ଜମି ନ ଥାଇ ମଧ୍ୟ ଛେଳି ଚାଷ କରିପାରିବ
ନମସ୍କାର ଦର୍ଶକ ବନ୍ଧୁ ଆଜି ଆମେ ଆଲୋଚନା କରିବା ବ୍ଲକ ବେଙ୍ଗଲ ଛେଳି ଚାଷ ବିଷୟରେ ଓଡ଼ିଶାର ସମସ୍ତଙ୍କ ପ୍ରିୟ ଛେଳି ହେଉଚୁ ବ୍ଲକ ବେଙ୍ଗଲ ଛେଳି ଏହି ଛେଳି ରୋଗ ବେମାର ସମ୍ଭାଳି ବର୍ capacity ଅଧିକ ଅଛି ,ତେଣୁ କରି ଏହି ଛେଳି ଚାଷ ଚାଷୀ ଭାଇ ମାନେ ପାଲି ବା ପାଇ ଆଗ୍ରହ ହୋଇଥାନ୍ତି ,ଏହି ଛେଳି ଓଡ଼ିଶାର ଜଳବାୟୁ ରେ ସହଜ ରେ ବଞ୍ଚି ପାରିବ ,ତେଣୁ ଚାଷୀ ଭାଇ ମାନେ ଏହି ବ୍ଲକ ବେଙ୍ଗଲ ଛେଳି କୁ ଅଧିକ ପରିମାଣ ରଖିଥାନ୍ତି ,ଏହି ଛେଳି ଛୁଆ 2କିମା 3ଟି ଛୁଆ ଜନ୍ମ କରିଥାନ୍ତି ,ତେଣୁ ଏହି ଛେଳି ଶୀଘ୍ର ବଂଶ ବିସ୍ତାର କରିପାରନ୍ତି , ସେମାନଙ୍କ ପାଇଁ ଭଲ ଗୁହାଳ ତିଆରି କରି ଦେଲେ ଆହୁରି ସଫା ସୁତୁରା ରହି ପାରିବେ ,ଠିକ୍ ସମୟରେ ଟୀକା କରଣ କଲେ ସବୁଠୁ ଭଲ ଏହି ବିଷୟଟି କେମିତି ଲାଗିଲା କମେଣ୍ଟ ମାଧ୍ୟମ ରେ ଜଣାଇବେ like share subcribe କରିବେ dashara farming you tube channel like share କରନ୍ତୁ contact 9556378321

▶︎
🔴 Makkah Live | مكة مباشر | الحرم المكي مباشر | قناة القران الكريم السعودية مباشر | مكه المكرمه

▶︎
Guhal ghar pai sarakar niyam janiba ଗୁହାଳ ଘର ବିଷୟ ରେ ଜାଣିବା

▶︎
100 Goats + 2000 Poultry Integrated Farming | High Profit at Low Cost | Integrated Goat & Poultry...

▶︎
Jackfruit farming in odisha rayagada #ରାୟଗଡାର ପଣସ ରାଞ୍ଚି ଅଧିକ ଡିମାଣ୍ଡ #

▶︎
Relaxing Rain Sounds and Soft Piano Music for Deep Sleep, Stress Relief, and Peaceful Nights

▶︎
making a Classic dagger out of Pliers

▶︎
30 Days To Build A Stunning Outdoor Staircase For A Forest Farm | Building Darm in Forest

▶︎
OTET Exam Rescheduled to July 5 // 11 India bound ships transit Strait of Hormuz

▶︎
ଦିବ୍ୟାଙ୍ଗଙ୍କୁ ଠକିଦେଲେ ବିଧାୟକଙ୍କ ଲୋକ ll FOCUS PLUS ||

▶︎
today's morning news odisha | 24 june 2026 |Subhadra Yojana new updates | Stock market for beginners

▶︎
🔴 Makkah Live | مكة مباشر | الحرم المكي مباشر | قناة القران الكريم السعودية مباشر | مكه المكرمه

▶︎
October 19, 2025

▶︎
5ଟି ଛେଳି ରୁ ଆରମ୍ଭ କଲେ ଭାଲୁ ଭାଇନା #black bemgal goat farm in odisha

▶︎
🔴LIVE: ମୋଦିଙ୍କ ବାସ ଭବନରେ ଚାମେଲୀ ! ll FOCUS PLUS ||

▶︎
Portugal – Usbekistan Highlights | Gruppe K, FIFA WM 2026 | sportstudio

▶︎
Horticulture jogu #mango farming in odisha #

▶︎
Papaya farming in odisha #ମାଲିକ ନ ଥିବାରୁ ଉତ୍ତର ଅସମ୍ଭବ ହେଲା #

▶︎
Keral re maisi bikile Odisha re chheli chasa #

▶︎
1 Tag beim SEK: So hart ist die Spezialeinheit wirklich!

▶︎
