ଅପସ୍ମାର ବା ମୂର୍ଚ୍ଛାରୋଗ ଲକ୍ଷଣ ଓ ଚିକିତ୍ସା | Epilepsy: Treatment in Odia | Dr Subhransu Sekhar Jena

#Epilepsy #DoctorAdvice #OdiaHealthTips ଅପସ୍ମାର ବା ମୂର୍ଚ୍ଛାରୋଗା ହେଉଛି ଏକ ମସ୍ତିଷ୍କ ଜନିତ ସ୍ନାୟୁଗତ ରୋଗ। ମସ୍ତିଷ୍କ ଆମ ଶରୀରର ସମସ୍ତ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ। ମସ୍ତିଷ୍କର କୋଷିକାଗୁଡ଼ିକ ଏକ ପ୍ରକାରର ଇଲେକ୍ଟ୍ରିକ୍ କରେଣ୍ଟ ଜରିଆରେ କାମ କରନ୍ତି। ଏହି କରେଣ୍ଟ ନିୟନ୍ତ୍ରଣ ବାହାରକୁ ଚାଲିଗଲେ ମସ୍ତିଷ୍କରେ ଏକ ଝଡ଼ ସୃଷ୍ଟି କରେ। ଫଳରେ ବ୍ୟକ୍ତିଜଣକ ଥରି ଥରି ତଳେ ପଡ଼ିଯାଏ। ଏଭଳି ଲଗାତାର ହେଲେ ଏହାକୁ ଅପସ୍ମାର ବା ମୁର୍ଚ୍ଛାରୋଗ ବୋଲି କୁହାଯାଏ। ଅପସ୍ମାର ରୋଗର ଲକ୍ଷଣ ଓ ନିରାକରଣ କ'ଣ? ଏନେଇ ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ୍ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡ଼ିଓରେ ରହିଛି, କାହିଁକି ହୁଏ ଅପସ୍ମାର? (0:00) ଏହାର ଲକ୍ଷଣ କ'ଣ? (1:01) ଅପସ୍ମାର ରୋଗର ଚିକିତ୍ସା ଏବଂ ସତର୍କତା (5:19) Epilepsy is a neurological disorder in the brain. The brain controls all the functions of our body. The cells of the brain work through a kind of electric current. When this current goes out of control, it creates a storm in the brain. As a result, the individual trembles and falls to the ground. This is called epilepsy. Let us find out the symptoms and treatment of epilepsy from eminent neurologist Dr. Shubhranshu Shekhar Jena In this video, What causes epilepsy? (0:00) What are the symptoms? (1:01) Treatment and prevention of epilepsy (5:19) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ। SwasthyaPlus, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more! Connect with us at https://www.swasthya.plus

ମୂର୍ଚ୍ଛା ବା ଫିଟ୍‌ସ ମାରେ କାହିଁକି? | Dr Subhransu Sekhar Jena on Epilepsy (Fits) in Odia | Seizures
▶︎

ମୂର୍ଚ୍ଛା ବା ଫିଟ୍‌ସ ମାରେ କାହିଁକି? | Dr Subhransu Sekhar Jena on Epilepsy (Fits) in Odia | Seizures

Spanien – Argentinien Highlights | Finale, FIFA WM 2026 | sportstudio
▶︎

Spanien – Argentinien Highlights | Finale, FIFA WM 2026 | sportstudio

EPILEPSY & TREATMENT || Fit Rahu Odisha || Prof. (Dr) Srikanta Kumar Sahoo (Neurologist)
▶︎

EPILEPSY & TREATMENT || Fit Rahu Odisha || Prof. (Dr) Srikanta Kumar Sahoo (Neurologist)

Spanien - Argentinien, Highlights mit Livekommentar | FIFA WM 2026 | MAGENTA TV
▶︎

Spanien - Argentinien, Highlights mit Livekommentar | FIFA WM 2026 | MAGENTA TV

ଛୋଟ ପିଲାକୁ ଫିଟ୍ସ ମାରିଲେ କ’ଣ କରିବେ? | Epilepsy in Children (in Odia) | Dr Arakhita Swain
▶︎

ଛୋଟ ପିଲାକୁ ଫିଟ୍ସ ମାରିଲେ କ’ଣ କରିବେ? | Epilepsy in Children (in Odia) | Dr Arakhita Swain

ଜାଣନ୍ତୁ କେମିତି ବଦଳିଲା ଜୀବନ। Tirupati Panigrahi interview | Hi-Tech Medical College and Hospital
▶︎

ଜାଣନ୍ତୁ କେମିତି ବଦଳିଲା ଜୀବନ। Tirupati Panigrahi interview | Hi-Tech Medical College and Hospital

FULL MOVIE  - SUHAGA SINDURA - SUPERHIT FILM  - ସୁହାଗ ସିନ୍ଦୁର | Sidhant Mohapatra,Rachana,Hara,Mihir
▶︎

FULL MOVIE - SUHAGA SINDURA - SUPERHIT FILM - ସୁହାଗ ସିନ୍ଦୁର | Sidhant Mohapatra,Rachana,Hara,Mihir

Tuberculosis | Clinical Medicine
▶︎

Tuberculosis | Clinical Medicine

Special Story | Koraput Local Sets Up Ayurvedic Research Centre
▶︎

Special Story | Koraput Local Sets Up Ayurvedic Research Centre

World Cup Final Spain vs. Argentina Highlights FIFA World Cup 2026 | Sportschau
▶︎

World Cup Final Spain vs. Argentina Highlights FIFA World Cup 2026 | Sportschau

ବାତ ରୋଗର ଲକ୍ଷଣ, କାରଣ ଏବଂ ଚିକିତ୍ସା ବିଷୟରେ ଜାଣନ୍ତୁ
▶︎

ବାତ ରୋଗର ଲକ୍ଷଣ, କାରଣ ଏବଂ ଚିକିତ୍ସା ବିଷୟରେ ଜାଣନ୍ତୁ

ଜଣାପଡ଼ିଲା କେମିତି ହୋଇଥିଲା ଷଡଯନ୍ତ୍ର? Odisha Book Error Mastermind Manoj Padhi Arrested |CM Mohan Majhi
▶︎

ଜଣାପଡ଼ିଲା କେମିତି ହୋଇଥିଲା ଷଡଯନ୍ତ୍ର? Odisha Book Error Mastermind Manoj Padhi Arrested |CM Mohan Majhi

ଟାହିଆ ବିଭ୍ରାଟ ପଛରେ ଦୁଇଟି ବଡ କାରଣ  ! Stampede In Ratha Yatra | Lord Jagannath Tahia | | odia news
▶︎

ଟାହିଆ ବିଭ୍ରାଟ ପଛରେ ଦୁଇଟି ବଡ କାରଣ ! Stampede In Ratha Yatra | Lord Jagannath Tahia | | odia news

ଅଧିକ ଡରି ଯାଉଛନ୍ତି କି? | Dr Samrat Kar on Phobia in Odia | Panic Disorder | Causes & Treatment
▶︎

ଅଧିକ ଡରି ଯାଉଛନ୍ତି କି? | Dr Samrat Kar on Phobia in Odia | Panic Disorder | Causes & Treatment

Pneumonia: Part 1 | Clinical Medicine
▶︎

Pneumonia: Part 1 | Clinical Medicine

କାନ, ନାକ ଓ ଗଳା ରୋଗ ଓ ଚିକିତ୍ସା | Dr. Rajlaxmi Panigrahi on Ear, Nose, Throat Diseases, in Odia
▶︎

କାନ, ନାକ ଓ ଗଳା ରୋଗ ଓ ଚିକିତ୍ସା | Dr. Rajlaxmi Panigrahi on Ear, Nose, Throat Diseases, in Odia

ଅଧକପାଳୀ (ମାଇଗ୍ରେନ୍) - କେମିତି ଦୂର ହେବ? | Dr Subhransu Sekhar Jena on Treatment of Migraine in Odia
▶︎

ଅଧକପାଳୀ (ମାଇଗ୍ରେନ୍) - କେମିତି ଦୂର ହେବ? | Dr Subhransu Sekhar Jena on Treatment of Migraine in Odia

ଶ୍ୱାସ ରୋଗ ସିଓପିଡି – କାରଣ, ଲକ୍ଷଣ, ଚିକିତ୍ସା | Dr Samir Sahu on COPD in Odia | Lungs Disease
▶︎

ଶ୍ୱାସ ରୋଗ ସିଓପିଡି – କାରଣ, ଲକ୍ଷଣ, ଚିକିତ୍ସା | Dr Samir Sahu on COPD in Odia | Lungs Disease

Antihypertensive Drugs
▶︎

Antihypertensive Drugs

ସ୍ନାୟୁ ଜନିତ ସମସ୍ୟାରୁ କିପରି ପାଇବେ ମୁକ୍ତି? | Healthy Nervous System in Odia | Dr Swagat Mohanty
▶︎

ସ୍ନାୟୁ ଜନିତ ସମସ୍ୟାରୁ କିପରି ପାଇବେ ମୁକ୍ତି? | Healthy Nervous System in Odia | Dr Swagat Mohanty