ଓଡିଶା ବିଜେପିରେ ସୌମ୍ୟାଶ୍ରୀ ପରେ ଚାମେଲୀ ପୀଡିତା । After Soumyashree, Chameli is the victim in Odisha BJP
ଓଡିଶା ବିଜେପିରେ ସୌମ୍ୟାଶ୍ରୀ ପରେ ଚାମେଲୀ ପୀଡିତା । After Soumyashree, Chameli is the 2nd victim in Odisha BJP. #paranturangacharan @paranturangacharan #chameliojha #odishabjp #sonamwangchuk #womenempowerment #pravatiparida ଏହା ଆଉ ବିଜେପିର ଆଭ୍ୟନ୍ତରୀଣ ବ୍ୟାପାର ହୋଇ ରହିନାହିଁ । ସରପଞ୍ଚ ଚାମେଲି ଓଝା ବିଜେପିରୁ ଇସ୍ତଫା ଦେଲେ । ଦଳୀୟ ନେତା ଓ କେତେକ ସରକାରୀ ଅଫିସର ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଛନ୍ତି ବୋଲି ଅଭିଯୋଗ କରି ଓ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବୀ କରି ଚାମେଲି ଓଝା ଅନଶନରେ ବସିଛନ୍ତି । ତାଙ୍କ ଅନଶନ ଆଜି ଷଷ୍ଠ ଦିନରେ ପହଞ୍ଚିଛି । ଦୟାକରି ଭିଡିଓକୁ ଲାଇକ୍ କରନ୍ତୁ ଓ ସେୟାର କରନ୍ତୁ । ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନଥିଲେ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ । This is no longer an internal matter of the BJP. Sarpanch Chameli Ojha has resigned from the BJP. Alleging that party leaders and some government officials have subjected her to physical and mental harassment, and demanding justice for herself, Chameli Ojha is sitting on a hunger strike. Her hunger strike has reached its sixth day today. Please like and share the video. If you haven't subscribed to the channel yet, please subscribe as well."

ଲାଠି ଚାର୍ଜ ବେଳେ ମୋ ଉପରେ..| cjp protest | lathi charge today | Jantarmantar protest | odia news

😱Big Twist in the Chameli Case !ଚାମେଲୀଙ୍କୁ ଟେକିନେଲା ପୋଲିସ! ବଡ଼ ମୋଡ଼ ନେଲା ଚାମେଲୀ ମାମଲା |Breaking News

ଦିଲ୍ଲୀରୁ ନବୀନ ଫେରିଲେ ବିଜେଡିରେ ମିଶିବେ ଚାମେଲି ଓଝା .... Chameli Ojha to Join BJD

Naveen Babu's Delayed Move | Kahile Kahiba Kahuchi

Modi Govt. Failure : दिल्ली दरबार में खतरे की घंटी! शाह के घर आपात बैठकें शुरू..

ସୋନମଙ୍କୁ ଗିରଫ ପରେ ଭିଡ ବଢିଲା । ଆଗକୁ କ'ଣ ହେବ ? After Sonam's arrest, crowd increased. What next ?

BIG FBI ACTION- How underworld set to change ? Lawrence, Jaggu, Goldy- Will Extraditions happen?

Premanand Ji Maharaj, Sai Baba Aur 63 Din Jail Mein | Raj Kundra’s Spiritual Transformation

🔴LOK Sabha LIVE: Parliament Session Begins | Vande Mataram Bill | Ram Mandir Row | CJP Protest

ଲୋକେ ତାତିଲେଣୀ || ଚେମେଲୀ ଓଝା || odisha gallery

Odia Cinema🎬 Takes Over America 🇺🇸 Celebrating Festival with an Odia Movie 🔥Public Reaction & Review

😱 Big Twist in the Chameli Case ! ହଠାତ୍ ଅସୁସ୍ଥ, ବଢ଼ିଲା ଚର୍ଚ୍ଚା 😱 ଏବେ ନାଁ ନିଅନି...! Odisha Suchana

អស្ចារ្យណាស់!ប្រវត្តិបទ"កាលណាផ្ការីក"ចម្រៀងដែលទទួលបានពានរង្វាន់ពីសម្តេចឳ!

Curious Scene: BJP vs BJP | Nirbhay Gumar Katha

କଳାହାଣ୍ଡି–କୋରାପୁଟରୁ ଛୁଟିଲେ ଲୋକ!ନେତା-ମନ୍ତ୍ରୀଙ୍କ ଭାଙ୍ଗୁନି ନିଦ?

SASU BAHAHELA JWAINKU || Odiacomedy || Debata Tv Odia

୮ ଦିନ ନଖାଇ ନପିଇ ଚାମେଲୀ ଅସୁସ୍ଥ, ମେଡିକାଲକୁ ଉଠାଇନେଲା ପୋଲିସ ! || Kalinga Today Live II

ଚେତାବନୀ ଦେଲା ଓଡିଶା CJP!/ ଇସ୍ତଫା ନଦେଲେ ଧର୍ମେନ୍ଦ୍ରଙ୍କୁ ଛାଡ଼ିବୁନି!/ BJP VS Students / Kartavya News

ଚାମେଲୀଙ୍କ ସାଙ୍ଗରେ ସୁଲତା, ମୋହନ ସରକାରଙ୍କୁ ଟାର୍ଗେଟ | Chameli Ojha Hunger Strike | Odisha News Now |

