ଆଖି ମିଟମିଟ କରୁନି ମୋ ଭାଇ ! ମୋଟା ଠେଙ୍ଗା ରଡରେ ପୁଲିସ୍ ମାରିଛି Barang Rakesh found in SCB hospital
#BarangPolice #RakeshBehera #CustodialTorture #CuttackNews #OdishaPolice କଟକ ଜିଲ୍ଲା ବାରଙ୍ଗ ଥାନାରେ ପୋଲିସର ବର୍ବରତା (Custodial tortre at Barang Police Station)। ନିଜ ସ୍ତ୍ରୀ ଜୀବିତ ଥିବା ବେଳେ ଅନ୍ୟ ଜଣେ ମହିଳାଙ୍କ ମୃତଦେହକୁ ସ୍ତ୍ରୀ ବୋଲି ଚିହ୍ନଟ କରିବାକୁ ରାକେଶ ବେହେରାଙ୍କ ଉପରେ ପୋଲିସ ଥାର୍ଡ ଡିଗ୍ରୀ ପ୍ରୟୋଗ କରିଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି (Villagers protest against Barang police)। ବାରଙ୍ଗ ଥାନାରେ (Barang Police Station Cuttack) ରାକେଶ ବେହେରା (Rakesh Behera case) ନାମକ ଜଣେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ନିର୍ଯାତନା ଦିଆଯାଇଥିବା ନେଇ ଏବେ ଏକ ବଡ଼ ବିବାଦ ମୁଣ୍ଡ ଟେକିଛି। ରାକେଶଙ୍କ ଗାଁ ତଥା ଚଣ୍ଡୀପ୍ରସାଦ ଗ୍ରାମର ଲୋକମାନେ ଅଭିଯୋଗ କରିଛନ୍ତି ଯେ, ଏକ ବସ୍ତାରୁ ଉଦ୍ଧାର ହୋଇଥିବା ଅଜ୍ଞାତ ମହିଳାଙ୍କ ମୃତଦେହକୁ (De@d body found in sack) ନିଜ ସ୍ତ୍ରୀ ଭାବେ ଗ୍ରହଣ କରିବା ପାଇଁ ପୋଲିସ ତାଙ୍କ ଉପରେ ଚାପ ପକାଇବା ସହ ନିସ୍ତୁକ ମାଡ଼ ମାରିଛି। ଆଶ୍ଚର୍ଯ୍ୟର କଥା ହେଉଛି, ରାକେଶଙ୍କ ପ୍ରକୃତ ସ୍ତ୍ରୀ ଏବେ ମଧ୍ୟ ଜୀବିତ ଅଛନ୍ତି। ତେବେ ସେହି ମୃତ ମହିଳା ଜଣକ କିଏ? ପୋଲିସ କାହିଁକି ଏଭଳି ବେଆଇନ ଉପାୟରେ ସତ୍ୟ ଲୁଚାଇବାକୁ ପ୍ରୟାସ କରୁଛି? ପୋଲିସର ଏହି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଏବଂ ଥାର୍ଡ ଡିଗ୍ରୀ ପ୍ରୟୋଗକୁ ନେଇ ଥାନା ଆଗରେ ସ୍ଥାନୀୟ ଲୋକଙ୍କ ତୀବ୍ର ପ୍ରତିବାଦ ଦେଖିବାକୁ ମିଳିଛି (Public outrage in Barang)। ଘଟଣାର ସମ୍ପୂର୍ଣ୍ଣ ସତ୍ୟତା ଜାଣିବା ପାଇଁ ଦେଖନ୍ତୁ ଏହି ଗ୍ରାଉଣ୍ଡ୍ ରିପୋର୍ଟ। www.samajalive.in (News Portal) The Samaja’, the synonym of newspapers in Odisha – a mass circulated and widely read Odia daily . Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das, ‘The Samaja’ stands for high standards of accuracy, authenticity and the core value of journalism. Over the years, it has slowly transformed itself into an institution. In the annals of the post independence era, the role of ‘The Samaja’ has been instrumental in awakening the social values and contributing in the nation building process. Now, it has a readership of around Sixteen lakh having a daily circulation of nearing three lakh fifty thousand and publishing from eight places having live editions as Bhubaneswar, Berhampur, Balasore, Cuttack, Kolkata, Rourkela, Sambalpur and Vizag spreading across three States – Odisha, Andhra Pradesh and West Bengal. Visit Our Website https://www.samajalive.in/ Android App: https://play.google.com/store/apps/de... YouTube: / @samajalive Facebook: / samajalive Twitter: / samajalive Instagram: / thesamaja

IIC ସନ୍ଧ୍ୟା ରାଣୀଙ୍କ ଅବସ୍ଥା ଖରାପ କରିଦେଲେ ଲୋକ... ଥାନାରେ ପିଟି ପୁରା ଫସିଗଲେ !

Rakesh Behera’s Father Kartik Behera Reveals Details in Barang Case

ମାମୁଁଙ୍କୁ ଧକ୍କା ମାରିଲା ପୋଲିସ୍, ଫୋନ୍ ଛଡେଇନେଇଥିଲା.. Barang Rakesh is missing from SCB Medical ICU !

ମୋ ପୁଅର କିଛି ହେଲେ, ଏ ବାରଙ୍ଗ IIC କୁ ମାରିବି ! chaos at Baranga police station against brutality, CTC.

Villagers Hold Candlelight Vigil for Rakesh Amid Baranga Police Third-Degree Allegations

ବାରଙ୍ଗ ଥାନାର ରହସ୍ୟ ! |Cuttack Barang Police Station Case | Odisha । Mohan Majhi । Asala Katha

୧୫ଦିନ ଓମକୁ ଲକ୍ଅପରେ ରଖିଲେ ବାନ୍ତି କରିବ ସତ ବାହାରିବ || 15days in lockup, and Om will spill everything ||

Samparka Ra Mayajala || EP 107 || କିଏ କରିଛି ମାଲିକାଣୀର ମର୍ଡ଼ର୍ || Who Is murderer of Lady Owner ?

ଡାକ୍ତରଙ୍କ ମିଠା କଥାରେ ଫସିଗଲି ଦେବତା ଭଳି ସ୍ୱାମୀକୁ ଛାଡି ଆଜି ମୁଁ ପସ୍ତଉଚି women exposed Honeytrap doctor

Exclusive : ତ୍ରୀଷ୍ଣାର ସବୁ ସତ କହିଦେଲେ ରାହୁଲଙ୍କ ବାପା-ମା | Youtuber Rahul Maharana & Wife Trisha Case

ସ୍ତ୍ରୀ ଫେରାର, ପୋଲିସ ତା ସ୍ୱାମୀଙ୍କୁ କାହିଁକି ମାଡ଼ ମାରିଲା Allegation Against Barang Police Station ,Bbsr

ମୋ ଭାଇକୁ ପୋଲିସ ମାଡ଼ ମାରି କହୁଛି , ଯିଏ ମରିଛି କହ " ସିଏ ତୋ ସ୍ତ୍ରୀ " ! Allegation Against Barang Police ,

ମୋ ଦୁଷ୍କର୍ମର ବଦଲା ମୋ ସ୍ୱାମୀ ନେଇଛି ! || Residential Apartment Complex, Omm Sai Vihar, Bhubaneswar

ଆମ ସୁସ୍ଥ ପୁଅକୁ ଆମକୁ ଫେରେଇ ଦିଅ ! Barang Rakesh is missing from SCB Medical ICU !

ବାଥରୁମ୍ ଭିତରେ ଖୋଲା ଦେହରେ ଥାନାବାବୁ କରୁଥିଲେ ଭିଡିଓ କଲ୍ .. Sarankul IIC Sujit Kumar case

The Story of Dimple, Murdered by Her Boyfriend in a Mohali Office #DimpleMurderCase #JusticeForDi...

ନିଜର ଭୁଲ ଲୁଚେଇବାକୁ ରାକେଶର ସ୍ତ୍ରୀକୁ ବି ଅଧା ବାଟରୁ ପୁଲିସ କରିଦେଇଛି କିଡ଼-ନ୍ୟାପ ! | RakeshCase | Barangcase

ସେଇ ଝିଅ ପାଇଁ ମୋ ପୁଅ ମରିଛି! Lovers escape home family sends boy jail girl change statement, keonjhar.

Soumyaହତ୍ୟାକାଣ୍ଡରେ ହୋଇଛି ବଡ଼ ଡିଲ, ସିଲ୍ ଖୋଲିବCrimeBranch | SoumyaMurderCase | Balianta | CrimeBranch

