ଆଳୁ ଚାଷ ବୈଜ୍ଞାନିକ ପଦ୍ଧତିରେ POTATO CULTIVATION

Hi Arabinda Sahoo Agriculturist krushi sampada ଆଳୁ ଚାଷ ଏକ ଲାଭ ଜନକ ଚାଷ।ଏହା ସାଧାରଣତଃ October ରୁ November ମାସରେ ଚାଷ କରାଯାଏ।ଆଳୁ 80-120 ଦନରେ ଅମଳ ହୋଇଥାଏ।ଏହାର ବିଭିନ୍ନ କିସମ ମଧ୍ୟରେ ସଅଳ କିସମ କୁଫ୍ରି ଅଶୋକ, କୁଫ୍ରି ଚନ୍ଦ୍ରମୁଖୀ,କୁଫ୍ରି ଜଭାର ମାଧ୍ୟମ କିସମ ମଧ୍ୟରେ କୁଫ୍ରି ସୂର୍ଯ୍ୟ, କୁଫ୍ରି ଜ୍ୟୋତି,କୁଫ୍ରି ଲଳିମା , ବିଳମ୍ବ କିସମ ମଧ୍ୟରେ କୁଫ୍ରି ସିନ୍ଦୁରି।ଏହାକୁ Mancozeb 75%WP lit ପ୍ରତି 3gm ହିସବାରେ ବିଶୋଧନ କରି କରନ୍ତୁ।ଲଗାଇବା ପୂର୍ବରୁ Chloropyriphos ଏକର ପ୍ରତି 10kg ଓ Bleaching powder 5kg ପ୍ରୟୋଗ କରନ୍ତୁ।ସାର ହିସବାରେ DAP 50Kg ୟୁରିଆ 30kg ଓ potash36kg ଏକର ପ୍ରତି ପ୍ରୟୋଗ କରନ୍ତୁ। ମିଳିତ ଅନୁସର planted ଏକର ପ୍ରତି 10kg ପ୍ରୟୋଗ କରନ୍ତୁ।20-25 ଦିନ ବେଳକୁ ୟୁରିଆ 25kg ଓ ଜୈବିକ ସାର BIOZYME 12kg ପ୍ରୟୋଗ କରନ୍ତୁ।45ଦିନ ବେଳକୁ ୟୁରିଆ45kg ଓ potash 30kg ପ୍ରୟୋଗ କରନ୍ତୁ ।ହର୍ମୋନ Paclobutrazole 23℅SC ଏକର ପ୍ରତି 70-75ml ଅପରାହ୍ନରେ ଫସଲର 75-85 ଦିନରେ ସ୍ପ୍ରେ କରନ୍ତୁ।ସଅଳ କିସମର ପ୍ରୟୋଗ କରନ୍ତୁ ନାହିଁ।ଏକର ପ୍ରତି 30-40ହଜାର ଟଙ୍କା ଲାଭ ହୋଇଥାଏ। Thank you KRUSHI SAMPADA WATCH NEXT : ଗୋ ଅର୍କ    • Video   ବାଇଗଣ ଫଳବିନ୍ଧା ଓ କାଣ୍ଡ ବିନ୍ଧା    • FRUIT AND SHOOT BORER MANAGEMENT OF BRINJA...   ବଉଳ ଫୁଲ ଓ କଷି ଝଡ଼ିବା    • STOP FLOWER AND FRUIT DROP OF MANGO ଆମ୍ବ ବ...   ଫୁଲକୋବି ପୋକ ନିୟନ୍ତ୍ରଣ    • କୋବି ଫସଲର ପୋକ ନିୟନ୍ତ୍ରଣ    Pest Management...   #potatocultivatio #fertilizerpotato #potato #krushisampada #odia

ଅଧିକ ଅମଳକ୍ଷମ ଆଳୁ ଚାଷ | High yielding Potato in Odisha |
▶︎

ବର୍ଷା ଦିନ ପାଇଁ Top 10 ପନିପରିବା ଫସଲ ଅଳ୍ପ ଜାଗା ଅଧିକ ଅମଳ

duck farming business plan | duck farming in odisha | duck farming subsidy in odisha | duck chick

Organic Spinach cultivation କାର୍ତ୍ତିକ ମାସ ପାଇଁ organic କୋଶଳା ଶାଗ ଚାଷ

Why do potatoes grow in bags of soil have so many tubers? Here is the answer

ମେ ମାସରୁ ଆରମ୍ଭ କରନ୍ତୁ ଲଙ୍କା ଚାଷ, ହେବେ ମାଲାମାଲ୍ | Chili Cultivation A to Z Process | VNR 619

ବୁଲା ଷଣ୍ଢ ଓ ଜଙ୍ଗଲୀ ବାରାହ  Organic Repellant for Wild Boar

Afghan most Famous Kabuli Pulao | Pakistani Karahi | Biryani recipe | Roasted chicken | Street food

ଧଳାମାଛି ପାଇଁ   ଦେଶୀ RADAR How to make Yellow sticky trap

प्याज़ में कर दी PHD 👨‍🎓🧐 खोल दिये सारे राज || Onion Farming Explained in Details 🧅|| Indian Farmer

ଖରାଟିଆ ଚିନାବାଦାମ ଚାଷ ସାର ର Best combination 10-15 qtl ଅମଳ summer groundnut cultivation

15 एकड़ प्याज की शानदार खेती || Best onion farming technique technology in India

How Toilet Bowls Are Made | Amazing Toilet Bowl Manufacturing Process in Pakistan

Best fertilizer for Cauliflower Highest yield ଫୁଲକୋବି ଫସଲ ପାଇଁ Magic ସାର- ଆୟ 2ଗୁଣ

Growing Tomatoes in Bottles on Balcony for Fresh Fruit All Year

Coconut Farming|Major precautions before planting a dwarf veriety or native variety coconut plant.

🔥 ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତରୁ ବିଜେଡି ଉତ୍ତରୀୟ ପିନ୍ଧିଲେ ସୁଜାତା ରାଉତ, ହାତରେ ଧରାଇଲେ ଶଙ୍ଖ! 🐚OS

କଲରା ଚାଷରେ କେମିତି ୨ ଗୁଣା ଲାଭ କରିବେ (bitter gourd farming in odisha) .

Famous Biryani Street Food in Afghanistan | kabuli pulao | Roasted Chicken & Punjabi Curry | Rosh

ମୁଁ ଗୋଡ ତଳେ ପଡି ନେହୁରା ହେବାରୁ ଛାଡିଲେ ,ସ୍ୱାମୀଙ୍କୁ ଷ୍ଟେସନରେ ବାନ୍ଧିକି ବାଡ଼େଇଲେ  II Kalinga Today Live II