ଖରା ରେ ଗରିବଲୋକ ଘରଦେଖି ଭାଙ୍ଗି ଦେଉଛନ୍ତି ରେଲୱେ ! Railway eviction drive at VSS Nagar Bhubaneswar.
ଖରା ରେ ଗରିବଲୋକ ଘରଦେଖି ଭାଙ୍ଗି ଦେଉଛନ୍ତି ରେଲୱେ ! ରେଲୱେ ଜାଗାରେ ଗଢ଼ି ଉଠିଥିବା ଘର ଗୁଡିକୁ ପୂର୍ବ ରୁ ନୋଟିସ ପରେ ଆଜି କିଛି ଘର କୁ ମାଟିରେ ମିଶାଇଛି । ଆଉ କିଛି ଲୋକଙ୍କୁ 7ଦିନ ଭିତରେ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କିଛି ଲୋକ ରେଲୱେ ର ପାଚେରୀ କୁ ଭାଙ୍ଗି ନିଜ ଘରକୁ ଯିବା ପାଇଁ ପୋଲ ନିର୍ମାଣ କରିସାରିଛନ୍ତି। ପୂର୍ବରୁ ସେଇ ଲୋକଙ୍କୁ ନୋଟିସ ଦେବା ପରେବି କେମିତି ପୋଲ ନିର୍ମାଣ କରିଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ। ଗରିବ ଲୋକଙ୍କ ଘର କୁ ଭାଙ୍ଗି ଦିଆଯାଇଥିବା ବେଳେ ବଡ଼ ବଡ଼ ଘର ତିଆରି କରିଥିବା ଙ୍କ ପାଇଁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି କହିଛନ୍ତି। Railway eviction drive at VSS Nagar Bhubaneswar. #bhubaneswarnews #railway #evictiondrive #Vssnagar #eviction Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

ସାଲିଆ ସାହିର ଗୁମର ଖୋଲିଲେ ବାସିନ୍ଦା || Salia Sahi Residents Expose Hidden Truth || Bhubaneswar || OR

ବଙ୍ଗରେ ୫ ଟଙ୍କିଆ ମାଛଭାତ... | Suvendu Adhikari Announces Rs 5 Fish-Rice Meal Scheme | Argus Digital

ସାଲିଆ ସାହୀ ଵାଲା କହୁଛନ୍ତି ଏଠି ଗାଈ ବାନ୍ଧିଲେ ତମକୁ ବାଡ଼େଇବୁ ! Bulldozer Action In Salia Sahi

ମାଟିରେ ମିଶିଲା ବ୍ରିଟିଶ୍ ସମୟର , କଟକର ଲାଲବାଗ ଥାନା ! Historic Lalbagh Police Station in Cuttack

Inside the New Buddha Vihar Apartments for Saliashahi Residents: Full List of Key Facilities

କେମିତି କଣ କରିବୁ ନିଦ ହେଉନି | BMC | Bhubaneswar | Dharitri

Rok Thok : ଗରିବ ଆଖିରେ ଲୁହ, ଘର ଭାଙ୍ଗିଲ, ଥଇଥାନ କର | Shyampur Eviction | Corruption | Argus News

ମୁଁ କହୁଛି ଛକି କାନ୍ଥରେ ମାର୍, ଚିହ୍ନ ମାରିଦେଲେ କାଲି ବୁଲିବ ବୁଲଡୋଜର ! Kalarahanga Eviction drive, bbsr

ଶୁଭେନ୍ଦୁଙ୍କ ଆକ୍ସନ, ବିଦା ହେବେ ବାଂଲାଦେଶୀ | West Bengal Launches ‘Detect, Delete & Deport’ Campaign

ଶାମପୁର ଅଞ୍ଚଳରେ ତୁଟୁନି ଜାଗା ବିବାଦ || Shampur Area Land Dispute Case || Bhubaneswar || Odisha Reporter

କ୍ୱାର୍ଟର କେଳେଙ୍କାରୀ ପଛରେ କିଏ ? || Bhubaneswar Govt Quarters Rented Illegally || Odisha Reporter

Rahul Maharana Murder Case: Trishna Alleges Property Motive, Moves Women's Commission

Bulldozer Action in Bhubaneswar: 81 More Houses Demolished for Road Widening at Ekamra Kanan

ନୂଆ ଘରକୁ ସୁଖ ନୁହେଁ ଦୁଃଖ ନେଇ ଯାଉଛୁ , ସୁନା ବନ୍ଧା ପକେଇ ଦେଢ଼ଲକ୍ଷ ଦେଇଛୁ !Bulldozer Action In Salia Sahi

Soumya ମୃତ୍ୟୁ ମାମଲାରେ ଆଇନଜୀବୀଙ୍କ ବଡ଼ ବୟାନ ! କାଠଗଡ଼ାରେ ପୁରା ଗାଁ ଲୋକେ ! Odisha Suchana

ରାଜପଥ କଡ଼ରେ ରହିବନି ଘର କି ଦୋକାନ

Salia Sahi Residents Reject Government Flats, Demand Land During Eviction

ସାଲିଆ ସାହିରେ ଭଙ୍ଗା ସରିଲା , ଖୁଣ୍ଟରେ ବନ୍ଧା ହେଲା ନାଲି ଫିତା | Odisha Reporter

