ରାଜା ଜନକଙ୍କର ଆତ୍ମ ସାକ୍ଷାତକାର ରହସ୍ୟ | Enlightenment secret of king janaka in Odia

ରାଜା ଜନକଙ୍କର ଆତ୍ମ ସାକ୍ଷାତକାର କାହାଣୀ | Enlightenment story of king janaka in Odia ଏ ଭିଡ଼ିଓ ରେ ରାଜା ଜନକଙ୍କର କିପରି ଆତ୍ମ ସାକ୍ଷାତକାର ହୋଇଥିଲା କୁହାଜାଇଛି | ହରିଓଁ ସପ୍ରେମ ପ୍ରଣାମ, ଅଧୁନା ସମାଜକୁ ଅନୁଶୀଳନ କଲେ ମନ ଭାରାକ୍ରାନ୍ତ ହୋଇପଡେ। ଆଜି ମନୁଷ୍ୟ ତାର ଆନନ୍ଦ ସ୍ୱରୂପ ଦେବତ୍ଵ ଗୁଣକୁ ଜଳାଞ୍ଜଳି ଦେଇଛି। ବିଜ୍ଞାନର ଅଭିବୃଦ୍ଧି କୁ ଦୁରୁପଯୋଗ କରି ନିଜର ହୀନ ଇନ୍ଦ୍ରିୟ ବାସନା ଓ ସ୍ୱାର୍ଥପରତା ରେ ବିନିଯୋଗ କରିଚାଲିଛି। ଯାହାର ଫଳ ସ୍ୱରୁପ ଧରାପୃଷ୍ଟର ପଞ୍ଚ ଭୌତିକ ପର୍ଯ୍ୟାବରଣ ଆଜି ସମ୍ଫୁର୍ଣ୍ଣ ବିଷାକ୍ତ। ମାତୃବତ ଅମୃତ ପାନ କରାଉଥିବା ଧରିତ୍ରୀ ,ଆଜି ସଭ୍ୟତାକୁ ଧ୍ଵଂସ କରିବାକୁ ଅଗ୍ରସର। ଆଧୁନିକତାର ଚାକଚକ୍ୟ ରେ ଯୁବ ସମାଜ ପଥ ଭ୍ରଷ୍ଟ ଓ ସ୍କଲିତ। ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ଆଧ୍ୟାତ୍ମିକତା ଓ ଆତ୍ମଜ୍ଞାନ କାଲ ଆଗେ ମୂଳା ଖାଇବାପରି ଲାଗେ । କିନ୍ତୁ ସଦ୍ଜନ୍, ମନୁଷ୍ୟ ତାର ଜାଣତରେ ବା ଅଜାଣତରେ ଯେଉଁ କର୍ମ କରୁଥାଏ ତାହାର ମୂଳରେ ବ୍ୟକ୍ତି ବା ଆତ୍ମ ସୁଖ ନିହିତ ଥାଏ କିନ୍ତୁ, ପ୍ରକୃତ ଶାନ୍ତି ଆଉ ସୁଖ ଥାଏ ଆମ ଭିତରେ, ତେଣୁସେହି ଆତ୍ମ ଦର୍ଶନ ଓ ଜୀବ ମୁକ୍ତିର ମାର୍ଗକୁ ଆପଣ ମାନଙ୍କ ସହ ସମ୍ୟକ୍ ଉପସ୍ଥାପନ କରି ସେହି ଚିରନ୍ତନ ସତ୍ୟର ପୁନଃ ଜାଗୃତି କରିବା ,ଆମ୍ଭର ଲକ୍ଷ୍ୟ। ଏଣୁ ହେ ଦିବ୍ୟ ଆତ୍ମନ୍ ଆସନ୍ତୁ ଆମ୍ଭେ ସମସ୍ତେ "ଅହମ୍ ଆତ୍ମା ସର୍ବ ଭୂତାତ୍ମା ନ୍ୟାୟରେ"ସେହି ଅମୃତର ଆସ୍ଵଦନ କରି ଅଜ୍ଞାନ ଓ ମିଥ୍ୟା ରୁପି ଅନ୍ଧାରକୁ, ସତ୍ୟ ଜ୍ଞାନ ରୂପକ ଆଲୋକରେ ଦୂରୀଭୂତ କରି ଏକ ଦିବ୍ୟ ଚେତନା ଜଗତର ଗଠନରେ ସହଭାଗିତା ହେବା। ସ୍ଵ ହମ୍, ଅହଂ ବ୍ରହ୍ମସ୍ମି. #tatwamuhi #meindrashta #kingjanaka #janakastory #enlightenmentstory #ଜନକଙ୍କରଆତ୍ମସାକ୍ଷାତକାର #ବ୍ରହ୍ମ #ଆତ୍ମ| #ରାଜାଜନକ #Odiaspirituality #odiya #bhaktiodiya #odiyabhakti #odiyatatwacharcha #odiyapravachan #odiyasatsang #brahmagyanodiya #selfdiscovery #odiyamotivation #prarthanaodiya #mukti #odiyagyanojog Our Hindi channel link below :-    / @meindrashta2342   Our other Media :- ▶   / meindrashta   ▶   / twee   ▶ [email protected] ▶   / meindrashta   ▶ Music credit to: YouTube music Library ▶ Background videos: Pixabay.com

ଆତ୍ମ ସାକ୍ଷାତକାର କ’ଣ? | What is self Realization in Odia
▶︎

ଆତ୍ମ ସାକ୍ଷାତକାର କ’ଣ? | What is self Realization in Odia

ଶ୍ରୀ ଜଗନ୍ନାଥ-ସାକ୍ଷାତ ମା ଦକ୍ଷିଣ କାଳୀକା | Shri Jagannatha-Embodiment of Mother Dakshin Kali
▶︎

ଶ୍ରୀ ଜଗନ୍ନାଥ-ସାକ୍ଷାତ ମା ଦକ୍ଷିଣ କାଳୀକା | Shri Jagannatha-Embodiment of Mother Dakshin Kali

Bhagabat gita 24/6/2026.
▶︎

Bhagabat gita 24/6/2026.

ଗୋମାତାଙ୍କ ପାଇଁ BJP ମୋଦିଙ୍କୁ ଟାର୍ଗେଟ୍!/ ସାଙ୍ଘାତିକ ବର୍ଷିଲେ ସୁରେଶ୍ କୋର୍ଟ ଯିବେ ଆଇନ୍ ମନ୍ତ୍ରୀ!
▶︎

ଗୋମାତାଙ୍କ ପାଇଁ BJP ମୋଦିଙ୍କୁ ଟାର୍ଗେଟ୍!/ ସାଙ୍ଘାତିକ ବର୍ଷିଲେ ସୁରେଶ୍ କୋର୍ଟ ଯିବେ ଆଇନ୍ ମନ୍ତ୍ରୀ!

ମୁକ୍ତି କ’ଣ ? | What is salvation in Odiya | Odiya Spirituality
▶︎

ମୁକ୍ତି କ’ଣ ? | What is salvation in Odiya | Odiya Spirituality

ଆସ ଶିଖିବା ପଣିକିଆ ମାଧ୍ୟମରେ ଗୁରୁଘର ପାଠ
▶︎

ଆସ ଶିଖିବା ପଣିକିଆ ମାଧ୍ୟମରେ ଗୁରୁଘର ପାଠ

ଜାତି ବାଦ ରୁ ବନ୍ଦ ହେଲା ଅଗନବାଡ଼ି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ ଗୁଡିଘାଟ ପଞ୍ଚାୟତ ର ଘୁଷୁରିମୁଣ୍ଡା ଗାଁ ରେ
▶︎

ଜାତି ବାଦ ରୁ ବନ୍ଦ ହେଲା ଅଗନବାଡ଼ି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ ଗୁଡିଘାଟ ପଞ୍ଚାୟତ ର ଘୁଷୁରିମୁଣ୍ଡା ଗାଁ ରେ

Lower Cortisol with Bansuri & Sarangi | Healing Indian Music for Stress Detox & Deep Calm
▶︎

Lower Cortisol with Bansuri & Sarangi | Healing Indian Music for Stress Detox & Deep Calm

Dhyana Karibe Kipari || ସ୍ୱାମୀ ଶ୍ରଦ୍ଧାନନ୍ଦଗିରି || Kriya Yoga || WC BHAKTI
▶︎

Dhyana Karibe Kipari || ସ୍ୱାମୀ ଶ୍ରଦ୍ଧାନନ୍ଦଗିରି || Kriya Yoga || WC BHAKTI

Today's Odia News/27 June 2026/Odisha News Today/PM Kisan Yojana/Subhadra Yojana/odisha news
▶︎

Today's Odia News/27 June 2026/Odisha News Today/PM Kisan Yojana/Subhadra Yojana/odisha news

Geeta Katha - ଗୀତା କଥା | Geeta Mahatyma Rahasya - ଗୀତା ମାହାତ୍ମ୍ୟ ରହସ୍ୟ | Narendra Kumar | Sidharth
▶︎

Geeta Katha - ଗୀତା କଥା | Geeta Mahatyma Rahasya - ଗୀତା ମାହାତ୍ମ୍ୟ ରହସ୍ୟ | Narendra Kumar | Sidharth

ଭଗବାନ କିଏ ? | ବ୍ରହ୍ମ କଣ ? | Who is the God in Odiya
▶︎

ଭଗବାନ କିଏ ? | ବ୍ରହ୍ମ କଣ ? | Who is the God in Odiya

क्या भाग्य का लिखा कभी नहीं मिटता? | अष्टावक्र ने बताया सच जो आपकी सोच बदल देगा | Janak & Ashtavakra
▶︎

क्या भाग्य का लिखा कभी नहीं मिटता? | अष्टावक्र ने बताया सच जो आपकी सोच बदल देगा | Janak & Ashtavakra

ଯୋଗ କ’ଣ ? | ଧ୍ୟାନ କଣ | What is Meditation in Odiya
▶︎

ଯୋଗ କ’ଣ ? | ଧ୍ୟାନ କଣ | What is Meditation in Odiya

ଆଜିର ଶବ୍ଦ -ଅଣାକ୍ଷର | Spiritual Meaning Of Word -Anakhyara by Prof.Natabara Satpathy |Sidharth Bhakti
▶︎

ଆଜିର ଶବ୍ଦ -ଅଣାକ୍ଷର | Spiritual Meaning Of Word -Anakhyara by Prof.Natabara Satpathy |Sidharth Bhakti

A Best Motivational Story On Life। Buddhist Story About Mind Control। Must Watch This।
▶︎

A Best Motivational Story On Life। Buddhist Story About Mind Control। Must Watch This।

ବେଦକୁ କିଏ ପଢ଼ିପାରିବେ ? | Who Can Study the Vedas ?
▶︎

ବେଦକୁ କିଏ ପଢ଼ିପାରିବେ ? | Who Can Study the Vedas ?

କେଉଁ ନାମ ଧରିଲେ ଜୀବନରୁ ମୁକ୍ତି ମିଳେ | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା - ବାବା ଦିବାକର ଦାସ
▶︎

କେଉଁ ନାମ ଧରିଲେ ଜୀବନରୁ ମୁକ୍ତି ମିଳେ | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା - ବାବା ଦିବାକର ଦାସ

Sitar for Dopamine Reset | Raga Bhupali | Mindfulness | 1 Hour
▶︎

Sitar for Dopamine Reset | Raga Bhupali | Mindfulness | 1 Hour

ବ୍ରହ୍ମଙ୍କ ସ୍ଵରୁପ କ’ଣ? | Brahmanka Swarupa Kona ? | What is the nature of Brahman? | in Odia
▶︎

ବ୍ରହ୍ମଙ୍କ ସ୍ଵରୁପ କ’ଣ? | Brahmanka Swarupa Kona ? | What is the nature of Brahman? | in Odia