ଜୀବନର ଘୋର ଅନ୍ଧାରେ | Jibanara Ghora Andhare | New Odia Christian Devotional Song | Junas Music
"ଜୀବନର ଘୋର ଅନ୍ଧାରେ" is a heartfelt original Odia Christian devotional worship song that reminds us that even in life's darkest moments, Jesus Christ is our Light, our Hope, and our unfailing Refuge. This song is a prayer of complete surrender, trust, repentance, and gratitude for God's endless love and grace. May this worship song strengthen your faith, comfort your heart, and draw you closer to the Lord Jesus Christ. 🎵 Song Credits Title: ଜୀବନର ଘୋର ଅନ୍ଧାରେ Lyrics: Mr. Junas Samal Composition: Mr. Junas Samal Singer: Mr. Junas Samal Music Arrangement: Shivranjani Raag Genre: Odia Christian Devotional Worship Production: Junas Music Founder: Mr. Junas Samal ଜୀବନର ଘୋର ଅନ୍ଧାରେ ହଜିବିନି କେବେ, ଜାଣେ ତୁମେ ମୋ ଜୀବନର ଜ୍ୟୋତି। ଜୀବନର ଘୋର ଅନ୍ଧାରେ ହଜିବିନି କେବେ, ଜାଣେ ତୁମେ ମୋ ଜୀବନର ଜ୍ୟୋତି। ନାହିଁ ମୋର ଭରସା ଟିକ ନିଜ ଉପରେ, ରଖିଛି ମୋ ସର୍ବ ବିଶ୍ୱାସ ତୁମରିଠାରେ ନାହିଁ ମୋର ଭରସା ଟିକ ନିଜ ଉପରେ, ରଖିଛି ମୋ ସର୍ବ ବିଶ୍ୱାସ ତୁମରିଠାରେ ଜୀବନର ଘୋର ଅନ୍ଧାରେ ହଜିବିନି କେବେ, ଜାଣେ ତୁମେ ମୋ ଜୀବନର ଜ୍ୟୋତି। Verse 2 ଲୁହର ଧାରାକୁ ପୋଛି ଦିଅ ତୁମେ, କଣ୍ଟାବିଦ୍ଧ ସେ ଦୁଇ ହାତେ ପ୍ରେମରେ। ଲୁହର ଧାରାକୁ ପୋଛି ଦିଅ ତୁମେ, କଣ୍ଟାବିଦ୍ଧ ସେ ଦୁଇ ହାତେ ପ୍ରେମରେ। କୋହ ଓ ବେଦନା ସବୁ ସାଉଁଟି ନିଅ, ବକ୍ଷେ ନେଇ ରଖ ମୋତେ ସ୍ନେହରେ। କୋହ ଓ ବେଦନା ସବୁ ସାଉଁଟି ନିଅ, ବକ୍ଷେ ନେଇ ରଖ ମୋତେ ସ୍ନେହରେ। ଜୀବନର ଘୋର ଅନ୍ଧାରେ ହଜିବିନି କେବେ, ଜାଣେ ତୁମେ ମୋ ଜୀବନର ଜ୍ୟୋତି। Bridge କାହିଁକି, କେତେଥର, ପଚାରିଛି ହେ ପ୍ରଭୁ, ଧରିନାହଁ ମୋ ଶତ ଅପରାଧ କାହିଁକି, କେତେଥର, ପଚାରିଛି ହେ ପ୍ରଭୁ, ଧରିନାହଁ ମୋ ଶତ ଅପରାଧ କାହିଁକି ପ୍ରଭୁ ପାଉଛ ମୋତେ ଏତେ ଭଲ, ପାରିନି କେବେ ତୁମକୁ କରି ନିଜର ସତ। କାହିଁକି ପ୍ରଭୁ ପାଉଛ ମୋତେ ଏତେ ଭଲ, ପାରିନି କେବେ ତୁମକୁ କରି ନିଜର ସତ। Outro ଜୀବନର ଘୋର ଅନ୍ଧାରେ ହଜିବିନି କେବେ, ଜାଣେ ତୁମେ ମୋ ଜୀବନର ଜ୍ୟୋତି। ଜୀବନର ଘୋର ଅନ୍ଧାରେ ହଜିବିନି କେବେ, ଜାଣେ ତୁମେ ମୋ ଜୀବନର ଜ୍ୟୋତି। ନାହିଁ ମୋର ଭରସା ଟିକ ନିଜ ଉପରେ, ରଖିଛି ମୋ ସର୍ବ ବିଶ୍ୱାସ ତୁମରିଠାରେ ନାହିଁ ମୋର ଭରସା ଟିକ ନିଜ ଉପରେ, ରଖିଛି ମୋ ସର୍ବ ବିଶ୍ୱାସ ତୁମରିଠାରେ ଜୀବନର ଘୋର ଅନ୍ଧାରେ ହଜିବିନି କେବେ, ଜାଣେ ତୁମେ ମୋ ଜୀବନର ଜ୍ୟୋତି। ଜୀବନର ଘୋର ଅନ୍ଧାରେ ହଜିବିନି କେବେ, ଜାଣେ ତୁମେ ମୋ ଜୀବନର ଜ୍ୟୋତି। If this song blesses your heart, please Like, Share, Comment, and Subscribe to Junas Music. Your support helps us continue creating Christ-centered worship songs that glorify God and encourage believers around the world. "The LORD is my light and my salvation—whom shall I fear?" — Psalm 27:1 🔔 Stay Connected Subscribe for more original Odia Christian songs Share this worship song with your family and friends Let us know in the comments which lyric touched your heart the most. #JibanaraGhoraAndhare #JunasMusic #JunasSamal #OdiaChristianSong #OdiaGospelSong #ChristianDevotional #JesusChrist #ChristianMusic #OdiaWorship #OriginalChristianSong #Psalm271 #Shivranjani #WorshipMusic #GospelMusic #OdiaBhajan #ChristianFaith #PraiseAndWorship #OfficialMusicVideo

ବସିଛି ମୁଁ ପାଦତଳେ | Odia Christian Devotional Song | Jesus Worship Song | Junas Music | Basichi mu

ପାଦେ ପାଦେ ଚାଲୁଛି ମୁଁ | Paade Paade | Odia Christian Devotional Song | Satya Sobhan Das | Junas Music

Dukhira Natha । ଦୁଃଖୀର ନାଥ । S Jitu । Deepti Production

ତୁମେ ଜାଣିଛ କି? ଆଜିକାଲିର ମହିଳା ମାନେ କେମିତି ହେବା ଦରକାର? || Odia Massege || Speekar Santosh Gamanga

Yeshua – New Hindi Christian Worship Song | Official Music Video | Junas Samal | Junas Music

Stuti karo prasansa karo sada prabhunkara//ସ୍ତୁତିକର ପ୍ରଶଂସାକର ସଦା ପ୍ରଭୁଙ୍କର //ଓଡ଼ିଆ ଖ୍ରୀଷ୍ଟିଆନ ଗୀତ

ହ୍ୟୁମାନଙ୍କ ପରି ଗାଉଥିବା ଅନ୍ଧ ବ୍ୟକ୍ତି | Blind Singer Ramakanta Dalei | LINGARAJ NAYAK | AD odia.

ଏଇ ଜୀବନ ଦୁଃଖ ବନ୍ଧନ | Old Odia Christian Song | The Truth of Human Life | Junas Music

ଭୂତ, ପ୍ରେତ ପ୍ରକୃତରେ ଅଛନ୍ତି କି? //ARE THERE DEMONS? // PS. PRADEEP LIMMA//

Karunamaya Ahe Karunamaya / Karunamaya Ahe Karunamaya / Odia Christian Song / Cover Song

ଦିନେ ପଚାରିଲି ଯୀଶୁଙ୍କୁ | Odia Christian Devotional Song | Satya Shobhan Das | Junas Music

ମୁଁ ଆସିଛି ସେ କୃଶ ତଳେ | Odia Christian Devotional Song | Mu aasichi se krusha tale | Junas Music

The Guardian of this life / Pratipalaka Se Ehi Jibanara / Cover Song / Odia Christian Worship Song

ଯୀଶୁଙ୍କ ନାମ ଦୁଃଖ କାଳେ | Old Odia Christian Devotional Song | Junas Music | JISHUNKA NAMA DUKHA KAALE

Tere Pyar Ne Bacchaa Liya | Hindi Christian Dance Song | Official Music Video | Junas Music

ଏ ଜୀବନ ପ୍ରଭୁଙ୍କର ଦାନ | E Jibana Prabhunkara Dana | Deep Anointed Grace Worship Song | MK ISAAC MUSIC

Everyday With God Odia Sermons | June 26, 2026 | Everyday With God Odia | Dr. Satish Kumar #online

ଲୁକି ଲୁକି ପଲା ନାଈ ନି | Luki Luki Pola Nai Ni | Christian Koraputia Song | Female Version Cover Song

ପ୍ରେମରେ ତୁମେ ଖୋଜିଛ ଆମକୁ | Odia Christian Worship Song | Official Music Video | Pratibha Tandi

