Patakalagi Darshan17 Julଆଜି ଧଳା ରଙ୍ଗର ପତାକାଲାଗି Puri Jagannath Temple Dhwaja Paribarttan

✨ ଆଜିର ପବିତ୍ର ଘଟଣା – ନୀଳଚକ୍ର ଉପରେ ଧଳା ରଙ୍ଗର ପତକାଲାଗି ✨ 📅 17-Jul-2026– ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନୀଳଚକ୍ର ଉପରେ ପବିତ୍ର ଧଳା ରଙ୍ଗର ପତକା ପରିବର୍ତ୍ତିତ ହେଲା। 🏛️ ଏହି ପତକାଲାଗି ଭକ୍ତମାନଙ୍କୁ ଦେଇଥାଏ ଶାନ୍ତି ଓ ଆଶୀର୍ବାଦ 📺 ଘରେ ବସି LIVE ଦେଖନ୍ତୁ — Jay Jagannath TV – ଆପଣଙ୍କ ଆଧ୍ୟାତ୍ମିକ ଯାତ୍ରାର ସାଥୀ 🙏 ଜୟ ଜଗନ୍ନାଥ ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ବା ପତକା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ବର୍ଷକ ବାର ମାସ ୩୬୫ ଦିନ ଖରା, ବର୍ଷା , ଶୀତ କୁ ଖାତିର ନ କରି ପ୍ରତିଦିନ ସନ୍ଧ୍ୟା ୫ ଟା ରେ ଚୁନରା ସେବକ ନୀଳଚକ୍ର ରେ ଧ୍ବଜା ବାନ୍ଧିବା ନିମନ୍ତେ ଶ୍ରୀମନ୍ଦିର ଚୁଡାକୁ ଆରୋହଣ କରିଥାନ୍ତି। ଏହି ସେବାକୁ ପତାକଲାଗି ସେବା କୁହାଯାଏ । ଶ୍ରୀମନ୍ଦିର ଭିତରେ ଏବଂ ସିଂହଦ୍ୱାର ସାମନାରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଗଣ ଏହି ପତକା ଲାଗି ଦର୍ଶନ କରି ଧନ୍ୟ ହୁଅନ୍ତି । ଚୁନରା ସେବକ ମାନେ ବେକରେ ନୂଆ ଧ୍ବଜା ବାନ୍ଧି ସେ ଶ୍ରୀମନ୍ଦିର ଆରୋହଣ କରିଥାନ୍ତି । ପ୍ରଥମେ ଅଁଳା ବେଢ଼ା ରେ ଥିବା ଧ୍ବଜା ମହାବୀର ଙ୍କୁ ଉପାସନା କରି ସେଠାରେ ଦୀପ ପ୍ରଜ୍ବଳନ କରି ସାରିବା ପରେ , ଅଁଳା ବେଢ଼ା ଉପରକୁ ଏକ ଲୁହା ସିକୁଳି ମାଧ୍ୟମରେ ଯାଇଥାନ୍ତି। ତତ୍ପରେ କଳସ ଉପରେ ଚଢ଼ି , ନୀଳଚକ୍ର ଶିଖରକୁ ଯାଇଥାନ୍ତି। । ସେଠାରେ ଥିବା ପୁରୁଣା ଧ୍ବଜା ପରିବର୍ତ୍ତନ କରି ନୂଆ ଧ୍ବଜା ଲାଗି କରିଥାନ୍ତି ଓ ଜଗତ ମଙ୍ଗଳ କାମନା କରିଥାନ୍ତି । ଏହି ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ବର୍ଣ୍ଣ ଓ ବେଳେ ବେଳେ ଧଳା ରଙ୍ଗର ହୋଇଥାଏ । ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ । #patakalagidarshan #jayjagannathtv #SidharthTV #jayjagannathlive #jagannath #jagannatha #jagannathtemple #JagannathCulture #NamitaAgrawal #SitaramAgrawal #SidharthUtsav #SidharthGold #SidharthMusic #SidharthNetwork #TodayPatakalagi #dhwajaarohan #banabandha ଜୟ ଜଗନ୍ନାଥ! 🙏 ଶୁଣନ୍ତୁ ଭକ୍ତଙ୍କ ଦିବ୍ୟ ଏବଂ ଅତ୍ୟନ୍ତ ଆବେଗପୂର୍ଣ୍ଣ ଅନୁଭୂତି—ଯେଉଁଠି ମହାପ୍ରଭୁ ଜଗନ୍ନାଥଙ୍କ କୃପା, ଭକ୍ତି ଓ ଅଲୌକିକ ଅନୁଭବର କଥା ଆପଣ ଶୁଣିପାରିବେ ଅନେକ ଭକ୍ତମାନଙ୍କଠୁ | Please Like, Share and Subscribe to Jay Jagannath Bhakta! 🔔 ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ ଏବଂ ପ୍ରତିଦିନ ମହାପ୍ରଭୁଙ୍କ ମହିମା ଶୁଣନ୍ତୁ। 📡 Watch “JAY JAGANNATH TV” on DTH: ================================== Tataplay – Channel 1799 Dish TV – Channel 1397 Airtel Digital – Channel 615 Videocon D2H – Channel 1397 Sun Direct – Channel 490 ===================================== Also available on all cable networks across Odisha. 📞 Contact : 6372804618 if could not watch our channel 🌐 Follow us on social media for daily LIVE updates and darshan : ========================================= Facebook: / jayjagannathtv Instagram: / jayjagannathtv YouTube: / @jayjagannathtvofficial Twitter: https://x.com/JayJagannathTV #JayJagannathBhakta #JagannathTVBhakta #JayJagannathTvBhakta #JayJagannathTvLive #JagannathDhamPuri #JayJagannathTvBhaktaLive #PuriJagannathTemple #ShriJagannathDarshan #MangalAartiLive #JagannathShringar #PuriRathYatraLive #JagannathBhajan #OdishaTempleLive #DailyDarshanPuri #JaiJagannath2025 #JagannathSayanDarshan #PuriMandirAarti #JagannathFlagChange

ସେବାୟତଙ୍କ ମୁହଁରେ ସତ ... କେମିତି ଭାଙ୍ଗିଲା ଟାହିଆ ? || Lord Jagannath's Tahia || Ratha Yatra 2026 || OR
▶︎

ସେବାୟତଙ୍କ ମୁହଁରେ ସତ ... କେମିତି ଭାଙ୍ଗିଲା ଟାହିଆ ? || Lord Jagannath's Tahia || Ratha Yatra 2026 || OR

🔴𝐋𝐈𝐕𝐄 𝐀𝐝𝐚𝐩𝐚 𝐌𝐚𝐧𝐝𝐚𝐩𝐚 𝐏𝐚𝐡𝐚𝐧𝐝𝐢 𝐁𝐢𝐣𝐞 | ଆଡ଼ପ ମଣ୍ଡପ ପହଣ୍ଡି ବିଜେ | 𝐉𝐚𝐠𝐚𝐧𝐧𝐚𝐭𝐡 𝐏𝐮𝐫𝐢 | 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 𝐓𝐕
▶︎

🔴𝐋𝐈𝐕𝐄 𝐀𝐝𝐚𝐩𝐚 𝐌𝐚𝐧𝐝𝐚𝐩𝐚 𝐏𝐚𝐡𝐚𝐧𝐝𝐢 𝐁𝐢𝐣𝐞 | ଆଡ଼ପ ମଣ୍ଡପ ପହଣ୍ଡି ବିଜେ | 𝐉𝐚𝐠𝐚𝐧𝐧𝐚𝐭𝐡 𝐏𝐮𝐫𝐢 | 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 𝐓𝐕

ଦେଉଳ ତୋଳା - ମାଳତୀ କୁ ଉଦ୍ଧାର କଲେ ପ୍ରଭୁ ଶ୍ରୀରାମ | EP 389 | ଶିବ ନନା | Deula Tola | Sidharth Utsav
▶︎

ଦେଉଳ ତୋଳା - ମାଳତୀ କୁ ଉଦ୍ଧାର କଲେ ପ୍ରଭୁ ଶ୍ରୀରାମ | EP 389 | ଶିବ ନନା | Deula Tola | Sidharth Utsav

ଶ୍ରୀମନ୍ଦିରର ୩ ବଡ଼ ରହସ୍ୟ ll EP- 18 ll Podcast with Pandit Suryanarayan Rathashrma | Kalinga TV
▶︎

ଶ୍ରୀମନ୍ଦିରର ୩ ବଡ଼ ରହସ୍ୟ ll EP- 18 ll Podcast with Pandit Suryanarayan Rathashrma | Kalinga TV

Lord Jagannath Recovers From Fever | Khali Lagi Ekadashi Rituals At Puri | Argus News
▶︎

Lord Jagannath Recovers From Fever | Khali Lagi Ekadashi Rituals At Puri | Argus News

LIVE | ବଡ଼ଦାଣ୍ଡରୁ ଆସିଲା ବଡ଼ ଖବର | Puri Rath Yatra 2026 LIVE |Jay Jagannath |Jagannath Puri |রথযাত্রা
▶︎

LIVE | ବଡ଼ଦାଣ୍ଡରୁ ଆସିଲା ବଡ଼ ଖବର | Puri Rath Yatra 2026 LIVE |Jay Jagannath |Jagannath Puri |রথযাত্রা

ଶ୍ରୀ ମନ୍ଦିରରେ ଘଟେ ରହସ୍ୟମୟ ଘଟଣା ll EP- 26 ll Podcast with Ramachandra dasmohapatra || Kalinga TV
▶︎

ଶ୍ରୀ ମନ୍ଦିରରେ ଘଟେ ରହସ୍ୟମୟ ଘଟଣା ll EP- 26 ll Podcast with Ramachandra dasmohapatra || Kalinga TV

ଗର୍ଭଗୃହର ଭିତିରି କଥା ll EP- 27 ll Podcast with Harekrusna singhari || Kalinga TV
▶︎

ଗର୍ଭଗୃହର ଭିତିରି କଥା ll EP- 27 ll Podcast with Harekrusna singhari || Kalinga TV

ମହାପ୍ରଭୁଙ୍କ ଟାହିଆ କୁଆଡ଼େ ଗଲା , ସବୁ ସତ କହିଦେଲେ କାରିଗର ! Lord Jagannath Missing Tahia mystery
▶︎

ମହାପ୍ରଭୁଙ୍କ ଟାହିଆ କୁଆଡ଼େ ଗଲା , ସବୁ ସତ କହିଦେଲେ କାରିଗର ! Lord Jagannath Missing Tahia mystery

କାହିଁକି ଅଭିନୟ ଓ ଓଡ଼ିଶା ଛାଡିଲେ ମିଠି ? | EP-168 | Podcast With Popular Actress Lipsa Satpathy
▶︎

କାହିଁକି ଅଭିନୟ ଓ ଓଡ଼ିଶା ଛାଡିଲେ ମିଠି ? | EP-168 | Podcast With Popular Actress Lipsa Satpathy

RUDRAM Decoded: The Literal, Philosophical & Esoteric Meanings | Sri Veda Vidyamba Saraswathi. Pt.1
▶︎

RUDRAM Decoded: The Literal, Philosophical & Esoteric Meanings | Sri Veda Vidyamba Saraswathi. Pt.1

ରଥରେ ପ୍ରଭୁଙ୍କୁ ଲାଗିଲା ଭୋଗ   Jay Jagannath Bhakta
▶︎

ରଥରେ ପ୍ରଭୁଙ୍କୁ ଲାଗିଲା ଭୋଗ Jay Jagannath Bhakta

🔴 Live | ରାତି ୧୧ଟାର ବଡ଼ ଖବର | 11PM Breaking News | 17th July 2026 | Puri Rath Yatra Live  Kanak News
▶︎

🔴 Live | ରାତି ୧୧ଟାର ବଡ଼ ଖବର | 11PM Breaking News | 17th July 2026 | Puri Rath Yatra Live Kanak News

Lies and "autocratic behavior" have little to do with the reality of the people in the country, s...
▶︎

Lies and "autocratic behavior" have little to do with the reality of the people in the country, s...

That’s it for now! 2nd half of July mediocre. Polar air temporarily, no heatwave in sight.
▶︎

That’s it for now! 2nd half of July mediocre. Polar air temporarily, no heatwave in sight.

Sri Vishnu Sahasranāmam | Vyāsāchārya: Bheeshma | Sri Dushyanth Sridhar | Recitation | Full Version
▶︎

Sri Vishnu Sahasranāmam | Vyāsāchārya: Bheeshma | Sri Dushyanth Sridhar | Recitation | Full Version

2026 Harvest | Barley
▶︎

2026 Harvest | Barley

SAY WHAT?? FORD KA OWNER SPILLS THE TEA LIVE!
▶︎

SAY WHAT?? FORD KA OWNER SPILLS THE TEA LIVE!

କେମିତି ଭାଙ୍ଗିଲା ଟାହିଆ ?Stampede In Ratha Yatra | Lord Jagannath Tahia | Ratha Yatra 2026| odia news
▶︎

କେମିତି ଭାଙ୍ଗିଲା ଟାହିଆ ?Stampede In Ratha Yatra | Lord Jagannath Tahia | Ratha Yatra 2026| odia news

Jagannath Sloka | Kaliyuga Most Powerful Mantra | Jai Shree Jagannath | चतुर्भुज जगन्नाथ आरती
▶︎

Jagannath Sloka | Kaliyuga Most Powerful Mantra | Jai Shree Jagannath | चतुर्भुज जगन्नाथ आरती