କେନ୍ତା ରାନ୍ଧସନ୍? ଦେଶୀ Style ରେ ସଜନା ଶାଗ | Village Style Moringa Leaves Recipe

ଦେଶୀ ଷ୍ଟାଇଲରେ ସଜନା ଶାଗ ରନ୍ଧା | Village Style Moringa Leaves Recipe ଆଜିର ଭିଡିଓରେ ଆମେ ଦେଖିବା କେମିତି ସହଜ ଓ ଦେଶୀ ଷ୍ଟାଇଲରେ ସଜନା ଶାଗ (Moringa Leaves) ପ୍ରସ୍ତୁତ କରାଯାଏ। ଏହି ଶାଗ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଏବଂ ଏହାର ଗାଉଁଳି ସ୍ୱାଦ ସମସ୍ତଙ୍କୁ ପସନ୍ଦ ଆସିବ। ଯଦି ଆପଣଙ୍କୁ ଭିଡିଓଟି ଭଲ ଲାଗେ, ତେବେ Like, Share ଏବଂ Subscribe କରିବାକୁ ଭୁଲିବେ ନାହିଁ। ​Ingredients Used: 1.​ସଜନା ଶାଗ (Moringa Leaves) 2.​ରସୁଣ (Garlic) 3.​ଶୁଖିଲା ଲଙ୍କା (Dry Red Chili) 4.​ସୋରିଷ ତେଲ (Mustard Oil) ​#OdiaCooking #SajanaSagaRecipe #VillageStyleFood #MoringaLeavesRecipe