Patakalagi Darshan(9-Feb)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change

✨ ଆଜିର ପବିତ୍ର ଘଟଣା – ନୀଳଚକ୍ର ଉପରେ ହଳଦିଆ ରଙ୍ଗର ପତାକାଲାଗି ✨ 📅 9-Feb -2026– ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନୀଳଚକ୍ର ଉପରେ ପବିତ୍ର ହଳଦିଆ ରଙ୍ଗର ପତାକା ପରିବର୍ତ୍ତିତ ହେଲା। 🏛️ ଏହି ପତାକାଲାଗି ଭକ୍ତମାନଙ୍କୁ ଦେଇଥାଏ ଶାନ୍ତି ଓ ଆଶୀର୍ବାଦ 📺 ଘରେ ବସି LIVE ଦେଖନ୍ତୁ — Jay Jagannath TV – ଆପଣଙ୍କ ଆଧ୍ୟାତ୍ମିକ ଯାତ୍ରାର ସାଥୀ 🙏 ଜୟ ଜଗନ୍ନାଥ ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ବା ପତାକା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ବର୍ଷକ ବାର ମାସ ୩୬୫ ଦିନ ଖରା, ବର୍ଷା , ଶୀତ କୁ ଖାତିର ନ କରି ପ୍ରତିଦିନ ସନ୍ଧ୍ୟା ୫ ଟା ରେ ଚୁନରା ସେବକ ନୀଳଚକ୍ର ରେ ଧ୍ବଜା ବାନ୍ଧିବା ନିମନ୍ତେ ଶ୍ରୀମନ୍ଦିର ଚୁଡାକୁ ଆରୋହଣ କରିଥାନ୍ତି। ଏହି ସେବାକୁ ପତାକଲାଗି ସେବା କୁହାଯାଏ । ଶ୍ରୀମନ୍ଦିର ଭିତରେ ଏବଂ ସିଂହଦ୍ୱାର ସାମନାରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଗଣ ଏହି ପତାକା ଲାଗି ଦର୍ଶନ କରି ଧନ୍ୟ ହୁଅନ୍ତି । ଚୁନରା ସେବକ ମାନେ ବେକରେ ନୂଆ ଧ୍ବଜା ବାନ୍ଧି ସେ ଶ୍ରୀମନ୍ଦିର ଆରୋହଣ କରିଥାନ୍ତି । ପ୍ରଥମେ ଅଁଳା ବେଢ଼ା ରେ ଥିବା ଧ୍ବଜା ମହାବୀର ଙ୍କୁ ଉପାସନା କରି ସେଠାରେ ଦୀପ ପ୍ରଜ୍ବଳନ କରି ସାରିବା ପରେ , ଅଁଳା ବେଢ଼ା ଉପରକୁ ଏକ ଲୁହା ସିକୁଳି ମାଧ୍ୟମରେ ଯାଇଥାନ୍ତି। ତତ୍ପରେ କଳସ ଉପରେ ଚଢ଼ି , ନୀଳଚକ୍ର ଶିଖରକୁ ଯାଇଥାନ୍ତି। । ସେଠାରେ ଥିବା ପୁରୁଣା ଧ୍ବଜା ପରିବର୍ତ୍ତନ କରି ନୂଆ ଧ୍ବଜା ଲାଗି କରିଥାନ୍ତି ଓ ଜଗତ ମଙ୍ଗଳ କାମନା କରିଥାନ୍ତି । ଏହି ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ବର୍ଣ୍ଣ ଓ ବେଳେ ବେଳେ ଧଳା ରଙ୍ଗର ହୋଇଥାଏ । ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ । #patakalagidarshan #jayjagannathtv #SidharthTV #jayjagannathlive #jagannath #jagannatha #jagannathtemple #JagannathCulture #NamitaAgrawal #SitaramAgrawal #SidharthUtsav #SidharthGold #SidharthMusic #SidharthNetwork #TodayPatakalagi #dhwajaarohan #banabandha "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 #jayjgannathtvlive #namitaagrawal #sidharthtv Watch "JAY JAGANNATH TV" on DTH: TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

ଆଜି ଜୁଲାଇ 20 ସୋମବାର ! Today's morning news Odisha ! Subhadra Yojana today news ! Smile odisha news
▶︎

ଆଜି ଜୁଲାଇ 20 ସୋମବାର ! Today's morning news Odisha ! Subhadra Yojana today news ! Smile odisha news

ଜଗନ୍ନାଥ ‍‌‌ଙ୍କ କାହାଣୀ  || ପ୍ରବଚନ || Jagannath story #story #video #jagannath
▶︎

ଜଗନ୍ନାଥ ‍‌‌ଙ୍କ କାହାଣୀ || ପ୍ରବଚନ || Jagannath story #story #video #jagannath

ଜୟପୁର ରଥଯାତ୍ରାରେ ରଥ ଟାଣିବାକୁ ଭକ୍ତଙ୍କ ଜନସମୁଦ୍ର, ହଠାତ୍ ଘଟିଲା...
▶︎

ଜୟପୁର ରଥଯାତ୍ରାରେ ରଥ ଟାଣିବାକୁ ଭକ୍ତଙ୍କ ଜନସମୁଦ୍ର, ହଠାତ୍ ଘଟିଲା...

ରାତିରେ କାହିଁକି ହୁଏ ବ୍ରହ୍ମ ପରିବର୍ତ୍ତନ ?Why Does the Brahma Transfer at night #otvdigital #srimandira
▶︎

ରାତିରେ କାହିଁକି ହୁଏ ବ୍ରହ୍ମ ପରିବର୍ତ୍ତନ ?Why Does the Brahma Transfer at night #otvdigital #srimandira

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I
▶︎

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I

ପତିତପାବନ ମଙ୍ଗଳ ଆଳତୀ ଦର୍ଶନ !! ଶ୍ରୀ ଜଗନ୍ନାଥ ଧାମ ପୁରୀ !! #patitapaban_mangal_arati #srijagannatha
▶︎

ପତିତପାବନ ମଙ୍ଗଳ ଆଳତୀ ଦର୍ଶନ !! ଶ୍ରୀ ଜଗନ୍ନାଥ ଧାମ ପୁରୀ !! #patitapaban_mangal_arati #srijagannatha

ଜଗନ୍ନାଥଙ୍କ ବାଡଗ୍ରାହୀଙ୍କ ମୁହଁରୁ ଲୋମଟାଙ୍କୁରା କାହାଣୀ  | Odisha Reporter
▶︎

ଜଗନ୍ନାଥଙ୍କ ବାଡଗ୍ରାହୀଙ୍କ ମୁହଁରୁ ଲୋମଟାଙ୍କୁରା କାହାଣୀ | Odisha Reporter

LIVE: Sringaar Aarti of Prabhu Shri  Ram Lalla from Ram Janmabhoomi, Ayodhya | 19th July 2026
▶︎

LIVE: Sringaar Aarti of Prabhu Shri Ram Lalla from Ram Janmabhoomi, Ayodhya | 19th July 2026

🔴LIVE | Sri Mandir Sandhya Darshan & Dhwaja Parivartan | Jagannath Temple, Puri Dham | Jagannath TV
▶︎

🔴LIVE | Sri Mandir Sandhya Darshan & Dhwaja Parivartan | Jagannath Temple, Puri Dham | Jagannath TV

କାହିଁକି ହେଲା ଟାହିଆ ବିବାଦ?  Stampede In Ratha Yatra | Lord Jagannath Tahia | ratha yatra | odia news
▶︎

କାହିଁକି ହେଲା ଟାହିଆ ବିବାଦ? Stampede In Ratha Yatra | Lord Jagannath Tahia | ratha yatra | odia news

ଜଗନ୍ନାଥ ସଂସ୍କୃତି ପ୍ରଚାରକ ଶ୍ରୀ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର | Kalinga TV
▶︎

ଜଗନ୍ନାଥ ସଂସ୍କୃତି ପ୍ରଚାରକ ଶ୍ରୀ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର | Kalinga TV

ଚୈତନ୍ୟ (ଭାଗ 10)ଏକମାତ୍ର ସତ୍ୟ ହତ୍ୟା :ଆଉ ସବୁକଥା ମିଥ୍ୟା (253)ଡକ୍ଟର ବିବୁଧରଞ୍ଜନ
▶︎

ଚୈତନ୍ୟ (ଭାଗ 10)ଏକମାତ୍ର ସତ୍ୟ ହତ୍ୟା :ଆଉ ସବୁକଥା ମିଥ୍ୟା (253)ଡକ୍ଟର ବିବୁଧରଞ୍ଜନ

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଅଷ୍ଟମ ସ୍କନ୍ଧର ୭ମ ଅଧ୍ୟାୟ | Jay Jagannath TV
▶︎

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଅଷ୍ଟମ ସ୍କନ୍ଧର ୭ମ ଅଧ୍ୟାୟ | Jay Jagannath TV

Live :- जगन्नाथ रथ यात्रा लाइव दर्शन~जगन्नाथ रथ यात्रा कथा~जगन्नाथ पुरी की | Jagnnath Puri Odia 2026
▶︎

Live :- जगन्नाथ रथ यात्रा लाइव दर्शन~जगन्नाथ रथ यात्रा कथा~जगन्नाथ पुरी की | Jagnnath Puri Odia 2026

Shri Jagannath Kripa Stuti | Dev Snana Purnima Special Bhajan 2026 | Jai Jagannath Swami
▶︎

Shri Jagannath Kripa Stuti | Dev Snana Purnima Special Bhajan 2026 | Jai Jagannath Swami

ଶ୍ରୀମନ୍ଦିରର ୩ ବଡ଼ ରହସ୍ୟ ll EP- 18 ll Podcast with Pandit Suryanarayan Rathashrma | Kalinga TV
▶︎

ଶ୍ରୀମନ୍ଦିରର ୩ ବଡ଼ ରହସ୍ୟ ll EP- 18 ll Podcast with Pandit Suryanarayan Rathashrma | Kalinga TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଦ୍ୱାଦଶ ସ୍କନ୍ଧର ୧୨ ଅଧ୍ୟାୟ | Jay Jagannath TV
▶︎

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଦ୍ୱାଦଶ ସ୍କନ୍ଧର ୧୨ ଅଧ୍ୟାୟ | Jay Jagannath TV

ଅଲୌକିକ ଅନୁଭୂତି, ଜଗନ୍ନାଥ ତାଙ୍କ ବାହାଘର ଭୋଜିରେ ମୋତେ ନିମନ୍ତ୍ରଣ କଲେ (213)ଡକ୍ଟର ବିବୁଧରଞ୍ଜନ
▶︎

ଅଲୌକିକ ଅନୁଭୂତି, ଜଗନ୍ନାଥ ତାଙ୍କ ବାହାଘର ଭୋଜିରେ ମୋତେ ନିମନ୍ତ୍ରଣ କଲେ (213)ଡକ୍ଟର ବିବୁଧରଞ୍ଜନ

Jagannath Puri Rath Yatra 2026 LIVE | Lord Jagannath Live Darshan | Rath Yatra Live Darshan 2026
▶︎

Jagannath Puri Rath Yatra 2026 LIVE | Lord Jagannath Live Darshan | Rath Yatra Live Darshan 2026

Jagannath Raksha Stotra | Jagannath Raksha Stotra | NiladriBije
▶︎

Jagannath Raksha Stotra | Jagannath Raksha Stotra | NiladriBije