ଅଠର ନଳା ଉପରେ ବେଆଇନ ମଟନ୍ ଭୋଜି || Puri Athara Nala Controversy || Odisha Reporter
ଅଠର ନଳା ଉପରେ ବେଆଇନ ମଟନ୍ ଭୋଜି, କିଛି ବଙ୍ଗାଳୀ ମିସ୍ତ୍ରୀ ଚୁଲି ଜାଳି ମଟନ ଭୋଜି କରୁଥିବା ଦେଖିବାକୁ ମିଳିଛି । ସଂରକ୍ଷିତ କୀର୍ତ୍ତିରାଜିର ୧୦୦ମି ପରିଧି ମଧ୍ୟରେ ଭୋଜି କରିବା ନିଷେଧ, ଐତିହ୍ୟସ୍ଥଳରେ ଭୋଜି କରିବାକୁ କିଏ ଅନୁମତି ଦେଲା ତାହା ପ୍ରଶ୍ନବାଚୀ । #AtharaNala #IllegalFeast #HeritageViolation #Kirtiraji #PuriControversy #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter
