Ep - 11 / ଅଭିରାମ ଭକ୍ତିରେ ଭକ୍ତ ବ୍ୟାକୁଳ // ଅଭିରାମ ଲୀଳା #odiaprabachana #devotional #gurucharanatv 📿👏
ଅଭିରାମ ଭକ୍ତିରେ ଭକ୍ତ ବ୍ୟାକୁଳ 📿👏#odiaprabachana #satsang #odia #gurucharanatv#abhiram #bhakti #spiritualsong #harikathamrutasara #harikatha #prabachana #puri #babajisong #jagannathtemple #karamala #jagannathbhajan #odiabhajan @GurucharanaTV 👉 ଏହି ଭିଡିଓ ପ୍ରସ୍ତୁତ କରାଯାଇଛି ଠାକୁର ଶ୍ରୀ ଅଭିରାମ ପରମହଂସ ଦେବ ଙ୍କ ଦର୍ଶନ ଶାସ୍ତ୍ର ଲୀଳା ଉପରେ ଆଧାରିତ ତତ୍ତ୍ଵ ଭକ୍ତି ମିଶ୍ରଣ 💥ପ୍ରବଚନ | 🌼 ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ସମାଜରେ ଘଟୁଥିବା ଭଗବାନଙ୍କ ପୂଜାର୍ଚ୍ଚନା ରେ ଭେଦ ଭାବ ନରଖି ଆମେ ପ୍ରତ୍ୟେକ ମଣିଷ ଏକ ପରମାତ୍ମା ନାରାୟଣ ସ୍ଵାମୀଙ୍କର ସନ୍ତାନ 👏👏 🕉️ ଅଭିରାମ ଭକ୍ତିରେ ଭକ୍ତ ଭାବରେ ବନ୍ଧନ ହୋଇଛି ଏହାର ଲିଳା ଏହି ପ୍ରସ୍ତୁତ ଭିଡିଓ ମାଧ୍ୟମ ରେ ଜାଣିପାରିବେ | 🌸 ଭକ୍ତି ବଳରେ ଭଗବାନ ଭକ୍ତ ଠାରେ ବନ୍ଧନ କିପରି ହୁଅନ୍ତି 🌸 ଭଗବାନଙ୍କୁ ପାଇବା ପାଇଁ ବିଶ୍ୱାସ ଭଗବତ ରାଜ୍ୟର ମୂଳ ଚାବି 🛐 ଆପଣ ମାନେ ଆମ ଚ୍ୟାନେଲକୁ ଏହି ପରି ପୂର୍ଣ୍ଣ ଭଲ ପାଇବା ଦେଉଥାନ୍ତୁ ଏବଂ ଆପଣ ମାନଙ୍କ ସାଙ୍ଗ ସାଥି ମାନଙ୍କୁ ଆମ ପ୍ରସ୍ତୁତ ଭିଡିଓ 📌 share 💫 subscribe 🔔 laki 👍 comment 🖌️ କରିବାକୁ ସାହାଯ୍ୟ କରନ୍ତୁ ଏହିପରି ଠାକୁର ଅଭିରାମ ପରମହଂସ ଦେବ ଙ୍କ ନୂଆ ନୂଆ ଲିଳା ଶୁଣିବାକୁ ପାଇବେ | 🙏🙏 ଜୟ ଶ୍ରୀ ନାରାୟଣ ସ୍ଵାମୀଙ୍କର ଜୟ 👏👏
