କାନ୍ଦୁଛେ କୁମ୍ଭାରୀ ଗାଁ, କାନ୍ଦୁଛେ ମା -ସହିଦ ହେଇଗଲେ ସୁନା ପୁଓ ପ୍ରେମାନନ୍ଦ ମଲ୍ଲିକ... ସବୁଆଡେ ଶୋକର ଛାୟା...

କାନ୍ଦୁଛେ ମା , କାନ୍ଦୁଛେ ଗାଁ ... ଇଣ୍ଡିଆନ୍ ନେଭିରେ ଦେଶର ଲାଗି କାମ କରୁଥିଲେ ଆର୍ ଶେଷକେ ସହିଦ୍ ହେଇ ଯାଇଛନ ବରଗଡ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗାଁର ସୁନା ପୁଓ ଯବାନ ପ୍ରେମାନନ୍ଦ ମଲ୍ଲିକ ...। ଆଏଜ୍ ତାଙ୍କର ପାର୍ଥିବ ଶରୀର ଗାଁ କେ ପୁହୁଚିଲା ପରେ ପୂରା ଗାଁ କାନ୍ଦୁଥିଲା । କାରଣ ଗାଁର ପୁଓ ଦେଶ ମାଟିର ସେବା କରୁଥିଲେ ଆର୍ ସହିଦ୍ ହେଇଯାଇଛନ। ଲୋକକଳା ଗାଁ କୁମ୍ଭlରୀରେ ଜନମ୍ ହେଇଥିଲେ ପ୍ରେମରlଜ ମଲ୍ଲିକ l ବାପା - ନରେନ୍ଦ୍ର ମଲ୍ଲିକ। ପିଲାବେଲରୁ ଦେଶମାତୃକା ପାଇଁ ସପ୍ନ ଦେଖିଥିଲେ l କୁମ୍ଭାରୀ ହାଇସ୍କୁଲ ଉତ୍ତୀର୍ଣ୍ଣ ହେଲାପରେ ବରପାଲି କଲେଜରେ +୨ ବିଜ୍ଞାନରେ ପାଠ ପଢି ସାରିଲାପରେ ୨୦୧୨ ମସିହାରେ ଭାରତୀୟ ନୌସେନା ବାହିନୀରେ ଯୋଗଦେଇଥିଲେ l ଆଉ ଗୋଟିଏ ବର୍ଷ ଯାଇଥିଲେ ଅବସର ନେଇଥାନ୍ତେ l ହେଲେ ବିଧିର ବିଧାନ ସେ ସହୀଦ ହୋଇଯାଇଛନ୍ତି l ଆଜି ନୌସେନା ବାହିନୀ ପକ୍ଷରୁ ତାଙ୍କର ଜନ୍ମ ମାଟିରେ ତୋପ ସଲାମୀ ଦିଆଯାଇଛି l ତାଙ୍କର ପତ୍ନୀ ଓ ଶିଶୁ ଝିଅଟିଏ ଅଛନ୍ତି lହଜାର ହଜାର ଦେଶପ୍ରେମୀ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଶାସନ ପକ୍ଷରୁ ବରପାଲି ତହସିଲଦାର, ଆଇଆଇସି ,ବିଡ଼ିଓ , ଏନ୍ ଏ ସି ଓ ମହାପାତ୍ର ଓ ଜିଲ୍ଲା ପ୍ରଶାସନର ବିଭିନ୍ନ କର୍ମଚାରୀ ଗଣ ଉପସ୍ଥିତ ଥିଲେ । ଭାରତ ମାତାର କୋଳେ ସବୁଦିନ ପାଇଁ ଶୋଇ ପଡିଲେ ଯବାନ ମଲ୍ଲିକ।

"ଗୋଟିଏ ଝିଅର କାମୁଡିବା ପରିସ୍ଥିତି କେତେବେଳେ ଆସିବ ,ପ୍ରଥେମେ ସେ ପୋଲିସ ଉପରେ ଆକ୍ସନ ହେଉ "Advocate on Chameli
▶︎

ଚାମେଲିଙ୍କ ଚାରିପଟେ କ୍ୟାମେରା କାହିଁକି ? Sarpanch Chameli Ojha case | Chameli arrest | Kendrapara News

জামালপুর সীমান্তে পুশইন নিয়ে বিএসএফ-বিজিবির বাকবিতণ্ডতা, উত্তেজনা | Ekushey TV

"ପୋଲିସର ନିଜର ଯେତେବେଳେ ଦରକାର ହେବ ସେତେବେଳେ କ୍ୟାମେରା ଲଗେଇବ "ମନୀଷା  Chameli Ojha Police BDO

Niederlande – Japan Highlights | Gruppe F, FIFA WM 2026 | sportstudio

ବରଗଡ଼ ସହରରୁ ଆସିଲା ବଡ଼ଟେ ଖବର, ପୁରୋହିତ ହସ୍ପିଟାଲର ଭୁଲ ଚିକିତ୍ସା ଲାଗି ଚାଲିଗଲା ଜୀବନ୍, ରାସ୍ତାରୋକ କଲେ ଲୋକେ..

ଚାମେଲି ମୁକୁଳିବା ବାଟ ବନ୍ଦ ? Sarpanch Chameli Ojha case | Chameli arrest | Kendrapara News |odia news

ମୁଁ ଥିଲି ସେଦିନ ବିଡ଼ିଓ ଙ୍କ ଚ୍ୟାମ୍ବର୍ ରେ କିନ୍ତୁ ମୋତେ ପୋଲିସ ଏପର୍ଯ୍ୟନ୍ତ କିଛି ବି ପଚାରିନି || SANCHAR LIVE

ଦେଶ ପାଇଁ ସହୀଦ ହେଲେ କୁମ୍ଭାରୀର ବୀର ସନ୍ତାନ ପ୍ରେମରାଜ ମଲ୍ଲିକ : ରାଷ୍ଟ୍ରୀୟ ସମ୍ମାନ ସହ ଶେଷ ବିଦାୟ

ବିଜେପୁରରୁ ଆସିଲା ବଡ଼ଟେ ଖବର - ଯାକୁ ରଖିବେ ଅନନ୍ତ, ତାର କି କରିବ ବଳବନ୍ତ ? ଆଶ୍ଚର୍ଯ୍ୟ ଆଚମ୍ବିତ ଘଟଣା ଦେଖୁନ.....

ଦିବ୍ୟ ଶଙ୍କର ମିଶ୍ରଙ୍କ ଗୋଟି ଗୋଟି ଗୁମର ଖୋଲିଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ llFocus Plus

ଏମିତି ଦୁଃଖ କାହାଣୀ କେବେ ଶୁଣିନଥିବେ || Amiyabala Parida is a real-life hero in every sense of the word.

ଅତାବିରା ବିଧାୟକ ନିହାର ମହାନନ୍ଦ ଦେଲେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ, ତିଆରି ହେବା ବିରାଟ ମାର୍କେଟ କମ୍ପ୍ଲେକ୍ସ..

ରାଜକୀୟ ସମ୍ମାନ ସହିତ ହେଳା ଶହୀଦ ପ୍ରେମାନନ୍ଦଙ୍କ ଶେଷ ଯାତ୍ରା ସମ୍ପନ୍ନ । କାନ୍ଦୁଛେ ଅଞ୍ଚଳ ଝୁରୁଚ୍ଛେ ପରିବାର ଗାଁ

ନିର୍ଭୟା ଘଟଣାରେ ଦୋଷୀ ମାନେ ଫାଶୀ ପାଇବା ପୂର୍ବରୁ ସେଇ କେଇ ଘଣ୍ଟାର କାହାଣୀ | DELHI STORY l @A1odia

ଅତାବିରାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କେ ନେଇକରି ମୁହାଁମୁହିଁ  ବିଧାୟକ ନିହାର ଓ ଏକ୍ସ ବିଧାୟକା ସ୍ନେହାଙ୍ଗିନୀ

କଡା ହିସାବରେ ଟାର୍ଗେଟ କଲେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ସଭେ ଶୁଣିକରି ଚୁପ୍ - ଧୋଇଦେଲେ ଅଶ୍ୱିନୀ

lurupali kirtan at Nuasarsara #5 / krushna jiba pathe mate suaai deba / jibardhan ( 9583651580 )

ଠକ ବାଭନ୍// Thaka babhan//Sambalpuri comedy video //Miss Mili official//Mili comedy

ନର୍ସିଙ୍ଗହୋମରେ ଗର୍ଭବତୀ ମହିଳାଙ୍କ ଅପରେସନ ହେଉଥିଲା, ହେଲେ କେମିତି ଘଟିଲା ଏତେ ବଡ଼ ଘଟଣା? ଚାଲିଗଲା ଜୀବନ...!