ହେ ପ୍ରଭୁ ଏତେ ଟଙ୍କା | Vigilance Raid On Burla VIMSAR Officials | Valuable Plots & Huge Cash Unearthed
ସମ୍ବଲପୁର ବୁର୍ଲା ଭିମସାରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ରେଡ୍ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିମସାରର ଏଷ୍ଟାବ୍ଲିସମେଣ୍ଟ ଅଫିସର-କମ୍-ଅଫିସ୍ ସୁପରିଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳଙ୍କ ସହିତ ସେହି ଅଫିସର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ଘରେ ମଧ୍ୟ ଏକକାଳୀନ ଚଢ଼ାଉ କରାଯାଉଛି । ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରୁ ଏହି ଦୁଇ ଜଣଙ୍କ ନାମରେ ସର୍ଚ୍ଚ ୱାରେଣ୍ଟ ଜାରି ହେବା ପରେ ଭିଜିଲାନ୍ସ ଟିମ୍ ପକ୍ଷରୁ ସମ ସାମୟିକ ଏହି ଚଢ଼ାଉ କରାଯାଉଛି। ପ୍ରାଥମିକ ଚଢ଼ାଉରୁ ତାଙ୍କ ଘରୁ ନଗଦ ୧୯ ଲକ୍ଷ ୭୨ ହଜାର ଟଙ୍କା ଏବଂ ସମ୍ବଲପୁର ସହର ଉପକଣ୍ଠରେ ୨୦ଟି ମୂଲ୍ୟବାନ ପ୍ଲଟ୍ ସମେତ ବିପୁଳ ସମ୍ପତ୍ତି ଠାବ ହୋଇସାରିଛି। ଧନକଉଡ଼ାରେ ୧୬୫୦ ବର୍ଗଫୁଟର ଦୁଇ ମହଲା କୋଠା ରହିଛି । ଗୁଡ଼େସିଙ୍ଗାରେ ଆଉ ଏକ ବିଶାଳ ଘର ଠାବ । ଜବତ ସମ୍ପତ୍ତି ମଧ୍ୟରେ ଅଛି ଗୋଟିଏ ହାଇଭା ଟ୍ରକ୍, ୧ଟି କାର୍, ୨ଟି ଟ୍ରାକ୍ଟର ଓ ୩ଟି ବାଇକ The Odisha Vigilance department conducted a massive simultaneous raid on the properties of Burla VIMSAR Establishment Officer-cum-Office Superintendent Dhanurdhara Biswal and Steward Ashwini Meher on allegations of accumulating disproportionate assets. Following search warrants issued by the Special Vigilance Court of Sambalpur, multiple teams launched the crackdown. During the initial search, the officials unearthed ₹19.72 Lakhs in cash, 20 valuable plots on the outskirts of Sambalpur, a 2-story building in Dhankauda, another house in Gudesinga, a Hyva truck, 1 car, 2 tractors, and 3 bikes. #VimsarVigilanceRaid #SambalpurNews #OdishaVigilance #CorruptionExposed #BurlaNews #VIMSAR #OdiaNews #News18Odia #OdishaNews Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook: / news18odia Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_BH

Two Government Officials Arrested by Vigilance in DA Case in Sambalpur’s Burla | Kalinga TV

ଯୋଗୀଙ୍କ କଡ଼ା ଆକ୍ସନ ! Ayodhya Ram Mandir Donation Scam | SIT Questions Champat Rai | Yogi Adityanath

ଘରେ ଟଙ୍କାର ପାହାଡ଼ ! Vigilance Raid On Burla VIMSAR Officials | Valuable Plots & Huge Cash Unearthed

ମମତାଙ୍କ ସିକ୍ରେଟ୍ କହିଦେଲେ ରଚନା | Rachana Bnaerjee Reaction On Mamata Banerjee | West Bengal Politics

ଲକ୍ଷେ ତଳକୁ ଖସିଯିବ ସୁନା ଦର ? Gold Rate Today | Gold Price Crash Analysis | Gold Price Fall |Odia News

ମୁହାଁମୁହିଁ ୨ ଓକିଲ! Lohagad Murder Case: Lawyer vs Lawyer | Maharashtra | Siya Goyal Case

Massive Reveal: Contractor’s Crores Empire in Jajpur Stuns Investigators

ଦିଲ୍ଲୀରେ ତାଲିକା ରେଡି, ଓଡ଼ିଶାରୁ...Odisha Cabinet Expansion |CM Mohan Majhi |Odisha Ministry Reshuffle

ସୁଭଦ୍ରା ଟଙ୍କା ନେଇ ଭୋଟ ଦେଇଛ, ପିଲାଙ୍କ ଭବିଷ୍ୟତ ନଷ୍ଟ ହେବ ହିଁ ହେବ! use OCR to correct SCERT book errors !

Child Falls Into 200-Foot Deep Borewell In Haryana; NDRF Rescue Operation Underway | Argus News

ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା | Vigilance Raid On Burla VIMSAR Officials | Odia News

🔴Live | ଘର ଭିତରେ ଡକାୟତ, ବାହାରେ ବନ୍ଧୁକଧାରୀ ପୋଲିସ

"ବହିରେ ଫିଲ୍ମ ଗୀତ ଲେଖିଲେ ଆମେ ପଢ଼ିବୁ କଣ ପରୀକ୍ଷାରେ ଲେଖିବୁ କଣ "ଛାତ୍ରୀ Nimbooda Song In Odia Textbook

ମନ୍ତ୍ରିମଣ୍ଡଳରୁ ବିଦା ହେବେ... | Odisha Cabinet Expansion | CM Mohan Majhi | Odisha Ministry Reshuffle

"ପୁଷ୍କରାର ସବ୍ୟସାଚୀକୁ କାଟିକି ତୁମେ ହରିକୁ ଆୱାର୍ଡ ଦେଇଛ ,ଯାହା ଫିଲ୍ମ କେହି ଦେଖିନାହାନ୍ତି "Tutu Naik On Hari

Analysis with Devanshi|ખેડૂતોનો મુદ્દો ભટકાવવા રાજકોટ કાજુકતરી વિવાદ આવ્યો?| Europe Heatwave

Live: ରାତି ୮ର ବଡ଼ ଖବର | 8 PM News | Rain Alert In Odisha | Cabinet Reshuffle | Odia News

ଦଳ-ବଳ ନେଇ ଭୁବନେଶ୍ୱରରେ ପହଞ୍ଚିଲେ ଚାମେଲୀ ଓଝା I Chameli Ojha In Bhubaneswar

Textbook Errors Were a Conspiracy": Nirbhay Had Said, Mohan Now Admits | Nirbhay Gumar Katha

