟିଆ ନାଗର ହେପ୍ରଭୁ କଳା ସାଆନ୍ତ ।2। --+++----+++----+++---+++---++++---++++---++++--

BANDE MATARAM / LIPI BEHERA / REPUBLIC DAY SPECIAL / 2024 NEW DESH BHAKTI SONG

Top 10 Odia Jagannath Bhajan 2025 | Sourav Bharadwaj Hits

Patita Jananku Udhariba Pain

Shri Krishna Govind Hare Murari - Non Stop Krishna Bhajans Lofi | Bhakti Song | Krishna Bhajan

HADERESE PART-2||JASHOBANTA SAGAR||ARCHANA PADHI || STUDIO VERSION

Mu Chithi Lekhichhi Mo Nilamaniku | 4K Video | Kumar Bapi | Bhajan | Maa Sarala Nirmala Production

Maar Panat Kani: Sambalpuri Bhajan | Swagatika Tripathy | Subhashree | Shreeradhaa Motion Media

Dr. Archana Padhi nka SECRET katha @archanapadhiofficial2109

