ଶହ ଶହ ଭକ୍ତଙ୍କ ସମାବେଶରେ ସମ୍ପୂର୍ଣ୍ନ ହେଲା ମା ବାରପଡ଼ା ନାୟିକାଣୀଙ୍କ ନିଆଁ ପାଟ ଯାତ୍ରା || Maa Budhi Thakurani

ଶହ ଶହ ଭକ୍ତଙ୍କ ସମାବେଶରେ ସମ୍ପୂର୍ଣ୍ନ ହେଲା ମା ବାରପଡ଼ା ନାୟିକାଣୀଙ୍କ ନିଆଁ ପାଟ ଯାତ୍ରା || Maa Budhi Thakurani 🙏 ଜୟ ମା ବାରପଡ଼ା ନାୟିକାଣ 🙏 ଏହି ଭିଡିଓରେ ଦେଖନ୍ତୁ ମା ବାରପଡ଼ା ନାୟିକାଣୀ ଠାକୁରାଣୀଙ୍କ ପବିତ୍ର ନିଆଁ ପାଟ ଯାତ୍ରାର ଅଲୌକିକ ଦୃଶ୍ୟ। ପାଟୁଆ ମାନେ ଜଳନ୍ତା ନିଆଁ ଉପରେ ଚାଲି ଭକ୍ତି ଓ ବିଶ୍ୱାସର ଅନନ୍ୟ ପରମ୍ପରାକୁ ପାଳନ କରୁଛନ୍ତି। ସମ୍ପୂର୍ଣ୍ଣ ଯାତ୍ରା, ମନ୍ଦିର ପରିବେଶ, ଭକ୍ତମାନଙ୍କ ଭିଡ଼ ଏବଂ ବିଶେଷ ସାକ୍ଷାତ୍କାର ଏହି ଭିଡିଓରେ ଦେଖନ୍ତୁ। ଭିଡିଓଟି ଭଲ ଲାଗିଲେ 👍 Like, 🔁 Share ଏବଂ Mr Ganesh Mohapatra YouTube Channel କୁ Subscribe କରନ୍ତୁ। #ମା_ବାରପଡ଼ା_ନାୟିକାଣୀ #ବୁଢ଼ି_ଠାକୁରାଣୀ #ନିଆଁପାଟଯାତ୍ରା #ଉଡ଼ା_ଯାତ୍ରା #udajatra #firewalking #odishafestival #odiaculture #odisha #templefestival #odia #budhithakurani #villagefestival #villagelife #villagevlog #barapadanayikani #soro #baleswar #myvillage #mrganeshmohapatra