ମିସ୍ ୟୁନିଭର୍ସ ଓଡ଼ିଶା ହେଲେ ପୁନମ୍ || Odisha Reporter
#ମିସ୍_ୟୁନିଭର୍ସ_ଓଡ଼ିଶା_ହେଲେ_ପୁନମ୍ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଝିଅ ପୁନମ୍ ଓଡ଼ିଶାକୁ ଦିଲ୍ଲିରେ ପରିଚୟ ଦେଇଛନ୍ତି। ମିସ୍ ୟୁନିଭର୍ସ-୨୦୨୬ର ପ୍ରଥମ ସେପାନ ଅର୍ଥାତ ମିସ୍ ୟୁନିଭର୍ସ ଓଡ଼ିଶା-୨୦୨୬ ଭାବେ ସେ ଚୟନ ହୋଇଛନ୍ତି। ଅଗଷ୍ଟ ମାସରେ ହେବାକୁ ଥିବା ମିସ୍ ୟୁନିଭର୍ସ ଇଣ୍ଡିଆରେ ସେ ଓଡ଼ିଶାରୁ ପ୍ରତିନିଧିତ୍ବ କରିବେ। ପୁନମ୍ ଜଣେ ଇଞ୍ଜିନୟର ହୋଇଥିବାବେଳେ ପେଶାରେ ଜଣେ ଉଦ୍ୟୋଗି ହେବା ପାଇଁ ଚାହାନ୍ତି। ୨୨ ବର୍ଷର ପୁନମ୍ ୫ ବର୍ଷ ହେଲା ବିଭିନ୍ନ ବ୍ୟୁଟି ପାଜେଣ୍ଟରେ ଭାଗ ନେବା ସହ ମଡେଲିଙ୍ଗ କରନ୍ତି। #MissUniverse #DelhiNews #ganjamdistict #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter

Argentinien - Ägypten, Highlights mit Livekommentar | FIFA WM 2026 | MAGENTA TV

DCP ଜଗମୋହନଙ୍କ ବଡ଼ ନିଷ୍ପତ୍ତି!ଏହି ଦୁଇଜଣଙ୍କ ପାଇଁ ଇସ୍ତଫା?

ପଟ୍ଟନାୟକ ପରିବାରର ଗୁମର | News Desk Interview With Niranjan Patnaik | Manas Dash Podcast | Odia News

'ମଁ IPS ଚାକିରି ଛାଡ଼ିଲି କାହିଁକି' ! DCP Jagmohan Meena | Bhubaneswar IPS | Odisha Police | Odia News

USA – Belgien Highlights | Achtelfinale, FIFA WM 2026 | sportstudio

ଏଣିକି ବିନା ଭିଲେନରେ କମ୍ପିବ ମଞ୍ଚ | Odisha Reporter

ହରିହର ମହାପାତ୍ରଙ୍କୁ ଷ୍ଟୁଡ଼ିଓରେ ଚ୍ୟାଲେଞ୍ଜ ଦେଲେ ମନୋଜ ମିଶ୍ର… | Manoj Mishra's Explosive Reaction |

SJTA Chief Dr. Arabinda Padhee Shares Astonishing Experiences Since Taking Charge

ସ୍ନିଗ୍ଧାଙ୍କ ଝିଅ, ଓଡ଼ିଶାରେ Ignore ! Newsdesk Interview with Sambhabana Mohanty |Podcast With Manash

Brahmapur Highest Selling Puri Upma in Evening - 4 Types Chutney & Curry | Ayyappa Hotel 

ଜଗାର ବାଡ଼ଗ୍ରାହୀ କହିଦେଲେ ବଡ଼କଥା- Newsroom Interview With Jagannath Swain Mohapatra | Kanak News

ମୋଦିଙ୍କୁ ମାରିବାକୁ ପ୍ଲାନିଂ ! Death Threat To PM Modi | PM Modi Gets Death Threat Calls | Odia News

ସତ୍ୟପାଠ: ପ୍ରଭାତିଙ୍କ 5 STAR ଯୁକ୍ତି ଓଡ଼ିଆଙ୍କ ଗାଲରେ ଶକ୍ତ ଚାପୁଡ଼ା || Satyapatha News

Bhagya Kheluchi Sindura Khela - ଭାଗ୍ୟ ଖେଳୁଛି ସିନ୍ଦୂର ଖେଳ - Full EP - 748 - Mega Serial - Sidharth TV

କାହିଁକି ଇସ୍ତଫା ଦେଲେ DCP ? Bhubaneswar DCP Jagmohan Meena Resigns | IPS Officer Quits Odisha Police

Singapore Diplomat's Brutal Reality Check for Pakistan, Drops Truth Bomb With 'Stop Blaming India!'

ଫଟୋ ବିକୃତ କରିବା ମହଙ୍ଗା ପଡିଲା | Odisha Reporter

Neelam जी और Terence ने साथ में दी एक Amazing Performance! | India's Best Dancer | Celebrity Special

କେଉଁ ଚାପରେ ଚାକିରି ଛାଡିଲେ DCP ? Bhubaneswar DCP | Jagmohan Meena Resign | odisha police| odia news

