ଏକମାସ ପୂରଣ।ବାର୍ତ୍ତା ଓ ଦର୍ଶକ ଙ୍କ ଇଛା!! ସମସ୍ତ ଗୁରୁତ୍ୱପୂର୍ଣ୍ଣ ତାଜା ଖବର କ୍ଷୁଦ୍ର ଭାବେ ଉପସ୍ଥାପିତ

ଆଜି ଚ୍ୟାନେଲ ମୁ ମାସେ । ଏକମାସ ଯାତ୍ରା ରେ ଅନେକ କ୍ଷେତ୍ର ର ଖବର ସହ ଛୋଟମୋଟ ସମାଧାନ ଆମେ କରି ସାରିଛୁ।ଆପଣ ମାନଙ୍କ ଭଲ ପାଇବା ସାଥେ ଧରି କମ୍ ସମୟରେ ବହୁତ୍ ଆଗକୁ ଯାଇଛୁ। ଅନେକ ଗାଳି ଅନେକ ପ୍ରଶଂସା ଭିତରେ ନିଜର ନିଜତ୍ବ ତଥା ସଠିକ୍ ସୂଚନା ଖବର ଦେବା ଉଦ୍ଦୀପକ ଥମ୍ୱନେଲ ନ ଦେବା ଭଳି ବ୍ରତ ପୁରା ସତ୍ୟ ତଥ୍ୟ ଉପସ୍ଥାପିତ କରିବାର ସଂକଳ୍ପ ଆମେ ରକ୍ଷା କରିଛୁ। ଚ୍ୟାନେଲ ଆରମ୍ଭ ଆଗରୁ ଅନେକ ବ୍ୟକ୍ତିଙ୍କ ଘରୁ ଦୃଢ଼ ସମର୍ଥନ ର କଥା ପାଇଥିଲୁ କିଛି ବହୁତ୍ ସମର୍ଥନ କଲେ କିଛି ଜମା କଲେନି ଆମେ ଆମ ମୌଳିକତା ସହ ତଥାପି ଆଗକୁ ବଢିଚୁ।ସବୁ କ୍ଷେତ୍ର ର କଥା କହି କେଉଁ ବଡ଼ କମ୍ୟୁନିଟୀ ରେ ଆମ ଲିଙ୍କ୍ ପଡ଼ି ନାହିଁ ତଥାପି ଆମେ ହାରି ନାହୁଁ ଯେଉଁ ମାନଙ୍କ ଭଲ ପାଇବା ଅଛି ସେମାନଙ୍କ ଭରସା ବିଶ୍ୱାସ କୁ ପାଥେୟ କରି ସକାରାତ୍ମକ ସତ୍ୟ ଖବର ର ବ୍ୟାପକତା ପାଇଁ ଆରମ୍ଭ ହେଇଥିବା ପ୍ରୟାସ ଆଜି ପର୍ଯ୍ୟନ୍ତ ତାର ବାଟ ହୁଡ଼ି ନାହିଁ କି କେବେ ସେମିତି ହେବନି। ବାସ୍ ଆପଣ ମାନଙ୍କ ସମର୍ଥନ ଥାଉ ଆମେ ସେମିତି ବ୍ରତୀ ସହ ମାତ୍ରାଧିକ ଚେଷ୍ଟା ସହ ମାନବ ସମ୍ଭଳ ର ବିକାଶ କରୁ। ଏହି ଅବସର ରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂକ୍ଷିପ୍ତରେ ଦିଆଯାଇଛି ଯାହା କାଲି ଲାଇଭ ଆଉ ପରବର୍ତ୍ତୀ vdo ମାନଙ୍କରେ ବ୍ୟାଖ୍ୟା ସହ ପଡିବ। ଆମେ ଆପଣଙ୍କ ଠାରୁ ଏକ ମତାମତ ଖୋଜୁଛୁ ମନ୍ତବ୍ୟ ମାଧ୍ୟମରେ ସମସ୍ତେ ରିଭ୍ୟୁ ଦେବେ କେତେ ⭐ 5 ରୁ ଦେବେ ତାହା ମନ୍ତବ୍ୟରେ ଦେବେ। ଧନ୍ୟବାଦ କୃତଜ୍ଞତା। ଆମ ସହ ଯୋଗାଯୋଗ 9938680242 ଆମ ଟେଲିଗ୍ରାମ https://t.me/manoj098765 ଆମ what's app ଗ୍ରୁପ୍ https://chat.whatsapp.com/GhZzKdQiuPS...

CRE(RI,ARI,AMIN, SUPERVISOR) ପୁରା ପ୍ରକ୍ରିୟା କେମିତି ହବ? କିପରି ମାତ୍ରାଧିକ ପ୍ରାର୍ଥୀ ଙ୍କୁ ସୁଯୋଗ ଦେଇହେବ।
▶︎

Sevak sevika ଓ କେଶ୍ ସାଧାରଣ ଆଶାୟୀ ର ବେଦନା

NEW YORK: Everyone with any assets is fleeing the city!

The Agamic Solution to Saving Hindu Temples | The Temple as a Sacred Commons

📢 SSB TGT Geography | Globe & Maps Complete Theory Class | Contour of Relief Features

ଶିଶୁ ବାଟିକାରେ ଶିକ୍ଷକ ନିଯୁକ୍ତି ଖବର କଣ  ସତ୍ୟ !!!

Press Conference Debacle: Klingbeil Calls for Snitching and Labels it Justice!

Feministen-Rage gegen Gottschalk im ÖRR – Bolz & Mannhart

ASO ଉପରେ ସମ୍ପୂର୍ଣ୍ଣ ବିବରଣୀ ସହ ନିଯୁକ୍ତି ନେଇ BIG UPDATE

How to write research paper using ANY AI for College or Journal | No AI, No plagiarism

SUNDAY SERVICE | SHARON PRAYER TOWER Prophet Ramakanta Pani

ସେବକ ସେବିକା,jts କେଶ୍,RI FORESTER ଫଳ, କାଲି ଗୁଜବ ସବୁ ଗୋଟିଏ ସୂଚନାରେ..

RI,ARI(CRE) RESULT ଆସିଗଲା ହବ କଣ କେମିତି କରିବା

JTS ନିୟମିତ ପୁରା କାହାଣୀ ଆଉ ତାର ସିଦ୍ଧାନ୍ତ। ଆଉ କେତେ ବାଟ?

Drivers: Drop EVERYTHING right now!
▶︎

Drivers: Drop EVERYTHING right now!

France - Are All Nuclear Power Plants Offline? Really? - Heatwave and Shutdowns

ଧରା ପଡ଼ିଗଲା ଜଗା ଟାହିଆ ଷଡ଼ଯନ୍ତ୍ର!/ କାଢ଼ିନେଲେ ସେବାୟତ, ଫଶିଗଲେ ମୋହନ!/  Lord Jagannath may Destroy BJP!

Traffic Draining the Economy: What's the Solution? | Anushka | Dhananath | Charindra

Spahn becomes a father via surrogacy – Party members demand resignation | NIUS Live

ନୂଆ teacher vacancy ପୁରୁଣା jts ନିଯୁକ୍ତି ଆଗକୁ AT ଅସୁବିଧା ସମ୍ଭାବନା ସମସ୍ତ ତଥ୍ୟ ନେଇ ବିଶ୍ଳେଷଣ