ସ୍ନାୟୁ ଯନ୍ତ୍ରଣା ବା ନ୍ୟୁରୋପାଥିକ୍ ପେନ୍ କ’ଣ? | What is Neuropathic pain? in Odia | Dr Rajendra Sahoo
#NeuropathicPain #OdiaHealthTips ସ୍ନାୟୁରେ ଯନ୍ତ୍ରଣା ହେବାକୁ ନ୍ୟୁରୋପାଥିକ୍ ପେନ୍ କୁହାଯାଏ। ସ୍ନାୟୁରେ ଝିମ୍ ଝିମ୍ ହେବା, କହୁଣୀ ଝିମ୍ ଝିମ୍ ହେବା ନ୍ୟୁରୋପାଥିକ୍ ପେନ୍ର ସାଧାରଣ ଲକ୍ଷଣ। ତେବେ ଆସନ୍ତୁ ଡାକ୍ତର ରାଜେନ୍ଦ୍ର ସାହୁଙ୍କଠାରୁ ନ୍ୟୁରୋପାଥିକ୍ ପେନ୍ କ’ଣ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, ନ୍ୟୁରୋପାଥିକ୍ ପେନ୍ ବା ସ୍ନାୟୁ ଯନ୍ତ୍ରଣା କ’ଣ? (0:00) ସ୍ନାୟୁରେ ଯନ୍ତ୍ରଣା ହେବାର କାରଣ କ’ଣ? (2:12) ଏହାର ପରୀକ୍ଷା ଏବଂ ଚିକିତ୍ସା କେମିତି କରାଯାଏ? (6:12) ଏହାକୁ ରୋକିବେ କିପରି? (10:08) Neuropathic pain is called neuropathy. The common symptoms of neuropathic pain are numbness in the nerves and tingling in the elbows. What is the cause of nerve pain? Let's know more from Dr Rajendra Sahoo, Consultant Spine & Pain. In this Video, What is neuropathic pain or nerve pain? in Odia (0:00) Causes of neuropathic pain, in Odia (2:12) Tests & treatment of neuropathic pain, in Odia (6:12) How to prevent neuropathic pain? in Odia (10:08) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

ସ୍ନାୟବିକ ଦୁର୍ବଳତା ନ୍ୟୁରୋପାଥି - କାହିଁକି ହୁଏ | Neuropathy in Odia | Dr Subhrasnu Sekhar Jena

Numbness in Legs: Hidden Causes, Symptoms & Best Treatment

ସ୍ନାୟୁ ଜନିତ ସମସ୍ୟାରୁ କିପରି ପାଇବେ ମୁକ୍ତି? | Healthy Nervous System in Odia | Dr Swagat Mohanty

ହାତ ଗୋଡ ଝିମଝିମ ବଧୀରା ଲାଗୁଚି କି ? #handnumbness & Tingling: Diagnosis & Treatment | Dr Rajendra Sahoo

ସ୍ନାୟୁଗତ ରୋଗ ଲକ୍ଷଣ ଓ ସମାଧାନ...Neurological Problems and Treatment | Brain & Nerve Health Explained

Nervous System's Problem And It's Solution In Odia | Dr. Ashok Ku Mallick | Doctor Online | MBCTv

ସିଆଟିକା କାହିଁକି ହୁଏ? | Sciatica in Odia | Symptoms & Treatment | Dr Rajendra Sahoo

Morning Stroke WARNING! Spot These Signs the Moment You Wake Up — It Can Save a Life!

Roga Pain Yoga | Asana For Neurological Problems

ବାରମ୍ବାର ପରିସ୍ରା ଲାଗିବା: ଏହାର କାରଣ କ’ଣ? | Overactive Bladder in Odia | Dr Debabrata Sabat

Doctor Doctor |What Is Neuropathy ? Symptoms, Causes, Diagnosis and Precautions

ସିଆଟିକା କ’ଣ? – କାରଣ, ଲକ୍ଷଣ, ଚିକିତ୍ସା । Dr PC Dey on Sciatica and Endoscopy Surgery in Odia

Pain All Over Your Body? Might Be Fibromyalgia | Dr Rajendra Sahoo | Kanak News

Trigger Finger Home Exercises: Fix Finger Locking Without Surgery!

ହାଡ଼ ସଂକ୍ରମଣ – କାହିଁକି ହୁଏ? | Bone Infections/ Osteomyelitis in Odia | Dr Bhagyashree Singh

ସ୍ନାୟୁଗତ ସମସ୍ୟା ଏବଂ ଉପଚାର...Neurological Problems and Treatment | Brain & Nerve Health Explained

ହାତ ଝିମ ଝିମ ଓ କାଲୁଆ ଲାଗୁଚି କି ? ୧୦ଟି ମୁଖ୍ୟ କାରଣ ଓ ପ୍ରତିକାର ଜଣାନ୍ତୁ || Dr. Rajendra Sahoo

ଦେହ ହାତ ଥରୁଥିଲେ ସାବଧାନ ! Parkinson’s Symptoms You Shouldn’t Ignore | World Parkinson’s Day Special

Doctor Doctor | Sciatica: Symptoms, Causes & Treatments | ସିଆଟିକା ରୋଗର ନିରାକରଣ

