Mu B Namita Agrawal Hebi - Studio Round FULL EPISODE -85| Best Singing Reality Show on Sidharrth TV
Sidharrth TV ର ନିଆରା Singing Reality Show "ମୁଁ ବି ନମିତା ଅଗ୍ରୱାଲ ହେବି" ଖୁବ୍ କମ୍ ଦିନ ଭିତରେ ଓଡ଼ିଶାର ଘରେ ଘରେ ସଙ୍ଗୀତ ପ୍ରତି ଏକ ନୂଆ ଆକର୍ଷଣ ସୃଷ୍ଟି କରିବା ସହିତ ସବୁଠୁ ଲୋକପ୍ରିୟ Reality Show ରୂପେ ପ୍ରତିଷ୍ଠିତ ହୋଇପାରିଛି I Audition Round, Mega ଓ Super Mega Audition Round ପରେ ଏବେ ଆରମ୍ଭ ହୋଇଯାଇଛି Studio Round, ଯେଉଁଥିରେ ଶ୍ରେଷ୍ଠ ୨୪ ଜଣ ଗାୟକଙ୍କ ଭିତରେ Show ର Winner Crown ପିନ୍ଧିବାକୁ ପ୍ରତିଯୋଗିତା ଚାଲିଛି. ଏହି Studio Round ରେ ଗାୟିକା ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ନମିତା ଅଗ୍ରୱାଲଙ୍କ ସହିତ ମହା Judge ରୂପେ ଉପସ୍ଥିତ ରହୁଛନ୍ତି ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ I ଏହି ସୋ'ର ଆରମ୍ଭରୁ ବିଚାରକ ଭାବେ ମନ୍ମଥ ମିଶ୍ର , ଗୀତା ଦାସ, ଶ୍ରୀକାନ୍ତ ଗୌତମ ରହି ଆସିଥିବା ବେଳେ ଅନ୍ୟତମ ବିଚାରକ ଭାବରେ ଦେଖିବାକୁ ମିଳୁଛି ବିଶିଷ୍ଟ ଗାୟକ ସୁବାସ ଦାସଙ୍କୁ , ଏଥି ସହ ନୂଆପିଢ଼ି ର ଲୋକପ୍ରିୟ ଗାୟିକା ଅନ୍ତରା, ପ୍ରଜ୍ଞା, ଦୀପ୍ତି, ଅର୍ପିତା ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ପିଲାଦିନରୁ ସେମାନଙ୍କ ଉପରେ ନମିତା ଅଗ୍ରୱାଲଙ୍କ ଗୀତର ପ୍ରଭାବ ସମ୍ପର୍କ ରେ ସ୍ମୃତି ଚାରଣ କରିବା ସହିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ନମିତା Madamଙ୍କ ଭଜନ ଗାନ କରୁଛନ୍ତି I ନୂଆ ଗାୟିକା ମାନଙ୍କୁ ଆବିଷ୍କାର କରି ସେମାନଙ୍କ ପ୍ରତିଭା ର ବିକାଶ କରାଇ ଓଡିଶାର ସଙ୍ଗୀତ ଜଗତକୁ ନୂଆ ସ୍ଵରରେ ସମୃଦ୍ଧ କରାଇବା ନିମନ୍ତେ ସୀତାରାମ ଅଗ୍ରୱାଲଙ୍କ ଏହି ପରିକଳ୍ପନା ସଙ୍ଗୀତ କ୍ଷେତ୍ରରେ ନୂଆ ଉନ୍ମାଦନା ସୃଷ୍ଟି କରିଛି ... TV ପରଦାରେ ଦେଖିଲେ ଗୀତ ଏବଂ ଫୁଲ Episode ଆହୁରି ଭଲ ଲାଗିବ I SIDHARRTH ର ସମସ୍ତ ତିନୋଟି ଚ୍ୟାନେଲ୍ ଏବେ Hathway, SITI, EM Digital, ORTEL, GTPL-KCBPL ଏବଂ ଅଧିକାଂଶ Cable ରେ ମିଳୁଛି, ଅନ୍ୟ Platform ରେ ଦେଖିବା ପାଇଁ Call କରନ୍ତୁ - Tata Sky- 18002086633, Airtel- 18001036065, Sun TV - 18001237575, Dish TV - 9501795017, Videocon D2H- 9115691156, NXT Digital- 18602120400 Sidharth TV Network ର ୩ଟି ଚ୍ୟାନେଲ୍ “Sidharth TV”, “Sidharth Bhakti” ଓ “Sidharth Gold” ମାସିକ ମାତ୍ର ୧୬* ଟଙ୍କାରେ (taxes as applicable) ନିଜ Cable/DTH ଅପରେଟରଙ୍କୁ Call କରି Subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618. ----------------------------------------------------------------------------------------- Subscribe us on YouTube to watch clippings & promos of our All Television Channels : 👉 SidharthTV: / sidharthtv 👉 Sidharth Bhakti : / sidharthbhakti 👉 Sidharth Gold : / sidharthgold ----------------------------------------------------------------- Enjoy & stay connected with us! 👉 Like us on Facebook : / sidharthtvofficial 👉 Follow us on Twitter : / sidharth_tv 👉 Follow us on Instagram : / sidharthtvofficial ----------------------------------------------------------------- #SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #SidharrthTV

Mun Bi Namita Agrawal Hebi ମହା ମିଳନ - Full EP -1 - Sidharrth TV - ମୁଁ ବି ନମିତା ଅଗ୍ରୱାଲ ହେବି ମହା ମିଳନ

Mu B Namita Agrawal Hebi - Studio Round FULL EPISODE -86| Best Singing Reality Show on Sidharrth TV

Sri Krushnanka Sarira Tyaga | ଶ୍ରୀ କୃଷ୍ଣଙ୍କ ଶରୀର ତ୍ୟାଗ | Sricharan Mohanty | Sri Krushna Bhajan

Emiti Nari Ku Duru Juhara - ଏମିତି ନାରୀକୁ ଦୁରୂ ଜୁହାର | FULL JATRA | Trinatha Gananatya | Alankar TV

🔥 ହ୍ୟୁମାନ ସାଗର ଷ୍ଟେଜ୍ ଉପରେ ଭାବୁକ ହେଲେ! 😭 | Human Sagar Last Stage Performance

'Tu Kitni Achhi Hai' गाने पर हुई एक Cute Performance | Superstar Singer S3 | Full Episode

Mu B Namita Agrawal Hebi - Studio Round FULL EPISODE -81 | Best Singing Reality Show on Sidharrth TV

Soumyashree Acharyanka Kanthare Sundar Sundar Odia Bhajan | Hey Sri Khetra Megha | MBNH - 1

ମୃତ୍ୟୁଚକ୍ର | MRUTYUCHAKRA | Odia Full Movie HD | Mahesh Babu, Kriti | New Odia Film @sandipanodia

'Jo Haal Dil Ka' पर Priti के साथ Kumar Ji ने लगाए Stage पर चार-चाँद |Superstar Singer 1|Full Episode

Mun Bi Namita Agrawal Hebi Maha Milan - Season 3 - Full Ep - 1 - Sidharth TV

FULL JATRA - RANGA LAGEILA RANGA NAGARI - SUPERHIT JATRA - ରଙ୍ଗ ଲଗେଇଲା ରଙ୍ଗ ନାଗରୀ | ଶିବାନୀ ଗଣନାଟ୍ୟ
![Hits of Narendra Kumar, Oriya Jagannath Bhajans [Full Audio Songs Juke Box]](https://i.ytimg.com/vi/MxdlzeW0g8I/hqdefault.jpg?sqp=-oaymwE9CNACELwBSFryq4qpAy8IARUAAAAAGAElAADIQj0AgKJDeAHwAQH4Af4JgALQBYoCDAgAEAEYZSBjKC0wDw==&rs=AOn4CLB4XJ0UbOJ3YK92SVGoJ5RU2gtx9w)
Hits of Narendra Kumar, Oriya Jagannath Bhajans [Full Audio Songs Juke Box]

Poonamଙ୍କ ଗୀତରେ viral boy Santanu & Ritikaଙ୍କ Dance -Odisha Ra Nua Swara - Studio RND - Sidharth TV

SUPERHIT FULL FILM - GANGA JAMUNA - ଗଙ୍ଗା ଯମୁନା | Odia Full Film | Sidhanta,Rachana,Mihir Das,Hara

Prathama Swara Season 2 Ep 20 | Best of Mega Audition | Odia Bhajan Singing Competition

ଅଜା ନାତୁଣୀଙ୍କ ପୁରୀ ବୁଲା - Ajaa Natuninka Puri Bula - New Jagannatha Nka Song - Sri Charana,Pradnya

GRAND FINALE- Nayana Pituli Mo Suna Shankhali- Musical Reality Show -Swara Maha Sangram Upasana Sahu

Nua Khai Special - Local Folk Dance | Tarang Parivaar Maha Muqabilla S4 | Full Ep 3

