ଏ ଦେହ ନଦୀରେ | E Deha Nadire Asichi Banyaa | Bhikari Bal Odia Modern Song | Kalachand Beuria
ଏ ଦେହ ନଦୀରେ ଆସିଛି ବନ୍ୟ | E Deha Nadire Asichi Banyaa | Bhikari Bal Odia Modern Song | Kalachand Beuria 📝 Video Description "ଏ ଦେହ ନଦୀରେ ଆସିଛି ବନ୍ୟା..." ଏବଂ "ଯାହାର ନାମ ଯୌବନ..." 🎶✨ ଓଡ଼ିଆ ସଙ୍ଗୀତ ଜଗତର କଣ୍ଠଶିଳ୍ପୀ ଭିକାରୀ ବଳଙ୍କ ସର୍ବକାଳୀନ ଶ୍ରେଷ୍ଠ ସାମାଜିକ ତଥା ଭାବପୂର୍ଣ୍ଣ ଆଧୁନିକ ଗୀତ । ସୁପ୍ରସିଦ୍ଧ ଗୀତିକାର ଗୌର ପଟ୍ଟନାୟକଙ୍କ ଲେଖନୀରୁ ସୃଷ୍ଟି ଏହି ଗୀତ ପ୍ରଥମ ପ୍ରେମର ଅନୁଭୁତିକୁ ସୁନ୍ଦର ଭବରେ ଉପସ୍ଥାପନ କରାଇଛନ୍ତି । Badsah Audio ପକ୍ଷରୁ ଏହି ଓଡ଼ିଆ ଆଧୁନିକ ଗୀତକୁ ଏକ ନୂତନ ସଙ୍ଗୀତ ସଂଯୋଜନା ଏବଂ AI Voice Model ର ଚମତ୍କାର ପ୍ରୟୋଗ ସହ ପୁନଃଉପସ୍ଥାପନ କରାଯାଇଛି। ଆଶା କରୁଛୁ ଏହି ସୁନ୍ଦର ଆଧୁନିକ ସଙ୍ଗୀତର ରୂପାନ୍ତରଣ ଆପଣଙ୍କ ମନକୁ ନିଶ୍ଚୟ ଛୁଇଁବ। ଯଦି ଏହି ପ୍ରୟାସଟି ଆପଣଙ୍କୁ ଭଲ ଲାଗିଥାଏ, ତେବେ ଭିଡିଓକୁ ଲାଇକ୍, ଶେୟାର୍ କରିବା ସହ ଆମ ଚ୍ୟାନେଲ୍କୁ Subscribe କରିବାକୁ ଭୁଲିବେ ନାହିଁ। କମେଣ୍ଟ ବକ୍ସରେ ଆପଣଙ୍କ ମତାମତ ନିଶ୍ଚୟ ଜଣାନ୍ତୁ। 🎵 Song Credits: Presentation: Badsah Audio Original Singer: Bhajan Samrat Bhikari Bal Lyrics: Goura Pattnayak Music Arrangement & Recreation: Kalachand Beuria Singer / AI Voice Model: Kalachand Beuria Category: Odia Modern Song Mashup (ଓଡ଼ିଆ ଆଧୁନିକ ଗୀତ ମ୍ୟାସଅପ୍) 🛠️ Technical Details & Production: Graphics Design (Thumbnail): Google AI Gemini, Yt Create Apps & Canva (Paid Version) Video & Post-Production: PowerDirector (Paid Version) Software/Tools: Licensed AI Tools (Commercial Use) 📜 AI Disclosure & Disclaimer: The vocals in this song have been digitally crafted using a Paid Commercial License AI voice model. The video production and editing have been done using PowerDirector (Paid Version). This creative work is produced under fair use for entertainment purposes, keeping the pure essence of original music alive. E Deha Nadire Asichi Banya, Jahara Nama Joubana, Bhikari Bal Odia Modern Song, Bhikari Bal Mashup, Bhikari Bal Medley, Goura Pattnayak Lyrics, Kalachand Beuria Songs, Kalachand Beuria AI Voice, Badsah Audio, Odia Adhunika Gita, Best Odia Modern Song, Heart Touching Odia Mashup, Bhikari Bal Hit Songs, Odia AI Modern Songs, New Odia Song 2026, Odia Adhunika Medley, PowerDirector Edited, Puratana Odia Adhunika Gita #️⃣ Hashtags: #OdiaModernSong #BhikariBal #GouraPattnayak #KalachandBeuria #BadsahAudio #EDehaNadireAsichiBanya #JaharaNamaJoubana #BhikariBalMashup #OdiaMedley #OdiaAdhunikaGita #AIVoiceModel #OdiaSong #NewOdiaSong #PowerDirectorEdit #PaidLicense Odia Lyrics : E deha Nadire Asichi Banyaaa ଏ ଦେହ ନଦୀ ରେ... ଆସିଛି ବନ୍ୟା... ଏ ଦେହ ନଦୀ ରେ ଆସିଛି ବନ୍ୟା ଯାହାର ନାମ ଯୌବନ ଏ ମନ ଆକାଶେ ଉଠିଛି ଜହ୍ନ ଉଠିଛି ଜହ୍ନ ଭରି ଦେଇ କମ୍ପନ ଏ ଦେହ ନଦୀ ରେ, ଏ ଦେହ ନଦୀ ରେ, ଏ ଦେହ ନଦୀ ରେ ପ୍ରେମ ବୋଲି ଯେଉଁ ଦୁଇଟି ଅକ୍ଷର ଶିଖିବାକୁ କଲି ବାଜି ଅଙ୍କ କଷି କଷି ହାଲିଆ ହେଲିଣି ଉତ୍ତର ପାଉନି ଖୋଜି ଏ ଆଖି ଯେ ମୋର ଦେଖୁଛି ସ୍ୱପ୍ନ ଏ ଆଖି ଯେ ମୋର ଦେଖୁଛି ସ୍ୱପ୍ନ ଦୁନିଆଟା ରଙ୍ଗୀନ ଏ ଦେହ ନଦୀ ରେ, ଏ ଦେହ ନଦୀ ରେ, ଏ ଦେହ ନଦୀ ରେ ସବୁ ପାଇବାକୁ ହାତ ବଢାଉଛି କିଛି ମୁଁ ପାରୁନି ଧରି କେମିତି କେଜାଣି କାହାଣୀ ସରିନି ନାଟକ ଯାଉଛି ସରି ଏ ମୋର ଜୀବନେ ପ୍ରଥମ ପ୍ରେମ ଏ ମୋର ଜୀବନେ ପ୍ରଥମ ପ୍ରେମ କିଏ କଲା ଅଙ୍କନ ଏ ଦେହ ନଦୀ ରେ ଆସିଛି ବନ୍ୟା ଯାହାର ନାମ ଯୌବନ ଏ ଦେହ ନଦୀ ରେ, ଏ ଦେହ ନଦୀ ରେ, ଏ ଦେହ ନଦୀ ରେ ଏ ଦେହ ନଦୀ ରେ, ଏ ଦେହ ନଦୀ ରେ, ଏ ଦେହ ନଦୀ ରେ

Sansar Batate Ame Duhe Ta Pagala || Jagannath🙏 New Odia Bhajan 2026 || Jay Jagannath Odia Bhajan

ଜଗାରେ ମୋ ଧନମଣିରେ । Jagare mo dhana manire । Pratyusa। Jagannath Bhajan ।Rath Yatra। sourav bharadwaj

നെഹ്റൂവിയൻ വിസ്മയങ്ങൾ !’ഗം’ | Gum 17 July 2026

The Entire History of Cologne in 19 Minutes

ସଚେତନ ବାର୍ତ୍ତା _ ଗାବ ଅଙ୍ଗ ଗତି (ପିଣ୍ଡ ତତ୍ତ୍ୱ) ମନ ବାଇରେ..

Bolero en la Madrugada – Entre Sombras de La Habana

Sontha Illu | Episode 1 | Prasad Behara | Mounica Bavireddi | JDV Prasad | Madhan | Infinitum Media

MERZ ATTACKS WEIDEL LIVE IN THE BUNDESTAG – THEN IT ESCALATES!

The First Crusade - Epic Medieval Song (Latin, Byzantine Greek & Old French)

STORM-CROWNED ⚡👑 | Valhalla Ragnarok | Epic Viking Metal | Official Music Video

Marea Salina - Amor Mio (Officilal Clip)

മാത്യു കുഴിനാടന്റെ പ്രസംഗം കേട്ട് അന്തംവിട്ടു മുഖ്യമന്ത്രി വി ഡി സതീശൻ

ଏ ବର୍ଷର ସୁପରହିଟ୍ ଜଗନ୍ନାଥ ଭଜନ | New Odia Jagannath Bhajan 2025 | All Bhakti Songs #bhaktisong

Madrugada en La Habana – Bolero para el Alma

Sontha Illu | Episode 2 | Prasad Behara | Mounica Bavireddi | JDV Prasad | Madhan | Infinitum Media

ମଶାଣି ମନେଇ ପାରୁନି | ହୃଦୟସ୍ପର୍ଶି ଓଡ଼ିଆ ଦୁଃଖଭରା ଗୀତ | Lyrics: Chandra Shekhar Go | Sitosna Music

No More US Flattery: Jaishankar's Bold Reporter Takedown

Master Yourself | Brian Tracy | The Power of Self-Control and Discipline

ତୁମ ସାଥେ ହବ ମୋ ଦେଖା l Tuma sathe haba mo dekha l Kumar Bapi l new jagannath bhajan l new sad song l

